ଘୋଷଣା ହେଲା ଅମୀର ଖାନ୍ଙ୍କ ନୂଆ ସିନେମା
ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଅମୀର ଖାନ୍ ନିଜର ପରବର୍ତ୍ତୀ ସିନେମାର ନାଆଁ ଘୋଷଣା କରିଛନ୍ତି। ଏହି ସିନେମା ହେଲା ଓସ୍କାର ଆଓ୍ଵାର୍ଡ ଲାଭ କରିଥିବା ଫିଲ୍ମ ‘ଫରେଷ୍ଟ ଗଂପ୍’ର ରିମେକ୍। ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ଅଦ୍ୱୈତ ଚନ୍ଦନ। ଅଦ୍ୱୈତ ଚନ୍ଦନ ପୂର୍ବରୁ ‘ସିକ୍ରେଟ୍!-->…
Read More...
Read More...