Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ହନୁମାନ ମନ୍ଦିର ର ରତ୍ନ ମୁଦ ଉତ୍ସବ ଅନୁଷ୍ଠିତ

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୦୭.୦୨.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ନୂଆଗଡ଼ ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ହନୁମାନ ମନ୍ଦିର ର ରତ୍ନ ମୁଦ ନିମନ୍ତେ ବନଯାଗ, ଅଙ୍କୁରାରୋପଣ, ମଙ୍ଗଳକରଣ, ନାମଯଜ୍ଞ, ସୂର୍ଯ୍ୟ ପୂଜା, ମଣ୍ଡଳ ପୂଜା, ଅଗ୍ନି ସଂସ୍କାର,ଘୃତ
Read More...

ଖୋର୍ଦ୍ଧା ଯୋଗାଣ ନିରୀକ୍ଷକ ଗିରଫ

ଭୁବନେଶ୍ର : LRNEWS,Dt-06/02/20 ଲାଞ୍ଚ ନେଇ ଖୋର୍ଦ୍ଧା ଯୋଗାଣ ନିରୀକ୍ଷକ ଗିରଫ । ଖୋର୍ଦ୍ଧା ବ୍ଲକର ଯୋଗାଣ ନିରୀକ୍ଷକ ମାର୍ଶାଲିନ ପଢିହାରି କିରୋସିନ ଉଠାଣ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ସୂଚନା ଅନୁଯାୟୀ, ପଲ୍ଲା ଅଞ୍ଚଳର ଡିଲର
Read More...

ପର୍ଯ୍ୟଟନ ସ୍ଥଳ ପାନ୍ଥନିବାସ ମୁଖ୍ୟ ରାସ୍ତା ଅନ୍ଧାରରେ

ବାଲୁଗାଁ(LR NEWS) BISHNU, ତାରିଖ06।02।2020 ଖୋର୍ଦ୍ଧା ଜିଲ୍ଲା ବଡ଼କୁଳ ପାନ୍ଥ ନିବାସ ଦେଶରେ ଏକ ମୁଖ୍ୟ ପର୍ଯ୍ୟଟନ ସ୍ଥଳ ହୋଇ ଥିବାରୁ ଶୀତ ଋତୁରେ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି।ମା କାଳିଜାଇ ଓ ଚିଲିକା ପରିଭ୍ରମଣ ପାଇଁ ଆସୁଥିବା ପର୍ଯ୍ୟଟକ ବହୁ ଦୂରଦୂରାନ୍ତରୁ
Read More...

ମୁଖ୍ୟ ଅଭିଯୁକ୍ତ ସୁନୀଲ ବିଷୋୟୀ ସମେତ ୫ଗିରଫ

ଗଞ୍ଜାମ , (LR News, ଟୁକୁନା ପ୍ରଧାନ, ୦୬.୦୨.୨୦୨୦) - : ବ୍ରହ୍ମପୁରରେ ଲୁଗା ଦୋକାନ କର୍ମଚାରୀଙ୍କ ଠାରୁ ୫୦ ଲକ୍ଷ ଟଙ୍କା ଲୁଟ୍‌ ମାମଲା, ମୁଖ୍ୟ ଅଭିଯୁକ୍ତ ସୁନୀଲ ବିଷୋୟୀ ସମେତ ୫ ଗିରଫ, ୨ ଫେରାର, ୩୬ ଲକ୍ଷ ୭୭ ହଜାର ଟଙ୍କା ଜବତ । ଘଟଣା ର ଅଧିକ ତଦନ୍ତ ଚାଲିଥିବା ନେଇ ବ୍ରହ୍ମପୁର ଏସ୍
Read More...

ପୂର୍ବ ଶତ୍ରୁତା ରୁ ଆକ୍ରମଣ

ଗଞ୍ଜାମ, (ଟୁକୁନା ପ୍ରଧାନ, ୦୬.୦୨.୨୦୨୦) - : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଆଠଗଡ଼ ପାଟଣା କାଳୀମନ୍ଦିର ନିକଟରେ ଯୁବକ କୁ ସଂଘବଦ୍ଧ ଭାବେ ଆକ୍ରମଣ | ଯୁବକ ଜଣକ ହେଲେ ପ୍ରଭାତ ଭୋଳ (୪୫) | ପ୍ରଭାତ ବାଇକ ଯୋଗେ ଯାଉଥିବା ବେଳେ ଖଣ୍ଡା ରେ ଆକ୍ରମଣ କରିଛନ୍ତି
Read More...

ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଇସ୍କନ ମୁଖ୍ୟଙ୍କୁ ଚିଠି ଲେଖିବେ ଦିବ୍ୟସିଂହ ଦେବ

ଗଞ୍ଜାମ , ( ଟୁକୁନା ପ୍ରଧାନ , ୦୬.୦୨.୨୦୨୦) - :ପରମ୍ପରାକୁ ବେଖାତିର କରି ବିଭିନ୍ନ ସ୍ଥାନରେ ଅଦିନରେ ହେଉଛି ରଥଯାତ୍ରା। ଗତ ଗୁରୁବାର ମୁମ୍ବାଇରେ ଇସ୍କନ ପକ୍ଷରୁ ଅସମୟରେ ରଥଯାତ୍ରା କରାଯାଇଥିବାରୁ ଏହାକୁ ନେଇ ପ୍ରତିକ୍ରିୟା ତୀବ୍ର ହେବାରେ ଲାଗିଛି। ଏହା ଶ୍ରୀଜଗନ୍ନାଥ ସଂସ୍କୃତି
Read More...

ଚତୁର୍ଥ କନ୍ୟାକୁ ଜନ୍ମ ଦେବାରୁ ପତ୍ନୀକୁ ନିଆଁ ଲଗାଇ ଜାଳିଦେଲା ପତି

ଲକ୍ଷ୍ନୌ: ଆଲ୍ଲାବାଦ୍‌ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ପତ୍ନୀ ତାଙ୍କ ସ୍ୱାମୀଙ୍କର ପରକିୟା ପ୍ରୀତି ଉପରେ ପ୍ରଶ୍ନ ଉଠାଇବାରୁ ସ୍ୱାମୀ ହାତରେ ନିଜ ଜୀବନ ଯାଇଥିବା ଜାଣିବାକୁ ମିଳିଛି। ମୌଓ୍ଵାମ ପୁଲିସ୍‌ ଷ୍ଟେସନ୍‌ ଅଧୀନରେ ଥିବା ଦମଦମା ଗ୍ରାମରେ ଗୁରୁବାର ରାତିରେ ଏପରି
Read More...

୪ କୁଇଣ୍ଟାଲ୍‌ ଗଞ୍ଜେଇ ଭର୍ତ୍ତି ଟ୍ରକ୍‌ ଜବତ

ଛତ୍ରପୁର : ଗାଞ୍ଜାମ ଉପକଣ୍ଠ ଜଙ୍ଗଲରୁ ହରିଆନାକୁ ଲମ୍ବିଛି ଗଞ୍ଜେଇ ଚୋରା ଚାଲାଣର ଚେର। ଦିଗପହଣ୍ଡି ଓ ଚିକିଟି ଅଞ୍ଚଳରୁ ହରିଆନାକୁ ଗଞ୍ଜେଇ ଚାଲାଣ ହେଉଥିବାବେଳେ କେନ୍ଦ୍ରୀୟ ନାରକୋଟିକ୍ସ୍‌ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଭୁବନେଶ୍ବର ସ୍ବତନ୍ତ୍ର ଟିମ୍‌ ଚଢାଉ କରିଥିଲା। ଚଢ଼ାଉ ପରେ
Read More...

ଆଇପିଏଲ୍‌ ଜିତି ନ ଥିବାରୁ ଚିନ୍ତିତ ନୁହେଁ: କୋହଲି

ଚେନ୍ନାଇ: ଆଇପିଏଲ୍ ଟ୍ରଫି ଜିତି ନ ଥିବାରୁ ମୁଁ ଆଦୌ ବ୍ୟର୍ଥତାରେ ନାହିଁ, ଏଥି ପାଇଁ ବି ଚିନ୍ତିତ କି ବିବ୍ରତ ନୁହେଁ ବୋଲି କହିଛନ୍ତି ରୟାଲ୍‌ ଚାଲେଞ୍ଜର୍ସ ବାଙ୍ଗା‌ଲୋର ଅଧିନାୟକ ବିରାଟ କୋହଲି। କିଛି ଦିନ ତଳେ କୋହଲିଙ୍କ ନୂଆଦିଲ୍ଲୀ ସାଥୀ ଗୌତମ ଗମ୍ଭୀର କହିଥିଲେ ଟ୍ରଫି ନ ଜିତି ଏତେ
Read More...

ଚେନ୍ନାଇ ସୁପର୍ କିଙ୍ଗସର ସ୍ପିନରଙ୍କ କମାଲ

ଚେନ୍ନାଇ: ଆଇପିଏଲ୍ ଦ୍ବାଦଶ ସଂସ୍କରଣରେ ଗତ ବର୍ଷର ବିଜେତା ଦଳ ଚେନ୍ନାଇ ସୁପର୍ କିଙ୍ଗସ ଚମତ୍କାର ଆରମ୍ଭ କରିଛି। ବିରାଟ କୋହଲିଙ୍କ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ମାତ୍ର ୭୦ ରନ୍‌ରେ ଅଲଆଉଟ୍ କରି ମୁକାବିଲାକୁ ଅତି ସହଜରେ ୭ ୱିକେଟ୍‌ରେ ଜିତିନେଇଛି ମହେନ୍ଦ୍ର ସିଂହ ଧୋନିଙ୍କ ଦଳ।
Read More...