Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

Monthly Archives

April 2020

ଖୋର୍ଦ୍ଧା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଲକଡାଉନ ସମୟରେ ଅସହାୟ, ଗରିବ, ବୁଲା ଗୋରୁଗାଈ ଙ୍କୁ ରନ୍ଧା ଖାଦ୍ଯ…

ଖୋର୍ଦ୍ଧା(LR NEWS ୨/୪/୨୦) ଖୋର୍ଦ୍ଧା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଲକଡାଉନ ସମୟରେ ଅସହାୟ, ଗରିବ, ବୁଲା ଗୋରୁଗାଈ ଙ୍କୁ ରନ୍ଧା ଖାଦ୍ଯ ପ୍ରଦାନ କରୁଛନ୍ତି । ଉତ୍କଳ ଦିବସ ଠାରୁ ଆରମ୍ଭ ହୋଇଥିବା ଏହି ସେବା କାର୍ଯ୍ୟ 5ଦିନ ବ୍ଯାପି ଚାଲିବ। ବରିଷ୍ଠ ଆଇନଜୀବୀ ଅଜିତ ପଟ୍ଟନାୟକ,
Read More...

ଖୋର୍ଦ୍ଧା ବ୍ଲକ ମଲ୍ଲୀପୁର ପଞ୍ଚାୟତ ର ଆଗ୍ରହୀ ଯୁବକ ମାନେ ପଞ୍ଚାୟତ ର ନିରାଶ୍ରୟ ,ବିଧବା ଙ୍କୁ ଖାଦ୍ୟ ପ୍ୟାକେଟ ବଣ୍ଟନ…

ଖୋର୍ଦ୍ଧା(LR NEWS ୨/୪/୨୦) ଖୋର୍ଦ୍ଧା ବ୍ଲକ ମଲ୍ଲୀପୁର ପଞ୍ଚାୟତ ର ଆଗ୍ରହୀ ଯୁବକ ମାନେ ପଞ୍ଚାୟତ ର ନିରାଶ୍ରୟ ,ବିଧବା ଙ୍କୁ ଖାଦ୍ୟ ପ୍ୟାକେଟ ବଣ୍ଟନ କରୁଛନ୍ତି। ମହାମାରୀ କରୋନା ଭୂତାଣୁ ଦାଉରୁ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରତ୍ୟକ ଘର ଘର ବୁଲି ଲିଫ୍ଲେଟ ବାଣ୍ଟିବା ସହିତ
Read More...

ମଠସରସିଙ୍ଗି ପଞ୍ଚାୟତରେ ରନ୍ଧାଖାଦ୍ୟ କୁ ନେଇ ବିବାଦ ।

ଗଞ୍ଜାମ, (LR News ୦୨.୦୪.୨୦୨୦ ) :- ରାଜ୍ୟ ସରକାର କରୋନା କଟକଣା ଯୋଗୁଁ ଅସହାୟ, ନିରୀହ, ଅକର୍ମଣ୍ୟ ମାନଙ୍କୁ ଆହାର ଯୋଗାଇବା ପାଇଁ ପଞ୍ଚାୟତ ଗୁଡିକୁ ଦାଇତ୍ୱ ପ୍ରଦାନ କରିଛନ୍ତି l ଏଥିପାଇଁ ପଞ୍ଚାୟତରେ ଫଣ୍ଡର ବ୍ୟବସ୍ଥା ମଧ୍ଯ କରାଯାଇଛି l ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର କିଛି
Read More...

ବେଗୁନିଆପଡା ଠାରେ ଅଗ୍ନିକାଣ୍ଡ, ଦୁଇ ବଖରା ଧ୍ବଂସ।

ଗଞ୍ଜାମ, (LR News, , ୦୨ .୦୪.୨୦୨୦) :- ଗତକାଲି ସନ୍ଧ୍ୟା ପାଖାପାଖି ସାତ ଘଣ୍ଟ ସମୟରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବସଷ୍ଟାଣ୍ଡ ନିକଟସ୍ଥ ସୁଦାମ ପାତ୍ରଙ୍କ ଘରେ ଅଗ୍ନିକାଣ୍ଡ ଘଟି ତାଙ୍କର ଦୁଇ ବଖରା ଘର ପୋଡି ନଷ୍ଟ ହୋଇଯାଇଛି । ପ୍ରାପ୍ତ ବିବରଣୀରୁ ପ୍ରକାଶ ଯେ ସନ୍ଧ୍ୟାରେ
Read More...

ରାସନ କାର୍ଡ ଧାରୀଙ୍କୁ ଏକ ହଜାର ଟଙ୍କା ପ୍ରଦାନ ।

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୦୧.୦୪.୨୦୨୦) - : ପୂର୍ବ ଘୋଷିତ ସମସ୍ତ ସହାୟତା ସହ ପ୍ରତି ରାଶନ କାର୍ଡଧାରୀଙ୍କୁ ୧୦୦୦ ଟଙ୍କାର ସହାୟତା ଦିଆଯିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଏଥିପାଇଁ ନିର୍ଦ୍ଦେଶ
Read More...

ଖୋର୍ଦ୍ଧାରେ ଶିଶୁ , ଗର୍ଭବତୀ ଓ ପ୍ରସୂତି ଙ୍କ ଘର ଘର ଯାଇ ଖାଦ୍ୟ ପରସିଲେ ଅଙ୍ଗନବାଡି କର୍ମୀ।

ଖୋର୍ଦ୍ଧା (LR NEWS ୧/୪/୨୦) ମହାମାରୀ କରୋନା ଭୂତାଣୁ ଦାଉରୁ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରତ୍ୟକ ଘର ଘର ବୁଲି ଲିଫ୍ଲେଟ ବାଣ୍ଟିବା ସହିତ ସଚେତନ ହେବାକୁ ପରାମର୍ଶ ଦେଉଥିବା ବେଳେ ଗତକାଲି ଖୋର୍ଦ୍ଧା ବ୍ଲକ କୋଣାର୍କ ନଗର ର ଅଙ୍ଗନବାଡି କର୍ମୀ ଓ ସହାୟିକା ଯୋଗ୍ୟ ବିବେଚିତ ଶିଶୁ ,
Read More...

କଞ୍ଚଣା ପଞ୍ଚାୟତ ରେ ନିରୀହ ଓ ଅସହାୟ ଙ୍କୁ ଦିଆଗଲା ରନ୍ଧା ଖାଦ୍ୟ ।

ଗଞ୍ଜାମ, ( LR News, ୦୧.୦୪.୨୦୨୦) - : କରୋନା ଭୁତାଣୁ ଜନୀତ କଟକଣାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ପଂଚାୟତ ରେ ଏକ ସହ ରୁ ଦୁଇ ଶହ ପର୍ଯ୍ୟନ୍ତ ଅସହାୟ ,ବୃଦ୍ଧ, ବୃଦ୍ଧା, ନିରୀହ ଓ ଅକର୍ମଣ୍ୟ ବ୍ୟକ୍ତି ଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ପାଇଁ ଘୋଷଣା କରିଥିଲେ । ଗଞ୍ଜାମ
Read More...