Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

Yearly Archives

2020

ଖୋର୍ଦ୍ଧା ଯୋଗାଣ ନିରୀକ୍ଷକ ଗିରଫ

ଭୁବନେଶ୍ର : LRNEWS,Dt-06/02/20 ଲାଞ୍ଚ ନେଇ ଖୋର୍ଦ୍ଧା ଯୋଗାଣ ନିରୀକ୍ଷକ ଗିରଫ । ଖୋର୍ଦ୍ଧା ବ୍ଲକର ଯୋଗାଣ ନିରୀକ୍ଷକ ମାର୍ଶାଲିନ ପଢିହାରି କିରୋସିନ ଉଠାଣ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ସୂଚନା ଅନୁଯାୟୀ, ପଲ୍ଲା ଅଞ୍ଚଳର ଡିଲର
Read More...

ପର୍ଯ୍ୟଟନ ସ୍ଥଳ ପାନ୍ଥନିବାସ ମୁଖ୍ୟ ରାସ୍ତା ଅନ୍ଧାରରେ

ବାଲୁଗାଁ(LR NEWS) BISHNU, ତାରିଖ06।02।2020 ଖୋର୍ଦ୍ଧା ଜିଲ୍ଲା ବଡ଼କୁଳ ପାନ୍ଥ ନିବାସ ଦେଶରେ ଏକ ମୁଖ୍ୟ ପର୍ଯ୍ୟଟନ ସ୍ଥଳ ହୋଇ ଥିବାରୁ ଶୀତ ଋତୁରେ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି।ମା କାଳିଜାଇ ଓ ଚିଲିକା ପରିଭ୍ରମଣ ପାଇଁ ଆସୁଥିବା ପର୍ଯ୍ୟଟକ ବହୁ ଦୂରଦୂରାନ୍ତରୁ
Read More...

ମୁଖ୍ୟ ଅଭିଯୁକ୍ତ ସୁନୀଲ ବିଷୋୟୀ ସମେତ ୫ଗିରଫ

ଗଞ୍ଜାମ , (LR News, ଟୁକୁନା ପ୍ରଧାନ, ୦୬.୦୨.୨୦୨୦) - : ବ୍ରହ୍ମପୁରରେ ଲୁଗା ଦୋକାନ କର୍ମଚାରୀଙ୍କ ଠାରୁ ୫୦ ଲକ୍ଷ ଟଙ୍କା ଲୁଟ୍‌ ମାମଲା, ମୁଖ୍ୟ ଅଭିଯୁକ୍ତ ସୁନୀଲ ବିଷୋୟୀ ସମେତ ୫ ଗିରଫ, ୨ ଫେରାର, ୩୬ ଲକ୍ଷ ୭୭ ହଜାର ଟଙ୍କା ଜବତ । ଘଟଣା ର ଅଧିକ ତଦନ୍ତ ଚାଲିଥିବା ନେଇ ବ୍ରହ୍ମପୁର ଏସ୍
Read More...

ପୂର୍ବ ଶତ୍ରୁତା ରୁ ଆକ୍ରମଣ

ଗଞ୍ଜାମ, (ଟୁକୁନା ପ୍ରଧାନ, ୦୬.୦୨.୨୦୨୦) - : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଆଠଗଡ଼ ପାଟଣା କାଳୀମନ୍ଦିର ନିକଟରେ ଯୁବକ କୁ ସଂଘବଦ୍ଧ ଭାବେ ଆକ୍ରମଣ | ଯୁବକ ଜଣକ ହେଲେ ପ୍ରଭାତ ଭୋଳ (୪୫) | ପ୍ରଭାତ ବାଇକ ଯୋଗେ ଯାଉଥିବା ବେଳେ ଖଣ୍ଡା ରେ ଆକ୍ରମଣ କରିଛନ୍ତି
Read More...

ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଇସ୍କନ ମୁଖ୍ୟଙ୍କୁ ଚିଠି ଲେଖିବେ ଦିବ୍ୟସିଂହ ଦେବ

ଗଞ୍ଜାମ , ( ଟୁକୁନା ପ୍ରଧାନ , ୦୬.୦୨.୨୦୨୦) - :ପରମ୍ପରାକୁ ବେଖାତିର କରି ବିଭିନ୍ନ ସ୍ଥାନରେ ଅଦିନରେ ହେଉଛି ରଥଯାତ୍ରା। ଗତ ଗୁରୁବାର ମୁମ୍ବାଇରେ ଇସ୍କନ ପକ୍ଷରୁ ଅସମୟରେ ରଥଯାତ୍ରା କରାଯାଇଥିବାରୁ ଏହାକୁ ନେଇ ପ୍ରତିକ୍ରିୟା ତୀବ୍ର ହେବାରେ ଲାଗିଛି। ଏହା ଶ୍ରୀଜଗନ୍ନାଥ ସଂସ୍କୃତି
Read More...