Trending Now
- ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
- ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
- ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।
Browsing Category
ରାଜ୍ୟ
ଦୁଷ୍କର୍ମକାରୀଙ୍କୁ ଦଣ୍ଡ, ପିଡିତାଙ୍କୁ ନ୍ୟାୟ ଓ ମହିଳାଙ୍କୁ ସୁରକ୍ଷା ଦାବିରେ ଟିମ୍ କ୍ଲିନ ସିଟି ପକ୍ଷରୁ କ୍ୟାଣ୍ଡେଲ…
ବ୍ରହ୍ମପୁର,(ଟୁକୁନା ପ୍ରଧାନ,୦୬.୧୦.୨୦୨୦)-: ଗଣଦୁଷ୍କର୍ମର ପରେ ଦୁଷ୍କର୍ମକାରୀଙ୍କ ଦ୍ୱାରା ହତ୍ୟାର ଶିକାର ହୋଇ ମୃତ୍ୟୁବରଣ କରିଥିବା ୨ଜଣ ଯୁବତୀଙ୍କୁ ନ୍ୟାୟ ପ୍ରଦାନ ସହ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଦକ୍ଷିଣ ଓଡ଼ିଶାର ଅଗ୍ରଣୀ!-->!-->!-->!-->!-->…
Read More...
Read More...
ଆଜି ଖୋର୍ଦ୍ଧା ଜିଲ୍ଲା ଓକିଲ ସଂଘ ର ଆଇନଜୀବୀ ଶେଖ୍ ଜୁଲ୍ ଫିକର୍ ଅଲ୍ଲୀ ଙ୍କ ଅକାଳ ବିୟୋଗରେ ଏକ ସ୍ମୃତି ସଭା…
ଖୋର୍ଦ୍ଧା (LR NEWS ୫/୯/୨୦) ଆଜି ଖୋର୍ଦ୍ଧା ଜିଲ୍ଲା ଓକିଲ ସଂଘ ର ପୂର୍ବତନ ସମ୍ପାଦକ ଓ ଉପସଭାପତି ଶେଖ୍ ଜୁଲ୍ ଫିକର୍ ଅଲ୍ଲୀ ଙ୍କ ଅକାଳ ବିୟୋଗରେ ଏକ ସ୍ମୃତି ସଭା ସଂଘର ଅଧ୍ୟକ୍ଷ ଶିଶିର ପରିଡ଼ା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା। ଅଲ୍ଲୀ ଙ୍କ ଆତ୍ମା ର ସଦ୍ଗତି ନିମନ୍ତେ ଦୁଇ!-->…
Read More...
Read More...
ଖଲ୍ଲିକୋଟ ବିରୁଳି ବାଣପୁର ବାଣାୟତ ଓଡ଼ିଆ ସମାଜର ସାଙ୍ଗଠନିକ ବୈଠକ ଅନୁଷ୍ଠିତ
ବ୍ରହ୍ମପୁର, ( ଟୁକୁନା ପ୍ରଧାନ, ୫.୧୦.୨୦୨୦)- ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତର ମୁଣ୍ଡୁଳା ସ୍ଥିତ ଶ୍ରୀ ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଠାରେ ଖଲ୍ଲିକୋଟ ବିରୁଳି ବାଣପୁର ବାଣାୟତ ଓଡ଼ିଆ ସମାଜର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ!-->…
Read More...
Read More...
ଲୋକାର୍ପିତ ହୋଇଛି ୨୪ଘଣ୍ଟିଆ ସ୍ୟାଟେଲାଇଟ୍ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ ବଡ଼ ଖବରର ୱେବ୍ ପୋର୍ଟାଲ ।
ଭୂବନେଶ୍ୱର : ପବିତ୍ର ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଲୋକାର୍ପିତ ହୋଇଛି ୨୪ଘଣ୍ଟିଆ ସ୍ୟାଟେଲାଇଟ୍ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ ବଡ଼ ଖବରର ୱେବ୍ ପୋର୍ଟାଲ । www.badakhabar.in ଠିକଣାରେ ଏହା କାର୍ଯ୍ୟ କରିବ । ପ୍ରତି ମୁହୂର୍ତ୍ତର ଅପଡେଟ୍ ଖବର ସହ ଖବର ପଛର ଖବର ଏଥିରେ!-->…
Read More...
Read More...
ପୋଲସରା ରେ କରୋନା ଜନ ସଚେତନତା ଅଭିଯାନ
ଭୁବନେଶ୍ବର , (ଟୁକୁନା ପ୍ରଧାନ , ୦୨.୧୦.୨୦୨୦, )-: ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଅକ୍ଟୋବର ୨ ତାରିଖ ଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ବିଜୁ ଜନତା ଦଳର "କରୋନା" ଜନ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଚାଲୁ ରହିବ । ଆଜି!-->!-->!-->…
Read More...
Read More...
କବିସୂର୍ଯ୍ୟ ବଳଦେବ ଚାଷୀ ସଙ୍ଘ ପକ୍ଷରୁ ଦଶ ଦଫା ଦାବି ନେଇ ତହସିଲ ଓ ବ୍ଲକ କାର୍ଯ୍ୟାଳୟ ଘେରିଲେ ଶତାଧିକ ଚାଷୀ।
ବ୍ରହ୍ମପୁର, (LR NEWS, ୨୩.୦୯.୨୦୨୦) ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଚାଷୀ ଓ କୃଷକ ମହାସଂଘ ପକ୍ଷରୁ ଦଶ ଦଫା ଦାବି ବିଡିଓ ବାସୁଦେବ ନାୟକ ଙ୍କ ଜରିଆରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଚାଷୀ ସଙ୍ଘର ସଭାପତି ପ୍ରଶାନ୍ତ ସ୍ୱାଇଁ ଙ୍କ ତତ୍ୱବାଧାନରେ!-->!-->!-->…
Read More...
Read More...
କୋଦଳା ଏନ୍ ଏସି ରେ ବିଧାୟିକାଙ୍କ ସାଙ୍ଗଠନିକ ବୈଠକ।
ବ୍ରହ୍ମପୁର, (LR NEWS ଟୁକୁନା ପ୍ରଧାନ, ୨୧.୦୯.୨୦୨୦)-: ଆଜି ଗଞ୍ଜାମ ଜିଲ୍ଲା କୋଦଳା ପୂର୍ତ୍ତବିଭାଗ ଡାକବଙ୍ଗଳା ପରିସର ରେ କୋଦଳା ଏନ୍ ଏସି ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ ବିଜେଡି ନଗର ସଭାପତି ସଞ୍ଜୀବ କୁମାର ସାହୁଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ!-->!-->!-->…
Read More...
Read More...
ବିଶିଷ୍ଟ ସମାଜସେବୀ ବିକ୍ରମାଦିତ୍ୟଙ୍କ ଏକାଦଶରେ ଶୋକସଭା
ବ୍ରହ୍ମପୁର, (, LR NEWS, ୧୮.୦୯.୨୦୨୦) -: ଗଞ୍ଜାମ ଜିଲ୍ଲା କ୍ଷେତ୍ରୀୟ ଖଣ୍ଡାୟତ ଓଡ଼ିଆ ସମାଜ ତଥା ହୁମ୍ମା ମଣ୍ଡଳର ମିଳିତ ଆନୁକୂଲ୍ୟରେ ସ୍ୱର୍ଗତ ବିକ୍ରମାଦିତ୍ୟ ପଲେଇଙ୍କ ଏକାଦଶାହ ଅବସରରେ ହୁମ୍ମା ବାସଭବନ ନିକଟରେ ଜିଲ୍ଲା ସମ୍ପାଦକ ଶ୍ରୀ ଜଗବନ୍ଧୁ ଭୋଳଙ୍କ ସଭାପତିତ୍ୱରେ ଏକ ଶୋକ ସଭା!-->…
Read More...
Read More...
ଶିକ୍ଷକଙ୍କ ପଦୋନ୍ନତିରେ ସମ୍ବର୍ଦ୍ଧନା।
ବ୍ରହ୍ମପୁର, (LR NEWS, ୧୬.୦୯.୨୦୨୦) - : ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସଦ୍ୟ ପ୍ରକାଶ ପାଇଥିବା ପଦୋନ୍ନତି ତାଲିକାରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ କାଳିମେଘି-ଜାଗିଲିପଦର ସରକାରୀ ହାଇସ୍କୁଲ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଭିମନ୍ୟୁ ଜେନା!-->!-->!-->…
Read More...
Read More...
ଆସ୍କା ବି ଜେ ଡି କାର୍ଯ୍ୟାଳୟ ଉଦଘାଟିତ, ବହୁ ବିଜେଡି କର୍ମୀ ଏବଂ ନେତା ଙ୍କ ସମାଗମ।
ବ୍ରହ୍ମପୁର, ( ଟୁକୁନା ପ୍ରଧାନ, ୧୬.୦୯.୨୦୨୦)-: ଆଜି ଗଞ୍ଜାମ ଜିଲ୍ଲା ଆସ୍କା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ କାର୍ଯ୍ୟାଳୟ ର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗଦେଇ କାର୍ଯ୍ୟାଳୟ କୁ ଉଦଘାଟନ କରିଛନ୍ତି ।!-->!-->!-->…
Read More...
Read More...