ଆବିର୍ଭାବ,୧୯୩୬ମସିହା। ତିରୋଧାନ,୨୦୨୦ମସିହା।
ଗଞ୍ଜାମ (LR NEWS) ଚାହୁଁ ଚାହୁଁ ଏଗାର ଦିନ ବିତିଗଲା। ତୁମର ଅନୁପସ୍ଥିତି ଆମେ ପ୍ରତି ମୁହୂର୍ତ୍ତରେ ଅନୁଭବ କରୁଛୁ। ତୁମର ନୀତି, ଆଦର୍ଶ, ସ୍ନେହ, ସରଳ ମନୋଭାବ ଓ କର୍ତ୍ତବ୍ୟ ନିଷ୍ଠାକୁ ପାଥେୟ କରି ବାଟ ଚାଲିବାକୁ ଚେଷ୍ଟା କରିବୁ। ତୁମେ କାଲି ଥିଲ, ଆଜିବି ଅଛ, ଆସନ୍ତାକାଲି ବି ରହିବ। ବଳବାନ୍ ସମୟ ବି ତୁମକୁ ଆମ ସ୍ମୁତିପଟରୁ ହଜାଇ ପାରିନି କି ପାରିବନି ମଧ୍ୟ। ଆଖି ପାଉନଥିବା ଯୋଜନ ଯୋଜନ ଦୂରରେ ଥାଇ ମଧ୍ୟ ତୁମେ ସେଇମିତି ଆମ ପାଖେ ପାଖେ ଅଛ। ଜୀବନ ରାସ୍ତାରେ ବାଟ ଦେଖାଇଛ। ସ୍ୱର୍ଗଲୋକରେ ଥାଇ ଆମକୁ କୋଟି ଆଶୀର୍ବାଦ କରୁଥାଅ।
*** ****** *** ଶୋକସନ୍ତପ୍ତ************* , ପୁଅବୋହୁ ,ନାତିନାତୁଣୀ, ଝିଆଜ୍ୱାଇଁ, ଓ ବନ୍ଧୁ ପରିବାରବର୍ଗ।