ଲଣ୍ଡନରେ ଗିରଫ ହେଲା ନିରବ ମୋଦି, ଖୁବ୍ ଶୀଘ୍ର ଭାରତ ଅଣାଯିବା ସମ୍ଭାବନା
ଲଣ୍ଡନ : ଲଣ୍ଡନରେ ପଳାତକ ହୀରା ବ୍ୟବସାୟୀ ଓ ପ୍ରାୟ ୧୩ ହଜାର କୋଟି ଟଙ୍କାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦି ଆଜି ଲଣ୍ଡନରେ ଗିରଫ ହୋଇଛି । ତାକୁ ଗିରଫ କରିବା ପାଇଁ ଦୁଇ ଦିନ ତଳେ ଲଣ୍ଡନର େଓ୍ଵଷ୍ଟମିନିଷ୍ଟର କୋର୍ଟ ଗିରଫ ପରଓ୍ଵାନା ଜାରି କରିଥିଲେ । ଏହି ଗିରଫଦାରି ପରେ ନିରବକୁ ଭାରତକୁ!-->…
Read More...
Read More...