ଗଞ୍ଜାମ (LR News, ଟୁକୁନା ପ୍ରଧାନ, ୨୩.୦୨.୨୦୨୦) – : ଆଜି ଗଂଜାମ ଜିଲ୍ଲା ପୋଲସରା ଥାନା ଖଇରଚଟା ଗାଁରେ ଏଭଳି ଏକ ହୃଦୟବିଦାରକ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଖଇରଚଟା ଗାଁର ୪ ଜଣ ଶିଶୁ ଜିଅନ୍ତା ଜଳିଯାଇଛନ୍ତି । ନିଆଁରେ ଜଳି ଏହି ଚାରି ଶିଶୁଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ଭାଗ ପୋଡି ଯାଇଥିବା ସୂଚନା ମିଳିଥିଲା । ପ୍ରଥମେ ତାଙ୍କୁ ପୋଲସରା ସ୍ୱାସ୍ଥ୍ୟ କେନ୍ଦ୍ର ପରେ ବ୍ରହ୍ମପୁର ବଡ଼ ମେଡିକାଲ୍ ସେହି ଚାରି ଶିଶୁ ମଧ୍ଯ ରୁ ତିନି ଜଣ ମୃତ୍ୟୁବରଣ କରିଥିବା ନେଇ ଡାକ୍ତର ସୁନୀଲ ଅଗ୍ରୱାଲ ସୂଚନା ଦେଇଛନ୍ତି । ଅନ୍ୟ ଜଣେ ଶିଶୁ ଙ୍କ ଅବସ୍ଥା ଗୁରୁତର ଅଛି ତାହାର ଅବସ୍ଥା ରେ ଟିକିଏ ସୁଧାର ଆସିଲେ ତାକୁ କଟକ ବଡ ମେଡିକାଲ କୁ ପଠାଯିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି ।
Trending Now
- ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
- ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
- ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।