Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ବିଜେଡିର ୪ ରାଜ୍ୟସଭା ପ୍ରାର୍ଥୀ ଆଜି ବିଧାନସଭାରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି।

Abhimanyu Maharana

ଭୁବନେଶ୍ୱର ବିଧାନସଭା (LR News ) ବିଧାନସଭା ତା-୧୧.୩.୨0୨0 :- ଆଜି ବି.ଜେ.ଡ଼ିର ଚାରି ରାଜ୍ୟସଭା ପ୍ରାର୍ଥୀ ବିଧାନସଭା ରେ ରିଟର୍ଇଂଙ୍ଗ ଅଫିସର ଙ୍କ ନିକଟ ରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଏହି ନାମାଙ୍କନ ପତ୍ର ର ଶେଷ ଦିନରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟ ବିଧାୟକ ଙ୍କ ଉପସ୍ଥିତି ରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ୪ ଜଣ ପ୍ରାର୍ଥୀ ହେଲେ ସୁବାଷ ସିଂ , ମୁନା ଖାଁ , ସୁଜିତ କୁମାର ଓ ମମତା ମହନ୍ତ ସୂଚନାନୁସାରେ ଆସନ୍ତା ୨୬ ରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ ।

୧୭ ରାଜ୍ୟ ରେ ଖାଲି ପଡିଥିବା ୫୫ ଆସନ ରେ ଏହି ନିର୍ବାଚନ ହେବ ସେଥି ମଧ୍ୟରୁ ଓଡିଶା ରେ ୪ ଟି ଆସନ ରହିଛି ।

Leave A Reply

Your email address will not be published.

1 × 1 =