Trending Now
- ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
- ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
- ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।
Browsing Category
ରାଜ୍ୟ
ସବୁ ସ୍କୁଲରେ ହେବ ନାମ ଲେଖା: ଗଣଶିକ୍ଷାମନ୍ତ୍ରୀ।
ଭୁବନେଶ୍ୱର, (LR NEWS): ୨୦ରୁ କମ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ ହେବନି । ଗତ ବର୍ଷ ଯେଉଁ ସ୍କୁଲରେ ନାମ ଲେଖା ହୋଇଥିଲା ସେଠାରେ ନାମ ଲେଖା ହେବ । କରୋନା ଦୃଷ୍ଟିରୁ ସବୁ ସ୍କୁଲରେ ନାମ ଲେଖା ହୋଇପାରିବ । ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ଏନେଇ ସୂଚନା ଦେଇଛନ୍ତି ।!-->…
Read More...
Read More...
କରୋନା ଯୋଦ୍ଧାଙ୍କୁ ସମ୍ମାନୀତ କଲା ସ୍ୱାଧୀନତା ସଂଗ୍ରାମୀ ନୀଳକଣ୍ଠ ଫାଉଣ୍ଡେସନ ।
ଖୋର୍ଦ୍ଧା। ( LR NEWS ବାସୁଦେବ ମୁଦୁଲି /ତା.୬/୦୬.) ମହାମାରୀ କରୋନାକୁ ମୁକାବିଲା କରିବାରେ ଯେଉଁ ଯୋଦ୍ଧାମାନେ ତୃଣମୂଳ ସ୍ତରରେ ନିଜ ଜୀବନକୁ ବାଜିଲଗାଇ ନିଜର ସେବାକୁ ବ୍ରତଭାବେ ଧରିନେଇଛନ୍ତି, ବାସ୍ତବିକ୍ ସେମାନେ ପ୍ରଶଂସନୀୟ। ସେ ଆଶାକର୍ମୀ ହେଉ ଅଥବା ଅଙ୍ଗନୱାଡିକର୍ମୀ ହେଉ ଅବା!-->…
Read More...
Read More...
ଖୋର୍ଦ୍ଧା ଜିଲ୍ଲା ଆଦର୍ଶ ଥାନା ଅନ୍ତର୍ଗତ ଜାଗୁଳି ପାଟଣା ଶ୍ରୀ ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେଵ ଙ୍କ ପୀଠରେ ଦେବ…
ଖୋର୍ଦ୍ଧା (LR NEWS ଦିଲ୍ଲୀପ ପ୍ରଧାନ ୫/୬) ଖୋର୍ଦ୍ଧା ଜିଲ୍ଲା ଆଦର୍ଶ ଥାନା ଅନ୍ତର୍ଗତ ଜାଗୁଳି ପାଟଣା ଶ୍ରୀ ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେଵ ଙ୍କ ପୀଠରେ ଦେବ ସ୍ନାନ ପୂର୍ଣ୍ଣିମା ମହାସମାରୋହରେ ଅନୁଷ୍ଠିତ ହୋଇଅଛି,ସାରା ବିଶ୍ୱରେ ବିରଳ ଏହି ହାତ ଗୋଡ଼ ଥିବା ଚତୁର୍ଦ୍ଧା ମୂର୍ତ୍ତି!-->…
Read More...
Read More...
କିଆବୁଦା ମୁଳୁ ଉଦ୍ଧାର ହେଲା ନବଜାତ ଶିଶୁ।
ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୦୫.୦୬.୨୦୨୦)-: ମାଆ ଲାଗି ଅଲୋଡ଼ା ସାଜିଲା ନବ ଜାତଶିଶୁ । ଏକ କିଆବୁଦା ମୁଳୁ ଉଦ୍ଧାର ହୋଇଛି ଏକ ନବଜାତ ଶିଶୁ ।ମାଆର ବାତ୍ସଲ୍ୟ ଯେ ନିଜର ଜନ୍ମିତ ଶିଶୁପାଇଁ ଅଲୋଡ଼ା ହୋଇପାରେ ଏହି ଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଛତ୍ରପୁର ସହରରେ ।!-->…
Read More...
Read More...
ଏନଆରଜିଏସ କାମ ଚାଲିଥିବା ବେଳେ ବିସ୍ଫୋରଣ।
ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୦୫.୦୬.୨୦୨୦) - : ଗଂଜାମ ଜିଲ୍ଲା କବିସୂର୍ଯ୍ଯନଗର ଥାନା ଅନ୍ତର୍ଗତ ବାଉଁଶିଆ ବି. ନୂଆପଲ୍ଲି ଗାଁ ପୋଖରୀ ରେ ଏକ ଏନଆରଜିଏସ କାମ ଚାଲିଥିବା ବେଳେ ବିଷ୍ପୋରଣ ଘଟିଥିବା ଜଣାପଡିଛି । ଏହି ବିସ୍ଫୋରଣରେ ତିନି ଜଣ ଶ୍ରମିକ ଆହତ ହୋଇଥିବା ସୂଚନା!-->…
Read More...
Read More...
ଖବର ପ୍ରକାଶନ ନେଇ ସାମ୍ବାଦିକ ଙ୍କୁ ହତ୍ଯା ଧମକ।
ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୦୪.୦୬.୨୦୨୦)-: ଗୋଟିଏ ଖବର ପ୍ରକାଶନ କୁ ନେଇ ଚାରି ଜଣ ଅସାମାଜିକ ଯୁବକ ଦୈନିକ ସମାଜ ର ପୋଲସରା ପ୍ରତିନିଧି ଙ୍କୁ ହତ୍ଯା ଧମକ ଦେଇଥିବା ଥାନାରେ ଅଭିଯୋଗ ହୋଇଛି। ଦୈନିକ ସମାଜ ର ପୋଲସରା ପ୍ରତିନିଧି କିଶୋର ଚନ୍ଦ୍ର ଦାସ ଥାନାରେ ଦେଇଥିବା ଅଭିଯୋଗ!-->…
Read More...
Read More...
ଗୋପାଳପୁର ଓଭରବ୍ରିଜ ରେଳ ଧାରଣା ପାଖରୁ ଡିଏସପିଙ୍କ ପତ୍ନିଙ୍କର ମୃତଦେହ ଉଦ୍ଧାର ।
ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୦୪.୦୬.୨୦୨୦)-: ବ୍ରହ୍ମପୁରରେ ଅଘଟଣ । ଗୋପାଳପୁର ଓଭରବ୍ରିଜ ରେଳ ଧାରଣା ପାଖରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଗଜପତି ଜିଲ୍ଲାର ଜଣେ ଡିଏସ୍ପିଙ୍କ ପତ୍ନୀ ବୋଲି ସୂଚନା ମିଳିଛି । ଉକ୍ତ ମହିଳା ଙ୍କ ନାମ ସୁଷମା ପ୍ରଧାନ,!-->…
Read More...
Read More...
ପୋଲସରା ର ପ୍ରଥମ କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା ରୁମାଗଡ଼ ପଞ୍ଚାୟତ ।
ଗଞ୍ଜାମ, ( LR NEWS ପ୍ରଧାନ, ୦୪.୦୬.୨୦୨୦) - : ପୋଲସରା ବ୍ଲକରେ ରୁମାଗଡ଼ ପଞ୍ଚାୟତ ଓ ଏହାର ଆଖ ପାଖ ରେ ଥିବା ତିନୋଟି ଗାଁ କୁ ଗଞ୍ଜାମ ଜିଲ୍ଲାପାଳ କଣ୍ଟେନମେଣ୍ଟ ଜୋନ ହିସାବରେ ଘୋଷଣା କରିଛନ୍ତି ।ଗତ ୦୭ ତାରିଖରେ ସୁରତରୁ ଫେରି ଜଣେ ଗର୍ଭବତୀ ମହିଳା ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ ।୨୩!-->…
Read More...
Read More...
୭ଦିନ ପାଇଁ ସଟ ଡାଉନ୍ ଘୋଷଣା କଲେ ସରପଞ୍ଚ
ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୦୩.୦୬.୨୦୨୦) - :ବର୍ତ୍ତମାନ ପଞ୍ଚାୟତ ସ୍ତରରେ କରୋନା ବୃଦ୍ଧିର ପ୍ରଭାବ ଦେଖିବାକୁ ମିଳିଛି ଯାହା ଫଳରେ ଲୋକଙ୍କ ପାଇଁ ଏହା ଏବେ ସଚେତନତା ସୃଷ୍ଟି କରାଇବା ପାଇଁ ବାଧ୍ୟ କରିଛି । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ବୁରୁଝରି!-->…
Read More...
Read More...
କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲେ ଦୁଇ ଛାତ୍ରୀ ।
ଗଞ୍ଜାମ, (,LR NEWS ଟୁକୁନା ପ୍ରଧାନ, ୦୧.୦୬.୨୦୨୦) - : କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ ମନ ବଳ ଦୃଢ଼ କରିବା ପାଇଁ ଆଗେଇ ଆସିଛନ୍ତି । ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଗୌଡ଼ିଆବୋରଦାର ଦୁଇ ନବମ ଶ୍ରେଣୀ ଛାତ୍ରୀ । ଛାତ୍ରୀ ସ୍ମୃତି ରେଖା ଜେନା ଓ ଶୁଭ!-->…
Read More...
Read More...