Trending Now
- ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
- ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
- ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।
Browsing Category
ରାଜ୍ୟ
ଆଜି ଓଡିଶା କିନ୍ନର ଆଖଡା ର ସଭାପତି ମୀରା ପରିଡା ଙ୍କ ନେତୃତ୍ବରେ କେଦାର ଗୌରୀ ପରିସର ରେ ସଫେଇ କାର୍ଯ୍ୟ କରିଛନ୍ତି ।
ଖୋର୍ଦ୍ଧା (LR News , ସୁଧାଂଶୁ ଶେଖର ପରିଡା ,20/02/2020 ) -: ଆଜି ଓଡିଶା କିନ୍ନର ଆଖଡା ର ସଭାପତି ମୀରା ପରିଡା ଙ୍କ ନେତୃତ୍ବରେ ଆଖଡା ର ପ୍ରତେକ ଟି ସଦସ୍ୟ କେଦାର ଗୌରୀ ପରିସର ରେ ସଫେଇ କାର୍ଯ୍ୟ କରିଛନ୍ତି ।
କାଲି ଜାଗର ଯାତ୍ରା ଥିବାରୁ ଏହାକୁ ଆଖି ଆଗରେ ରଖି ସଫେଇ କାର୍ଯ୍ୟ!-->…
Read More...
Read More...
ଓଲିଉଡ଼ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ଅନୁ ଚୌଧୁରୀଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା…
ଖୋର୍ଦ୍ଧା (LR News , ସୁଧାଂଶୁ ଶେଖର ପରିଡା ,20/02/2020 ) -: ଓଲିଉଡ଼ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ଅନୁ ଚୌଧୁରୀଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ | ଅନୁ ଚୌଧୁରୀ ଏଣିକି ବେଗୁନିଆ ନିର୍ବାଚନ ମଣ୍ଡଳୀରୁ ସାଂସଦ ପ୍ରତିନିଧି ଭାବେ କାର୍ଯ୍ୟ!-->…
Read More...
Read More...
ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସ ନହରକଣ୍ଟା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ…
ଖୋର୍ଦ୍ଧା (LRNews , ସୁଧାଂଶୁ ଶେଖର ପରିଡା ,20/02/2020 ) -: ଲୋକଙ୍କୁ ଉନ୍ନତ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସ ନହରକଣ୍ଟା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ କୋଠା ଉଦ୍ଘାଟନ କରି!-->…
Read More...
Read More...
କାଦପଡା ବିଦ୍ୟାଳୟର ବାର୍ଷିକ ଉତ୍ସବ
ବୁଗୁଡା ୧୯/୦୨ ଡ଼ଃ କୁମୁଦ ଚନ୍ଦ୍ର ବେହେରା ( L.R. News)ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ କାଦପଡ଼ା ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ବୁଧବାର ଦିନ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରେ କୃଷ୍ଣ ପାତ୍ର ଅଧ୍ୟକ୍ଷତା କରିଥିବା ବେଳେ!-->…
Read More...
Read More...
ତାକରଡ଼ାରେ ଆମ ପୋଲିସ ସମିତିର ବୈଠକ
ବୁଗୁଡା ୧୯/୦୨ ଡ଼ଃ କୁମୁଦ ଚନ୍ଦ୍ର ବେହେରା ( L.R News )ବୁଗୁଡା ଥାନା ଆମ ପୋଲିସ ସମିତି ପକ୍ଷରୁ ତାକରଡ଼ା ଗ୍ରାମରେ ବୁଧବାର ଦିନ ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ବୈଠକର ଅନୁଷ୍ଠିତ ହୋଇ ସଡକ ସୁରକ୍ଷା ସଚେତନତା ଓ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା କାର୍ଯ୍ୟକ୍ରମ!-->…
Read More...
Read More...
ବାଲିପଦର ଡିଗ୍ରୀ କଲେଜରେ ତିନି ବିଭାଗର ପାଠଚକ୍ର
ବୁଗୁଡା ୧୯/୦୨ ଡ଼ଃ କୁମୁଦ ଚନ୍ଦ୍ର ବେହେରା ( L.R.News ) ବୁଗୁଡ଼ା ବ୍ଲକ ବାଲିପଦର ଡ଼ିଗ୍ରୀ କଲେଜର ଅର୍ଥନୀତି ବିଭାଗ, ରାଜନୀତି ବିଜ୍ଞାନ ବିଭାଗ ଓ ଇତିହାସ ବିଭାଗର ପାଠଚକ୍ର ଯଥାକ୍ରମେ ସୋମବାର, ମଙ୍ଗଳବାର ଓ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ପାଠଚକ୍ର କଲେଜ ଅଧ୍ୟକ୍ଷ ଡ଼ଃ!-->…
Read More...
Read More...
କବିସୂର୍ଯ୍ୟ ନଗର ମା ମହାମୟୀ ଙ୍କ ଯାତ୍ରା ପାଇଁ ଜିଲ୍ଲାପାଳ ଙ୍କ ସ୍ୱିକୃତୀ
କବିସୂର୍ଯ୍ୟ ନଗର ମା ମହାମୟୀ ଙ୍କ ଯାତ୍ରା ପାଇଁ ଜିଲ୍ଲାପାଳ ଙ୍କ ସ୍ୱିକୃତୀ ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୧୯.୦୨.୨୦୨୦) - : ବହୁ ଦିନର ଅପେକ୍ଷା ପରେ ଆଜି ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ ଅମୃତ କୁଲାଙ୍ଗେ କବିସୂର୍ଯ୍ୟ ନଗର ମହାମୟୀ ଙ୍କ ପ୍ରସିଦ୍ଧ ଯାତ୍ରା ପାଇଁ ବିଧିବଦ୍ଧ!-->…
Read More...
Read More...
ମେଣ୍ଢାଶାଳ ପୋଷ୍ଟ ମାଷ୍ଟର ହରିହର ସାମନ୍ତରାୟଙ୍କ ର ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।
ଭୁବନେଶ୍ୱର ୧୯/୨(LR News)- ମେଣ୍ଢାଶାଳ ପୋଷ୍ଟ ଅଫିସ ର ପୋଷ୍ଟ ମାଷ୍ଟର ଶ୍ରୀଯୁକ୍ତ ହରିହର ସାମନ୍ତରାୟ ଆଜି ଅବସର ଗ୍ରହଣ କରିଛନ୍ତି। ସେ ୨୨/୨/୧୯୮୪ମସିହାରେ ଚାକିରୀ ରେ ଯୋଗଦାନ କରି ଦୀର୍ଘ ୩୬ବର୍ଷ ଲୋକଙ୍କର ସେବାକରିଥିଲେ। ଆଜି ଯାଆଁଳା ଉପଖଣ୍ଡ ଅନ୍ତରର୍ଗତ ପଲା ସପୂର୍,!-->…
Read More...
Read More...
ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ
ବୁଗୁଡା ୧୯/୦୨ ଡ଼ଃ କୁମୁଦ ଚନ୍ଦ୍ର ବେହେରା ( L.R. News) - ବୁଗୁଡା ଶ୍ରୀ ବଳଦେବ ଜୀଉ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୨ ଦିନ ଧରି ଚାଲିଥିବା ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା କୌଶଳ ତାଲିମ ଶିବର ଉଦଯାପିତ ହୋଇଯାଇଛି। ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ମନୋଜ କୁମାର ସ୍ଵାଇଁଙ୍କ!-->…
Read More...
Read More...
୨୦୨୦ ବୋର୍ଡ ପରୀକ୍ଷା ସୁପରିଚାଳନା ପାଇଁ ଫ୍ଲାଇଙ୍ଗ ସ୍କ୍ୱାର୍ଡ ପାର୍ଟି ଓ ପର୍ଯ୍ୟବେକ୍ଷକ ନିଯୁକ୍ତି
ବୁଗୁଡା ୧୯/୦୨ ଡ଼ଃ କୁମୁଦ ଚନ୍ଦ୍ର ବେହେରା ( L.R. News )ଫେବୃୟାରୀ ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୦୨ ତାରିଖ ପର୍ଯ୍ୟନ୍ତ ୨୦୨୦ ଆନୁଆଲ ହାଇ ସ୍କୁଲ ସାର୍ଟଫିକେଟ ପରୀକ୍ଷା ଓ ଷ୍ଟେଟ ଓପେନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ର ସୁପରିଚାଳନା ପାଇଁ ବ୍ରହ୍ମପୁର ଗଂଜାମ ଜିଲ୍ଲା ଶିକ୍ଷା!-->…
Read More...
Read More...