Trending Now
- ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
- ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
- ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।
Browsing Category
ରାଜ୍ୟ
ଖୋର୍ଦ୍ଧା ରେ ରାପିଡ୍ ରେସପନ୍ସ ଟିମ(ଆରଆରଟି) ଗଠନ କରାଯିବ ବୋଲି ଜିଲାପାଳ ଶିତାଂଶୁ କୁମାର ରାଉତଙ୍କ ସୂଚନା।
ଖୋର୍ଦ୍ଧା (LR NEWS,୮।୪): ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣ ସଖ୍ୟା ୪୨ରେ ପହଞ୍ଚିଛି। ଏ ନେଇ ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। କୋଭିଡ-୧୯ ସଂକ୍ରମଣ ନିୟନ୍ତ୍ରଣ ପାଇଁ ଜିଲା ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି। ଏହାର କାର୍ଯ୍ୟକୁ ବ୍ୟାପକ କରିବା!-->…
Read More...
Read More...
ଶତାଧିକ ଲୋକଙ୍କୁ ମାସ୍କ ବାଣ୍ଟିବା ସହ ଜନସାଧାରଣ ଙ୍କୁ କରୋନା ର ଭୟଭୟତା ଉପରେ ସଚେତନତା।
ଗଞ୍ଜାମ, ( LR News, , ୦୮.୦୪.୨୦୨୦) - : ସାରା ବିଶ୍ୱରେ କରୋନା ଭାଇରସ ର ଆତଙ୍କ ଖେଳିଯାଇଥବା ସହ ଆକ୍ରାନ୍ତ ଙ୍କ ସଂଖ୍ୟା ମଧ୍ଯ ବୃଦ୍ଧି ପାଉଥିବା ବେଳେ ଆଜି ବେଗୁନିଆପଡ଼ା ବ୍ଲକ ଅଞ୍ଚଳରେ ଲୋକଙ୍କୁ ସଚେତନତା କରିବା ସହିତ ମାସ୍କ ବଣ୍ଟନ କରିଥିଲେ କେନ୍ଦ୍ରୀୟ ମାନବାଧିକାର ସୁରକ୍ଷା ସଂଗଠନ!-->…
Read More...
Read More...
ଗରିବ, ନିରାଶ୍ରୟ, ଦିନମଜୁରିଆମାନଙ୍କୁ ଖାଦ୍ୟ ଯୋଗାଉଛନ୍ତି ସ୍ବେଚ୍ଛାସେବୀ।
ଖୋର୍ଦ୍ଧା ( LR NEWS,୮/୪ ): ବିଶ୍ୱରେ କରୋନା ଭୂତାଣୁ ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି। ଏଥିଯୋଗୁ ସାରା ଦେଶରେ ଲକଡାଉନ ଚାଲିଥିବାବେଳେ ଅନେକ ଗରିବ, ନିରାଶ୍ରୟ, ଦିନମଜୁରିଆମାନେ ଖାଦ୍ୟ ନ ପାଇ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ସମୟରେ ଅସହାୟ, ବୃଦ୍ଧାବୃଦ୍ଧ ଏବଂ ଗୋରୁଙ୍କ!-->…
Read More...
Read More...
ଆସନ୍ତୁ ଜାଣିବା କରୋନା ସଚେତନତା ପାଇଁ ତୋଟାପଡ଼ା ର ବିଶିଷ୍ଟସ ମାଜସେବୀ ସେକ୍ ମନସୁର୍ ଅଲ୍ଲୀ କଣ କହୁଛନ୍ତି।
ଖୋର୍ଦ୍ଧା (LR NEWS ୦୭/୪/୨୦) କରୋନା ସଚେତନତା :- କରୋନାକୁ ଡ଼ରନ୍ତୁ ନାହିଁ କି କାହାକୁ ଡ଼ରାନ୍ତୁ ନାହିଁ ।ନିଜକୁ ଏବଂ ନିଜ ଘର ଓ ବାହାରକୁ ସ୍ୱଚ୍ଛ ରଖନ୍ତୁ । ଉଛନ ହୋଇ ଜିନିଷ କିଣନ୍ତୁ ନାହିଁ କି ଘରେ ଗଛିତ କରି ରଖନ୍ତୁ ନାହିଁ । ସମସ୍ତଙ୍କୁ ସୁରକ୍ଷିତ ଭାବେ ବଞ୍ଚିବାରେ ସହଯୋଗ!-->…
Read More...
Read More...
ଅବାଧରେ ମଦ ବେପାର, ରାସ୍ତା କଡେ ମଦ ବିକ୍ରି ଓ ମଦ ପିଆ ।
ଗଞ୍ଜାମ, (LR News, , ୦୭.୦୪.୨୦୨୦) - : ଏପଟେ ସାରା ବିଶ୍ୱରେ କରୋନା ଭୁତାଣୁ ଭୟଙ୍କର ବାତାବରଣ ସୃଷ୍ଟି କରୁଥିବା ବେଳେ ବେଗୁନିଆପଡ଼ା ବ୍ଲକ୍ ରେ ମଦୁଆ ଓ ମଦ ବେପାରୀ ଲକ୍ ଡାଉନ୍ କୁ ଖାତିର୍ ନ କରି ମଦ ବିକ୍ରି କରି ପରିସ୍ଥିତିକୁ ଗମ୍ଭୀର କରୁଛନ୍ତି l ଆଜି ବେଗୁନିଆପଡ଼ା ଫାଣ୍ଡି!-->…
Read More...
Read More...
ଆଜି ଅଚାନକ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଙ୍କ ବେଗୁନିଆପଡ଼ା ପରିଦର୍ଶନ।
ଗଞ୍ଜାମ, (LR News, ୦୭.୦୪.୨୦୨୦) - : ଆଜି ଅଚାନକ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଙ୍କ ବେଗୁନିଆପଡ଼ା ପରିଦର୍ଶନ ସମୟରେ ବେଗୁନିଆପଡା ସ୍ଥିତ ତ୍ରିପତି ମୋଟର୍ସ ର ମାଲିକ ତ୍ରିପତି ନାୟକ ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକତିରିସି ହଜାର ଟଙ୍କାର ଚେକ୍!-->…
Read More...
Read More...
ସାମାଜିକ ଦୂରତା ନରଖିଲେ ଦୋକାନ ବନ୍ଦ।
ଖୋର୍ଦ୍ଧା (LR NEWS ୭/୪):- ଗାଁ ଠୁ ସହର ଦୋକାନ ଭିତରେ ଏବଂ ବାହାରେ ଅତ୍ୟଧିକ ଭିଡ ହେଉଛି। ସାମାଜିକ ଦୂରତ୍ୱ ରକ୍ଷା ହୋଇପାରୁନି। ଏହା ଖୋର୍ଦ୍ଧା ସହର ପାଇଁ ବର୍ତ୍ତମାନ ବିପଦ ସୃଷ୍ଟି କରିଛି। ଏ ସବୁକୁ ଦୃଷ୍ଟିରେ ରଖି ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରିଛି। ନିୟମ ଉଲ୍ଲଂଘନ ହେଲେ ଏଣିକି!-->…
Read More...
Read More...
କରୋନା ମୁକାବିଲା ପାଇଁ କଳିଙ୍ଗ ବୈଶ୍ୟ ମହାସଂଘ ର ସହାୟତା।
ଗଞ୍ଜାମ, (LR News, ୦୬.୦୪.୨୦୨୦ ) - : କରୋନା ମୁକାବିଲା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିପାଇଁ ଅନେକ ବଦାନ୍ୟ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସ୍ୱଇଛାରେ ସାମର୍ଥ୍ୟ ମୁତାବକ ଅର୍ଥରାଶି ପ୍ରଦାନ କରୁଛନ୍ତି!-->…
Read More...
Read More...
ଏନ୍ଏସି ଓ ଅଗ୍ନୀଶମ ବିଭାଗ ପକ୍ଷରୁ କ୍ଲୋରିନ ଓ ବ୍ଲିଚିଙ୍ଗ ସିଞ୍ଚନ।
ଗଞ୍ଜାମ, (LR News, ୦୬.୦୪.୨୦୨୦) - : ଗଞ୍ଜାମ ଜିଲ୍ଳା କୋଦଳା ଏନ୍ ଏ ସି ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ଏନ୍ଏସି କର୍ତ୍ତୃପକ୍ଷ ଏବଂ ଓଡିଶା ଅଗ୍ନିଶମ ବିଭାଗ ଦ୍ୱାରା କୋରନା ଭୁତାଣୁ ର ସଂକ୍ରମଣ ରୋକିବା ପାଇଁ ଚାଲିଛି ସାନିଟାଇଜ ବ୍ୟବସ୍ଥା l ସମଗ୍ର ସହର ଏବଂ ଗଳିକନ୍ଦି ରେ କ୍ଲୋରିନ୍!-->…
Read More...
Read More...
ଖୋର୍ଦ୍ଧା ସହରକୁ ଲକ୍ ଡାଉନ୍ ରୁ ସଟ ଡାଉନ୍ ସ୍ଥିତିକୁ ଆଣିବାକୁ ଦିଅନ୍ତୁ ନାହିଁ। ନିବେଦନ କଲେ ଥାନା ଅଧିକାରୀ ଉମା…
ଖୋର୍ଦ୍ଧା (LR NEWS ୬/୪/୨୦) ସମଗ୍ର ଓଡ଼ିଶାରେ କରୋନା ଭୂତାଣୁ ସଂକ୍ରମଣ ଏବେ ବଢ଼ି ଚାଲିଛି। ଖୋର୍ଦ୍ଧା ସହର ବାସୀଙ୍କୁ ଏଥିରୁ ସୁରକ୍ଷା ଦେବାକୁ ଜିଲା ପ୍ରଶାସନ, ପୋଲିସ୍ ପ୍ରଶାସନ, ଜିଲା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ଓଡ଼ିଶା!-->…
Read More...
Read More...