ବ୍ରହ୍ମପୁର ଠାରୁ ବାହାରିଲା ଘରୋଇ ବସ୍ ।
ଗଞ୍ଜାମ ( LR NEWS ଟୁକୁନା ପ୍ରଧାନ , ୨୮.୦୫.୨୦୨୦) - : ଲକଡାଉନ୍ ଯୋଗୁ ଦୀର୍ଘ ୨ ମାସର ବ୍ୟବଧାନ ପରେ ଆଜିଠୁ ରାଜ୍ୟରେ ଗଡ଼ିଲା ଘରୋଇ ବସ୍। ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ବସ୍ ମାଲିକ ସଂଘ ବସ୍ ଚଳାଚଳ ଆରମ୍ଭ କରିଥିଲେ ମଧ୍ୟ ରାଜ୍ୟର ବହୁ ସ୍ଥାନରେ ଏ ପର୍ଯ୍ୟନ୍ତ ବସ୍ ଗଡ଼ିନି।!-->…
Read More...
Read More...