Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଦିବ୍ୟ ଜନନୀ ଶ୍ରୀମା ଓ ଶ୍ରୀ ଅରବିନ୍ଦଙ୍କ ଦେହାଂଶ ପ୍ରତିଷ୍ଠାର ଦ୍ଵିତୀୟ ବାର୍ଷିକୋତ୍ସବ l

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୨୨.୦୨.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତର ମୁଣ୍ଡଳl ଠାରେ ଦିବ୍ୟ ଜନନୀ ଶ୍ରୀମା ଓ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ପବିତ୍ର ଦେହାଂଶ ପ୍ରତିଷ୍ଠାର ଦ୍ଵିତୀୟ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି
Read More...

ଶ୍ରୀ ଶ୍ରୀ ଶ୍ରୀ ବାବା ଉମାମହେଶ୍ୱରଙ୍କ ପୀଠରେ ଜାଗର ଯାତ୍ରା ବହୁ ଆଡମ୍ବରରେ ଅନୁଷ୍ଠିତ ହୋଇଛି ।

ଖୋର୍ଦ୍ଧା (LR News , ସୁଧାଂଶୁ ଶେଖର ପରିଡା ,22/02/2020 ଶ୍ରୀ ଶ୍ରୀ ଶ୍ରୀ ବାବା ଉମାମହେଶ୍ୱରଙ୍କ ପୀଠରେ ଜାଗର ଯାତ୍ରା ବହୁ ଆଡମ୍ବରରେ ଅନୁଷ୍ଠିତ ହୋଇଛି l । ଏହି ପର୍ବରେ ହଜାର ହଜାର ଭକ୍ତ ମାନେ ନିଜ ମାନସିକ ପୂରଣ ପାଇଁ ମାଟି ଦୀପ ପ୍ରଜ୍ବଳନ କରିଥିଲେ । ଏବଂ ଏହି ଯାତ୍ରା ରେ
Read More...

ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ଶ୍ରୀ ଶ୍ରୀ ମୁକ୍ତେଶ୍ଵରଙ୍କ ପବିତ୍ର ପ୍ରାଙ୍ଗଣରେ ମହାଶିବରାତ୍ରୀ…

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୨୧.୦୨.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ଶ୍ରୀ ଶ୍ରୀ ମୁକ୍ତେଶ୍ଵରଙ୍କ ପବିତ୍ର ପ୍ରାଙ୍ଗଣରେ ମହାଶିବରାତ୍ରୀ ଉପଲକ୍ଷେ ନୃତ୍ୟ ଓ ଭଜନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଉଦଘାଟନ
Read More...

ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କ INS CHILKA ପରିଭ୍ରମଣ ।

ଖୋର୍ଦ୍ଧା (LR News , ସୁଧାଂଶୁ ଶେଖର ପରିଡା ,21/02/2020 ) -: ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କ INS CHILKA ପରିଭ୍ରମଣ l ଆଜି ଆଇ.ଏନ.ଏସ ଚିଲିକା ଭାରତୀୟ ନୌସେନାର ପ୍ରାରମ୍ଭିକ ନାବିକ ପ୍ରଶିକ୍ଷଣ କେନ୍ଦ୍ର ତାହାର 40ତମ ବାର୍ଷିକ ଉତ୍ସବ ପାଳନ କରୁଅଛି l ଏହି 2ଦିନ ଆଇ.ଏନ.ଏସ
Read More...

ବିଭିନ୍ନ ଶୈବ ପିଠ ମାନଙ୍କରେ ମହାଶିବରାତ୍ରି

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୨୧.୦୨.୨୦୨୦) - : ଆଜି ପବିତ୍ର ଶିବରାତ୍ରୀ ଅବସରରେ ବେଗୁନିଆପଡା ବ୍ଲକର ବିଭିନ୍ନ ଶୈବପୀଠ ରେ ଭକ୍ତଙ୍କ ଢେର ସମାଗମ ହୋଇଥିଲା l ଏହି ବ୍ଲକର ସାଙ୍କୁଡା ସ୍ଥିତ ଶ୍ରୀ ଧବଳେଶ୍ୱରଙ୍କ ପୀଠରେ ଦଶ ହଜାରରୁଅଧିକ ଭକ୍ତଙ୍କ ସମାଗମ ହୋଇଥିବା ବେଳେ କେ. ବରିଡା
Read More...

ଖୋର୍ଦ୍ଧା ଏସ୍. ପି ଶ୍ରୀଯୁକ୍ତ ଅଜେୟ ପ୍ରତାପ ସ୍ଵାଇଁ ଙ୍କଖୋର୍ଦ୍ଧାର ବିଭିନ୍ନ ଶିବ ମନ୍ଦିର ପରିଦର୍ଶନ।

ଖୋର୍ଦ୍ଧା( LR News ୨୧/୨/୨୦)- ଆଜି ପବିତ୍ର ଜାଗର ଉପଲକ୍ଷେ ଶିବ ମନ୍ଦିର ମାନଙ୍କରେ ଜନସମାଗମ ଓ ପ୍ରବଳ ଭିଡ କୁ ଦୃଷ୍ଟିରେ ରଖି ନିଜେ ବିଭିନ୍ନ ମନ୍ଦିର ବୁଲି ସ୍ଥିତି ଅନୁଧ୍ୟାନ କରିବା ସହିତ ଖୋର୍ଦ୍ଧା ପୋଲିସ ଜିଲ୍ଲା ର ସମସ୍ତ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି ସବୁ ଶିବ ମନ୍ଦିରରେ
Read More...

ବେଗୁନିଆ-କୋତଳାଙ୍ଗରେ ନବଦିନବ୍ୟାପି ଜାଗର ଉତ୍ସବ

ବେଗୁନିଆ:LR Newsତା୨୧/୨ ବେଗୁନିଆର ବାଲୁଙ୍କେଶ୍ବର ଦେବ,କୋତଳାଙ୍ଗର ଉତ୍ତରେଶ୍ବରଦେବଙ୍କ ପୀଠରେ ଗ୍ରାମବାସୀ ତଥା ଅଞ୍ଚଳର ଶ୍ରଦ୍ଧାଳୁମାନଙ୍କ ଦ୍ବାରା ପବିତ୍ର ଜାଗର ଯାତ୍ରା ଉପଲକ୍ଷେ ନଅଦିନ ବ୍ୟାପୀ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।ଅଷ୍ଠ ପ୍ରହର ଶିବ ପୂଜା ବିଧି
Read More...

ଚିଲିକା ବୁଲି ଭୁବନେଶ୍ୱର ଫେରୁଥିବା ବିଦେଶୀ ଦମ୍ପତିଙ୍କ କାର କୁ ପଛପଟୁ ଧକା ଦେଲା ଟ୍ରକ ।

ଖୋର୍ଦ୍ଧା (LR News , ସୁଧାଂଶୁ ଶେଖର ପରିଡା ,21/02/2020 ) ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ଅନ୍ତର୍ଗତ 16 ନମ୍ବର ଜାତୀୟ ରାଜପଥ ନିକଟରେ ଏକ ଦୁର୍ଘଟଣା ଘଟିଛି l ଏଥିରେ ବିଦେଶୀ ପର୍ଯ୍ୟଟକ ଦମ୍ପତି ଆହତ ହୋଇଛନ୍ତି। ସେମାନେ ହେଲେ ଇଂଲଣ୍ଡ ର ହ୍ୟାରୋ ସହରର
Read More...

ପାତାଳ ଲିଙ୍ଗ ରାଜ ରାଜେଶ୍ୱର ଶ୍ରୀ ଶ୍ରୀ କପିଳେଶ୍ୱର ଦେବ ବିଜେ ଖୋର୍ଦ୍ଧା ଗଡ଼ କଟକ ଲୀଳା କ୍ଷେତ୍ର ରେ ମହା ଶିବରାତ୍ରି…

ଖୋର୍ଦ୍ଧା ( LR News ୨୧/୨/୨୦ )- ଆଜି ଖୋର୍ଦ୍ଧା ଟାଉନ ଅନ୍ତର୍ଗତ ଗଡ ଖୋର୍ଦ୍ଧା ରେ ପାତାଳ ଲିଙ୍ଗ ରାଜ ରାଜେଶ୍ୱର ଶ୍ରୀ ଶ୍ରୀ କପିଳେଶ୍ୱର ଦେବ ବିଜେ ଖୋର୍ଦ୍ଧା ଗଡ଼ କଟକ ଲୀଳା କ୍ଷେତ୍ର ରେ ମହା ଶିବରାତ୍ରି ରେ ଆଧ୍ୟାତ୍ମିକ ମେଳା ଅନୁଷ୍ଠିତ ହୋଇଯାଇଛି। ଏଠାରେ ବହୁ ଜନସମାଗମ
Read More...

ଆଜି ବାଲୁଗାଁ ଓଁ ଶାନ୍ତି ଆଶ୍ରମ ପକ୍ଷରୁ 84ତମ ତ୍ରିମୁର୍ତ୍ତି ଶିବ ଜୟନ୍ତୀ ଉପଲକ୍ଷେ 2ଦିନ ବ୍ୟାପି ଆଧ୍ୟାତ୍ମିକ…

ଖୋର୍ଦ୍ଧା (LR News , ସୁଧାଂଶୁ ଶେଖର ପରିଡା ,21/02/2020 ) -: ଆଜି ବାଲୁଗାଁ ଓଁ ଶାନ୍ତି ଆଶ୍ରମ ପକ୍ଷରୁ 84ତମ ତ୍ରିମୁର୍ତ୍ତି ଶିବ ଜୟନ୍ତୀ ଉପଲକ୍ଷେ 2ଦିନ ବ୍ୟାପି ଆଧ୍ୟାତ୍ମିକ ମେଳା ର ଆୟୋଜନ କରାଯାଇଛି l ଏଥିରେ ଚିଲିକା ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ
Read More...