Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ନିର୍ବାଚନ ନ ଲଢ଼ିବା ସହ କୌଣସି ଦଳ ପାଇଁ ପ୍ରଚାର କରିବେ ନାହିଁ ସଲମାନ ଖାନ୍‌

ମୁମ୍ବାଇ : ବଲିଉଡ୍‌ର ଦବଙ୍ଗ ଷ୍ଟାର ସଲମାନ୍‌ ଖାନ୍‌ ନିର୍ବାଚନ ଲଢ଼ିବା ନେଇ ହେଉଥିବା ଚର୍ଚ୍ଚା ଉପରେ ପୁର୍ଣ୍ଣଛେଦ ପକାଇଛନ୍ତି । ହେଉଥିବା ସମସ୍ତ ଚର୍ଚ୍ଚାକୁ ଗୁଜବ ବୋଲି କହି ମୁଁ କୌଣସି ଦଳ ପାଇଁ ନ ଲଢ଼ିବା ସହ କୌଣସି ଦଳ ପାଇଁ ପ୍ରଚାର କରିବି ନାହିଁ ବୋଲି ଟୁଇଟ୍‌ କରି ଜଣାଇଛନ୍ତି
Read More...

ଜେଟ ଏୟାରଲାଇନ୍ସ ଉପରେ ରାଗି ଗଲେ ମୌନି ରାଏ

ମୁମ୍ବାଇ: ଅଭିନେତ୍ରୀ ମୌନି ରାଏ ଏୟାରଲାଇନ୍ସ କମ୍ପାନି ଜେଟ ଏୟାରେଓ୍ଵଜ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ଜେଟ ଏୟାରେଓ୍ଵଜ ସହିତ ନିକଟରେ କରିଥିବା ଯାତ୍ରାରେ ଅସ୍ୱାଭାବିକ ଅନୁଭବ କରିଛନ୍ତି। ଜେଟ ବିମାନରେ ଯାତ୍ରା କରୁଥିବା ମୌନି ବିମାନରେ ଆଟେଣ୍ଡେଣ୍ଟଙ୍କ ଖରାପ ବ୍ୟବହାର ନେଇ
Read More...

ଲିଚୁରେ ଥିବା ଫାଇଦା ବିଷୟରେ ଜାଣିଛନ୍ତି କି ?

ଏବେ ବଜାରରେ ଲିଚୁ କୋଳି ଭରପୁର ମାତ୍ରାରେ ଦେଖିବାକୁ ମିଳୁଛି। ହେଲେ କଣ ଆପଣ ଏହା ମଧ୍ୟରେ ରହିଥିବା ଫାଇଦା ବିଷୟରେ ଜାଣିଛନ୍ତି କି? ତେବେ ଆଜି ଆମେ ଆପଣଙ୍କୁ ଲିଚୁ କୋଳିରେ ରହିଥିବା ସେହି ଫାଇଦା ବିଷୟରେ କହିବୁ ଯାହାକି କି କର୍କଟ ରୋଗ ଭଳି ମହାମାରୀ ରୋଗପାଇଁ ମହୌଷଧି ଭଳି କାର୍ଯ୍ୟ
Read More...

ପ୍ରତିଦିନ ମହୁ ଓ ରସୁଣ ରସ ପିଇଲେ ମିଳିବ ଅବିଶ୍ୱସନୀୟ ଫଳାଫଳ

ପୂର୍ବରୁ ଘରୋଇ ଉପାୟରେ ଅନେକ ସମସ୍ୟାର ସମାଧାନ ସଂପର୍କରେ ଆଲୋଚନା କରି ସାରିଛେ। ଆଜି ଯେଉଁ ମିଶ୍ରଣ ସଂପର୍କରେ ଆମେ ଆପଣଙ୍କୁ କହିବୁ ତାହା ହୁଏତ ଆପଣଙ୍କୁ ଅସହଜ ମନେ ହୋଇପାରେ ମାତ୍ର ଆପଣଙ୍କୁ ସୁସ୍ଥ ରଖିବା ପାଇଁ ଏହା ହେଉଛି ସର୍ବଶ୍ରେଷ୍ଟ ଘରୋଇ ଉପଚାର। ମହୁ ଓ ରସୁଣର ମିଶ୍ରଣ
Read More...

ଅଧିକ ପରିମାଣରେ କମଳା ଖାଇଲେ, ଭୋଗିପାରନ୍ତି ଏସବୁ କଷ୍ଟ!

କମଳାରେ ଉଭୟ ଖଟା ଓ ମିଠା ଅଂଶ ଥାଏ। ଏହା ଭିଟାମିନ୍‌-ସି ରେ ଭରପୁର। କମଳା ଖାଇଲା ଶରୀରକୁ ଅନେକ ଫାଇଦା ମିଳିଥାଏ। କିନ୍ତୁ ଆପଣ ଜାଣନ୍ତି କି ଏହା ଖାଇଲେ ଶରୀରର କ୍ଷତି ବି ହୋଇଥାଏ। କମଳାରେ ଫ୍ୟାଟ୍‌, କୋଲେଷ୍ଟ୍ରଲ୍‌ ଓ ସୋଡିଅମ୍‌ ସମାନ ପରିମାଣରେ ଥାଏ। କମଳା ଖାଇଲେ ଆଖି ସୁସ୍ଥ
Read More...

ଆଇପିଏଲ୍‌ ୧୨: ୟୋଲୋ ନାଇଟ୍‌ ମ୍ୟାଚ୍‌ ଆରମ୍ଭ, ଟସ୍‌ ଜିଣି ଚେନ୍ନାଇର ବୋଲିଂ ନିଷ୍ପତ୍ତି

ଚେନ୍ନାଇ: ବିରାଟ କୋହଲିଙ୍କ ନେତୃତ୍ୱରେ ରୋୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଏବଂ ଚେନ୍ନାଇ ସୁପର କିଙ୍ଗସ୍‌ ମଧ୍ୟରେ ୟୋଲୋ ନାଇଟ୍‌ ମ୍ୟାଚ୍‌ ଶନିବାର ଆରମ୍ଭ ହୋଇଯାଇଛି। ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ଟିମ୍‌ ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର
Read More...

ଏଲ୍‌ଆଇସିର ନବଜୀବନ ପ୍ଲାନ୍

ଭୁବନେଶ୍ବର: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ତରଫରୁ ନୂଆ ନବଜୀବନ ପ୍ଲାନ୍‌ ଘୋଷଣା କରାଯାଇଛି। ଏହା ଏକ ନନ୍‌-ଲିଙ୍କଡ୍ ଏଣ୍ଡାଓମେଣ୍ଟ୍‌ ଜୀବନ ବୀମା ଯୋଜନା ଯାହା ଉଭୟ ସୁରକ୍ଷା ଓ ସଞ୍ଚୟର ପ୍ରତିଶ୍ରୁତି ଦେଉଛି। ଗ୍ରାହକମାନେ ଏକାଥରେ କିମ୍ବା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ପ୍ରିମିୟମ୍
Read More...

ଡୋର୍‌ ଷ୍ଟେପ୍‌ ସର୍ଭିସ୍‌ ସେବା ଆରମ୍ଭ

ଭୁବନେଶ୍ବର: ଉତ୍କଳ ହୁଣ୍ଡାଇର ପଟିଆ ସର୍ଭିସ୍‌ ସେଣ୍ଟର୍‌ରେ ତ୍ବରିତ ସେବା ପ୍ରଦାନ କରିବା ପାଇଁ ଡୋର୍‌ ଷ୍ଟେପ୍‌ ସର୍ଭିସ୍‌ ସେବାର ଶୁଭାରମ୍ଭ କରାଯାଇଛି। ଏହାକୁ ସୁବାସ ଚନ୍ଦ୍ର ମହାନ୍ତି ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସଂସ୍ଥାର ଗ୍ରାହକ ସେବା ମହାପ୍ରବନ୍ଧକ ଜ୍ଞାନ ରଞ୍ଜନ ପତି
Read More...

୧୦୮ ଅର୍ଥନୀତିଜ୍ଞଙ୍କୁ ଜବାବ ଦେଲେ ଜେଟ୍‌ଲି

ନୂଆଦିଲ୍ଲୀ: ସରକାରୀ ତଥ୍ୟର ‌ବିଶ୍ବସନୀୟତା ଉପରେ ଆପତ୍ତି ଉଠାଇଥିବା ୧୦୮ ଅର୍ଥନୀତିଜ୍ଞଙ୍କୁ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଜବାବ ଦେଇଛନ୍ତି। ସେମାନଙ୍କ ଆପତ୍ତିକୁ ଏକ ‘ମିଥ୍ୟା ଅଭିଯାନ’ ବୋଲି ସେ କହିଛନ୍ତି। ଏବେକାର ସରକାରଙ୍କ ବିରୋଧରେ ରାଜନୈତିକ ଉଦ୍ଦେଶ୍ୟ ରଖି ଏଭଳି ଅଭିଯୋଗ ବାରମ୍ବାର
Read More...

ବଜାରରେ ସାମସଙ୍ଗ ଗ୍ୟାଲେକ୍ସି ଏ-୧୦ ସ୍ମାର୍ଟଫୋନ୍

ଅଗ୍ରଣୀ ଇଲୋକ୍ଟ୍ରନିକ୍ସ୍ କମ୍ପାନି ସାମସଙ୍ଗ ପକ୍ଷରୁ ନେକ୍ସଟ୍ ଜେନେରେସନ୍ ନୂତନ ଗ୍ୟାଲେକ୍ସ୍ ଏ-୧୦ ମୋବାଇଲ୍ ହ୍ୟାଣ୍ଡସେଟର ବଜାର ପ୍ରବେଶ କରାଯାଇଛି । ଏହା ୮,୪୯୦ ଟଙ୍କାରେ ଉପଲବ୍ଧ ହେଉଛି । ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ହାଣ୍ଡସେଟ ଗ୍ରାହକଙ୍କୁ ଅନନ୍ୟ
Read More...