Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

Browsing Category

ରାଜ୍ୟ

ବାଣପୁର ର ପୁଅ କରୋନା ଯୋଦ୍ଧା ବିଭୁତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ।

ଗଞ୍ଜାମ , (LR NEWSଟୁକୁନା ପ୍ରଧାନ ୧୦.୦୭.୨୦୨୦) - : ବ୍ରହ୍ମପୁରର ଜଣେ ସବ୍‌-ଇନ୍ସପେକ୍ଟରଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ନାଁ ବିଭୂତି ଭୂଷଣ ସେଠୀ। ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ତେବେ ସୁସ୍ଥ ହେବା ପରେ ସଙ୍ଗେ ସଙ୍ଗେ କାର୍ଯ୍ୟରେ ଯୋଗ
Read More...

କୋଦଳା ଏନ୍ଏସି ରେ ଥର୍ମାଲ୍ ସ୍କ୍ରିନିଙ୍ଗ ଟେଷ୍ଟ , ଛତ୍ରପୁର ଉପଜିଲ୍ଲାପାଳ ଙ୍କ ଅଚାନକ ପରିଦର୍ଶନ ।

ଗଞ୍ଜାମ , ( LR NEWSଟୁକୁନା ପ୍ରଧାନ, ୦୯.୦୭.୨୦୨୦) - : ଆଜି ଠାରୁ ଗଞ୍ଜାମ ଜିଲ୍ଲା କୋଦଳା ଅଞ୍ଚଳ ପାଞ୍ଚଦିନିଆ ସଟ୍ ଡାଉନ ।କୋଦଳା ପ୍ରଶାସନ ର ସଜାଗ ପରେ ଚାରିଆଡେ ଶୂନଶାନ ।କେହି ଘରୁ ବାହାରିବାକୁ ବି ଇଛା କରୁନାହାନ୍ତି ।କେବଳ କିଛି ପରିବା ବେପାରୀ ବା ଚାଷୀ ସାଇକଲ ଟିଏ ଧରି କାଁ ଭାଁ
Read More...

ଆଜି ନୟାଗଡ଼ ବନଖଣ୍ଡ ଦ୍ୱାରା ଜିଲ୍ଲା ସ୍ତରୀୟ ବନ ମହୋତ୍ସବ ପାଳିତ ହୋଇଯାଇଛି ।

ନୟାଗଡ଼,(LR NEWS ୯/୭/୨୦) ଆଜି ନୟାଗଡ଼ ବନଖଣ୍ଡ ଦ୍ୱାରା ଜିଲ୍ଲା ସ୍ତରୀୟ ବନ ମହୋତ୍ସବ ପାଳିତ ହୋଇଯାଇଛି । ନୟାଗଡ଼ ଆଂଚଳିକ ପରିବହନ କାର୍ଯ୍ୟାଳୟ ତଥା ନବୋଦୟ ବିଦ୍ୟାଳୟ ନିକଟରେ ଥିବା ବାଘରଡ଼ି ପାହାଡ଼ ନିକଟରେ ଅନୁଷ୍ଠିତ ୭୧ ତମ ଜିଲ୍ଲା ସ୍ତରୀୟ ବନ ମହୋତ୍ସବ କାର୍ଯ୍ୟକ୍ରମରେ ଭିସି ମାଧ୍ୟମରେ
Read More...

ଗଞ୍ଜାମ ଏନ୍ଏସି କରୋନା ସ୍ଥିତି ଅନୁଧ୍ୟାନ କରିବା ସହ କୋଭିଡ୍ ମନିଟର୍ ଙ୍କ ସହ ଆଲୋଚନା କଲେ ଜିଲ୍ଲାପାଳ ।

ଗଞ୍ଜାମ, ( LR NEWSଟୁକୁନା ପ୍ରଧାନ, ୦୮.୦୭.୨୦୨୦) - :ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଗଞ୍ଜାମ ଏନ୍ଏସି ଗ୍ରସ୍ତକରି କରୋନା ସ୍ଥିତି ଅନୁଧ୍ୟାନ କରିବା ସହ କୋଭିଡ୍ ମନିଟର୍ ମାନଙ୍କ ସହ ଆଲୋଚନା କରିଛନ୍ତି । ଜିଲ୍ଲାପାଳ କୁଲାଙ୍ଗେ ଙ୍କ ସହ ନୋଡ଼ାଲ ଅଫିସର IAS କୋରାଲା
Read More...

ଗଞ୍ଜାମ-ଖୋର୍ଦ୍ଧା ବର୍ଡର ସିଲ୍ ପାଇଁ ନିର୍ଦ୍ଦେଶ ।

ଗଞ୍ଜାମ, ( LR NEWSଟୁକୁନା ପ୍ରଧାନ, ୦୮.୦୭.୨୦୨୦) - : ଗଞ୍ଜାମରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଥିବା ବେଳେ ଏହା ଉପରେ ନିୟନ୍ତ୍ରଣ ଆଣିବାକୁ ଉଦ୍ୟମ ଚଳାଇଛି ଜିଲ୍ଲା ପ୍ରଶାସନ। ଗଞ୍ଜାମ ଜିଲ୍ଲାବାସୀଙ୍କ ଭୁବନେଶ୍ୱର ଯିବା ଉପରେ ରୋକ୍ ଲଗାଇବାକୁ
Read More...

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ୭୧ ତମ ବନମହୋତ୍ସବ ସପ୍ତାହ ପାଳିତ ।

LR News (୭/୭/୨୦)ଖୋର୍ଦ୍ଧା ନିକଟସ୍ଥ ITBP କ୍ୟାମ୍ପସ ରେ ଜିଲ୍ଲା ସ୍ତରୀୟ 71 ତମ ବନମହୋତ୍ସବ ସପ୍ତାହ ପାଳିତ ହୋଇଛି। ଏହି ଅବସରରେ ବୃକ୍ଷ ରୋପଣ କରଯାଇଛି। ଖୋର୍ଦ୍ଧା ଜିଲ୍ଲା ଜଙ୍ଗଲ ଓ ପରିବେଶ ବିଭାଗ ଏହାକୁ ଆୟୋଜିତ କରିଥିବା ବେଳେ ବୃକ୍ଷ ରୋପଣ ରେ ITBP ର କର୍ମଚାରୀ ମାନେ ସହାୟତା
Read More...

୦୯ ଜୁଲାଇ ରୁ ୧୩ ଜୁଲାଇ ପର୍ଯ୍ୟନ୍ତ ସହର ଏବଂ ବ୍ଲକ ହେଡକ୍ୱାଟର ସଟ ଡାଉନ ହେବ

ଗଞ୍ଜାମ, (LR NEWS ଟୁକୁନା ପ୍ରଧାନ, ୦୭.୦୭.୨୦୨୦) - :୦୯ ଜୁଲାଇ ରୁ ୧୩ ଜୁଲାଇ ପର୍ଯ୍ୟନ୍ତ ସହର ଏବଂ ବ୍ଲକ ହେଡକ୍ୱାଟର ସଟ୍ ଡାଉନ ହେବ ବୋଲି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତେ କୁଲାଙ୍ଗେ ।
Read More...

କନ୍ୟାରି ପଞ୍ଚାୟତ ରେ ବନମହୋତ୍ସବ ପାଳିତ।

ଗଞ୍ଜାମ, (LR NEWSଟୁକୁନା ପ୍ରଧାନ, ୦୬.୦୭.୨୦୨୦) - : ଗତକାଲି ଗିରିଜା ଯୁବକ ସଂଘ, କନ୍ୟାରି ଏବଂ ଉତ୍କଳ ଛାତ୍ର ସଂଗଠନ, ଭୁବନେଶ୍ବର ଙ୍କ ମିଳିତ ସହଯୋଗରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ଯନଗର ବ୍ଳକ ଅନ୍ତର୍ଗତ କନ୍ୟାରି ଗ୍ରାମ ପଞ୍ଚାୟତ ର ଗିରିଜା ପାହାଡ (ସୁବଳୟା) ରେ ବନ ମହୋତ୍ସବ ପାଳିତ
Read More...

କଣ୍ଟେନମେଣ୍ଟ ଜୋନ୍ ଏବଂ ବଫର ଜୋନ୍ ଘୋଷଣା କଲେ ଗଞ୍ଜାମ ଜିଲ୍ଲାପାଳ।

ଗଞ୍ଜାମ,(LR NEWSଟୁକୁନା ପ୍ରଧାନ, ୦୫.୦୭.୨୦୨୦) - : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ପଞ୍ଚାୟତର ହଂସତୁଳି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଗଞ୍ଜାମ ଜିଲ୍ଲାପାଳ ଏଥିସହ ତାଳସର ପଞ୍ଚାୟତର ଗୋପାଳପୁର, ଭାବିନୀପୁର , ତାଳସର ଓ ସଣ୍ଡମୂଳ ପଞ୍ଚାୟତ ର ରlହାଡା
Read More...

ହୋଟେଲ ମେଫେୟାର ୭ ଦିନ ପାଇଁ ସିଲ୍ ।

ଗଞ୍ଜାମ, (LR NEWSଟୁକୁନା ପ୍ରଧାନ, ୦୪.୦୭.୨୦୨୦) - : ବିବାହର ବ୍ୟବସ୍ଥା ପାଇଁ ସାମାଜିକ ଦୂରତାକୁ ଉଲ୍ଲଂଘନ କରି ଗୋପାଳପୁର ସ୍ଥିତ ହୋଟେଲ ମେଫେୟାର ୭ ଦିନ ପାଇଁ ସିଲ୍ କରାଯାଇଛି । ଏହି ପ୍ରକାରର ଉଲ୍ଲଂଘନକୁ ବରଦାସ୍ତ କରାଯିବ ନାହିଁ । ପୁନର୍ବାର ସମସ୍ତଙ୍କୁ ଅନୁରୋଧ କରୁଛୁ ସାମାଜିକ
Read More...