ବରିଷ୍ଠ ନାଗରିକ ମଂଚରେ ଜନ୍ମଦିନ ପାଳିତ।
ଖୋର୍ଦ୍ଧା LR NEWS ତା.୧୭/୦୪/୨୦୨୬ (ଶୁକ୍ରବାର)- ବରିଷ୍ଠ ନାଗରିକ ମଂଚ, ଖୋରଧାରେ ଆଜି ଜଣେ ବିଶିଷ୍ଟ ସାହିତି୍ୟକ, କବି, ସଂସ୍କୃତି ପ୍ରେମୀ, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଗୟାଧର ମିଶ୍ରଙ୍କର ଜନ୍ମ ଦିବସ ପାଳିତ ହୋଇଯାଇଛି । ମଂଚ ତରଫରୁ ମହାଶୟଙ୍କୁ ଉତରୀୟ ପିନ୍ଧାଇ ସମ୍ବର୍ଦ୍ଧିତ!-->…
Read More...
Read More...