Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ବେଗୁନିଆପଡା ବ୍ଲକ ସମ୍ମୁଖରେ କୃଷକ ଆନ୍ଦୋଳନ।

ବ୍ରହ୍ମପୁର ( LR NEWSଟୁକୁନା ପ୍ରଧାନ, ୧୮.୦୧.୨୦୨୧) -: ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ନୟ ସମିତି, ସଂଯୁକ୍ତ କିଶାନ ମୋର୍ଚ୍ଚା ଓ ଋଷିକୁଲ୍ୟା ରୟତ୍ତ ମହାସଭା ପକ୍ଷରୁ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକରେ କୃଷକ ଆନ୍ଦୋଳନ କରାଯାଇଛି । ଚାଷୀ ଓ ଆଦିବାସୀମାନଙ୍କ ମିଳିତ ସହଯୋଗରେ ଗଞ୍ଜାମ
Read More...

କୁମ୍ଭାରଗାଁ ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ପାଇଁ ଉପନିର୍ବାଚନ, ତିନି ଜଣ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର।

ବ୍ରହ୍ମପୁର (ଟୁକୁନା ପ୍ରଧାନ, ୧୮.୦୧.୨୦୨୧)-: ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ କୁମ୍ଭାରଗାଁ ପଞ୍ଚାୟତ ଉପନିର୍ବାଚନ ପାଇଁ ପାର୍ଥିପତ୍ର ବା ନାମାଙ୍କନପତ୍ର ଦାଖଲ ହୋଇଛି । ପୂର୍ବତନ ସରପଞ୍ଚ ସ୍ବର୍ଗତ ପ୍ରଶାନ୍ତ ତାରିଣୀଙ୍କ ମୃତ୍ୟୁ ପରେ ଖାଲି ପଡିଥିବା ସରପଞ୍ଚ ପଦବୀ ଲାଗି ୩ଜଣ
Read More...

ଓଡ଼ିଶା ପାଇପ୍ ଜଳ କର୍ମଚାରୀ ସଂଘ ର ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ କର୍ମଚାରୀ ସମାବେଶ ଅବସରରେ ଦାବି ପତ୍ର ପ୍ରଦାନ ପାଇଁ…

ବ୍ରହ୍ମପୁର, (ଟୁକୁନା ପ୍ରଧାନ, ୧୭.୦୧.୨୦୨୧)-: ବିଭାଗୀୟ କର୍ମଚାରୀମାନଙ୍କ ର ବିଭିନ୍ନ ସମସ୍ୟା ସମାଧାନ ଦୀର୍ଘ ଦିନ ହେଲା ହେଉ ନଥିବା ରୁ କର୍ମଚାରୀ ମାନଙ୍କ ସଙ୍ଗଠନ ଓଡ଼ିଶା ପାଇପ୍ ଜଳ କର୍ମଚାରୀ ସଂଘ ର ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଖଣ୍ଡ କର୍ମଚାରୀ ସମାବେଶ ବ୍ରହ୍ମପୁର ସିଟି
Read More...

ତାମ୍ପରା ହ୍ରଦ ନିକଟରେ କୁହୁଡି ପାଇଁ ଓଲଟିଲା ଗ୍ୟାସ ଟ୍ୟାଙ୍କର।

ବ୍ରହ୍ମପୁର (LR NEWSଟୁକୁନା ପ୍ରଧାନ, ୧୩.୦୧.୨୦୨୧) ଆଜି ସକାଳୁ ସକାଳୁ ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଓଲଟିଲା ଗ୍ୟାସ ଟ୍ୟାଙ୍କର । ଛତ୍ରପୁର ଉପକଣ୍ଟ ତାମ୍ପରା ନିକଟରେ ଏକ ଗ୍ୟାସ ଟାଙ୍କର ଭାରସାମ୍ୟ ହରାଇ ଓଲଟି ପଡିଛି । ଘନ କୁହୁଡି ଯୋଗୁଁ ଏପରି ଘଟିଥିବା ସନ୍ଦେହ କରାଯାଉଛି ।
Read More...

ପ୍ରଶାସନର ଗାଇଡ୍ ଲାଇନ୍ ଅନୁସାରେ ବେଗୁନିଆପଡ଼ାରେ ଆରମ୍ଭ ହେଲା ଦୁର୍ଗାପୂଜା

ବ୍ରହ୍ମପୁର (LR NEWSଟୁକୁନା ପ୍ରଧାନ ୨୨.୧୦.୨୦୨୦)-: କୋଭିଡ୍ କଟକଣା ମଧ୍ୟରେ ଆଜି ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଯାଇଛି ମା ଦୁର୍ଗାଙ୍କ ସପ୍ତମୀ ପୂଜା। ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବସଷ୍ଟାଣ୍ଡ ଠାରେ ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ମା ଙ୍କ ପୂଜା ହେଉଥିବା ବେଳେ ଚଳିତ ବର୍ଷ
Read More...

ମହେଶ୍ଵର ବରାଡ଼ ବିଜୁ ପଟ୍ଟନାୟକ ଆୱାର୍ଡ ରେ ସମ୍ମାନିତ ହେଲେ।

ବ୍ରହ୍ମପୁର ( ଟୁକୁନା ପ୍ରଧାନ, ୧୧.୧୦.୨୦୨୦) - : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ମର୍ଦ୍ଦକୋଟ ଗ୍ରାମ ବାସିନ୍ଦା ସମାଜସେବୀ ମହେଶ୍ବର ବରାଡ଼ଙ୍କୁ ୬୬ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସରକ୍ଷଂକ କାର୍ଯ୍ୟାଳୟରେ ବିଜୁ ପଟ୍ଟନାୟକ ଉପଖଣ୍ଡ
Read More...

ଧାନ କ୍ଷେତରେ ଲାଗିଲା ପୋକ, ଋଷିକୁଲ୍ୟା ରୟତ ମହାସଭା ତରଫରୁ ଅଭିଯୋଗ, ଚାଷୀ ଙ୍କ ସମସ୍ୟା କଥା ନ ବୁଝିଲେ ଆଗାମୀ ଦିନରେ…

ବ୍ରହ୍ମପୁର (ଟୁକୁନା ପ୍ରଧାନ, ୧୨.୧୦.୨୦୨୦) -: ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଋଷିକୁଲ୍ୟା ରୟତ ମହାସଭା ବେଗୁନିଆପଡ଼ା ବ୍ଳକ ଶାଖା ତରଫରୁ ଶାଖା ସମ୍ପାଦକ ଭାସ୍କର ନାୟକ ଙ୍କ ନେତୃତ୍ବରେ ଶତାଧିକ ମହିଳା ଏବଂ ପୁରୁଷ ଚାଷୀ ଧାନ କ୍ଷେତରେ ପୋକ ଲାଗି ନଷ୍ଠ ହେଉଛି ବାରମ୍ବାର ଅଭିଯୋଗ
Read More...

ନୟାଗଡ ବନ ବିଭାଗ ଟେରିଟୋରି ଏବଂ ବନ୍ୟପ୍ରାଣୀ ବିଭାଗର ମିଳିତ ଆନୁକୂଲ୍ୟରେ ୬୬ ତମ ବନ୍ୟପ୍ରାଣୀ ସପ୍ତାହ କୋଭିଡ ଆଇନ…

(LR NEWS 7/10/20) ନୟାଗଡ ବନ ବିଭାଗ ଟେରିଟୋରି ଏବଂ ବନ୍ୟପ୍ରାଣୀ ବିଭାଗର ମିଳିତ ଆନୁକୂଲ୍ୟରେ ୬୬ ତମ ବନ୍ୟପ୍ରାଣୀ ସପ୍ତାହ କୋଭିଡ ଆଇନ ଅନୁଯାୟୀ ଶାନ୍ତି ଶଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି|ଏହିଉପଲକ୍ଷ ସମସ୍ତେ ପ୍ଳାଜ଼ମା ଦାନ କରିବା ସହ ବନ୍ୟଜନ୍ତୁଙ୍କର ସୁରକ୍ଷା ପାଇଁ ସମସ୍ତଙ୍କୁ
Read More...

ଲେଡିସ୍ କର୍ଣ୍ଣର ରୁ ନାବାଳକ ର ଶବ ଉଦ୍ଧାର , ହତ୍ୟା କି ଆତ୍ମହତ୍ୟା ନେଇ ପୋଲିସ୍ ର ତଦନ୍ତ ଆରମ୍ଭ।

ବ୍ରହ୍ମପୁର ( ଟୁକୁନା ପ୍ରଧାନ, ୦୬.୧୦.୨୦୨୦) - : ଗଂଜାମ ଜିଲ୍ଲା ପୋଲସରା ସହରର ମିଲ୍ ସାହି ଛକରେ ଥିବା ଏକ ଜଣାଶୁଣା ଲେଡିସ୍ କର୍ଣ୍ଣରେ କାମ କରୁଥିବା ଏକ ନାବାଳକ କୁଶ ପ୍ରଧାନ ଙ୍କ ଗତକାଲି ବିଳମ୍ବିତ ରାତିରେ ଝୁଲନ୍ତା ଶବ ଝୁଲୁଥିବା ର ଦେଖିବାକୁ ମିଳିଥିଲା । ଯାହାକୁ ନେଇ ସାଙ୍ଗ
Read More...

ଦୁଷ୍କର୍ମକାରୀଙ୍କୁ ଦଣ୍ଡ, ପିଡିତାଙ୍କୁ ନ୍ୟାୟ ଓ ମହିଳାଙ୍କୁ ସୁରକ୍ଷା ଦାବିରେ ଟିମ୍ କ୍ଲିନ ସିଟି ପକ୍ଷରୁ କ୍ୟାଣ୍ଡେଲ…

ବ୍ରହ୍ମପୁର,(ଟୁକୁନା ପ୍ରଧାନ,୦୬.୧୦.୨୦୨୦)-: ଗଣଦୁଷ୍କର୍ମର ପରେ ଦୁଷ୍କର୍ମକାରୀଙ୍କ ଦ୍ୱାରା ହତ୍ୟାର ଶିକାର ହୋଇ ମୃତ୍ୟୁବରଣ କରିଥିବା ୨ଜଣ ଯୁବତୀଙ୍କୁ ନ୍ୟାୟ ପ୍ରଦାନ ସହ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଦକ୍ଷିଣ ଓଡ଼ିଶାର ଅଗ୍ରଣୀ
Read More...