Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

Browsing Category

ରାଜ୍ୟ

ବାର୍ଷିକ ପୁରସ୍କାର ବିତରଣ ଉସôବ

ବାର୍ଷିକ ପୁରସ୍କାର ବିତରଣ ଉସôବ ବୋଲଗଡ ଗଙ୍ଗାଧର ସାହୁଙ୍କ ରିପୋଟ ବୋଲଗଡ ଶିକ୍ଷା ବ୍ଲକ ଅନ୍ତର୍ଗତ ଦେଉଳିସ୍ଥିତ ରଘୁନାଥ ଡିଗ୍ରୀ ମହାବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉସôବ ମହାବିଦ୍ୟାଳୟ ପରିସରରେ ଅନୁÂିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଶେଖ୍ ଅବଦୁଲ ରହିମ୍ଙ୍କ ସଭାପତିତ୍ୱରେ
Read More...

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ…

ଗଞ୍ଜାମ, ଟୁକୁନା ପ୍ରଧାନ, ୧୨.୦୨.୨୦୨୦) - : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ୟାମସୁନ୍ଦର ପାଢ଼ୀ ଙ୍କ
Read More...

ବୁଗୁଡା ବ୍ଲକ ବିଭିନ୍ନ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ବୁଗୁଡା ୧୧/୦୨ ଡ଼ଃ କୁମୁଦ ଚନ୍ଦ୍ର ବେହେରା --- ବୁବୁଡା ବ୍ଲକ ଅନ୍ତର୍ଗତ ସୋରଡ଼, ରାମେଣ୍ଡା ଓ ବେତାରସିଂ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ମଙ୍ଗଳବାର ଦିନ ସୋରଡ଼ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମିଳିତ ବାର୍ଷିକ ଉତ୍ସବରେ ବୁଗୁଡା ବ୍ଲକ ଅଧ୍ୟକ୍ଷା ମାମି
Read More...

ଦାଶରଥି ମହାପାତ୍ର ଉଚ୍ଚବିଦ୍ୟାଳୟ ଅଚ୍ୟୁତପୁର ର ୩୫ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି .

ଟାଂଗୀ୧୦/୦୨/୨୦ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ମଙ୍ଗରାଜ ଗୋଷ୍ଠୀ ଶିକ୍ଷା ଅଧିକାରୀ ଟାଙ୍ଗି ଦାଶରଥୀ ମହାପାତ୍ର ଉଚ୍ଚ ବିଦ୍ୟାଳୟ ଅଚ୍ୟୁତପୁର ପ୍ରାଙ୍ଗଣରେ ବାଷିର୍କ ଉତ୍ସବ 2020 ଭବ୍ଯ ମୁହୂର୍ତ୍ତରେ ମାନ୍ୟବର ବିଧାୟକ ଖୋର୍ଦ୍ଧା ଶ୍ରୀଯୁକ୍ତ ଜ୍ଯୋତିରିନ୍ଦ୍ର ନାଥ ମିତ୍ର ଙ୍କ ଠାରୁ
Read More...

କବିସୂର୍ଯ୍ୟନଗର ବ୍ଲକ ରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

କବିସୂର୍ଯ୍ୟନଗର ବ୍ଲକ ରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଗଞ୍ଜାମ, (LRNews, ଟୁକୁନା ପ୍ରଧାନ, ୧୦.୦୨.୨୦୨୦) - : କବିସୂର୍ଯ୍ୟନଗର ବ୍ଲକ ପରିସରରେ ଆଜି ଗଞ୍ଜାମ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ
Read More...

ସୁମଣ୍ଡଳ ସତସଙ୍ଗ ବିହାର ର ଚତୁର୍ଥ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଗଞ୍ଜାମ, (LrNews, ଟୁକୁନା ପ୍ରଧାନ, ୧୦.୦୨.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ସ୍ଥିତ ସତସଙ୍ଗ ବିହାର ର ଚତୁର୍ଥ ପ୍ରତିଷ୍ଠା ଓ ପୂଜ୍ଯ ପାଦ ଶ୍ରୀ ଶ୍ରୀ ବାବାଇଦା ଙ୍କ ଶୁଭ ଆଗମନି ସ୍ମୃତି ଉତ୍ସବ ଏବଂ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୨ ତମ
Read More...

ଆସନ୍ତାକାଲି ବେଗୁନିଆ ଅଞ୍ଚଳ ଗ୍ରସ୍ତରେ ଯିବେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ।

ଖୋର୍ଦ୍ଧା ,(ଶିବୁନ)ଆସନ୍ତାକାଲି ବେଗୁନିଆ ଅଞ୍ଚଳ ଗ୍ରସ୍ତରେ ଯିବେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ।ବେଗୁନିଆ ବ୍ଲକ କଣ୍ଟାବାଡ଼ ନୀଳକଣ୍ଠ ସରକାରୀ ଉଚ୍ଚ ବିଦ୍ୟାଳୟର ଲୋକାର୍ପଣ ଉତ୍ସବ ଓ ୫୫ତମ ବାର୍ଷିକ ଉତ୍ସବରେ ଯୋଗଦେବେ।
Read More...

ଶ୍ରୀ ବିରଞ୍ଚିନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଶ୍ରୀ ବିରଞ୍ଚିନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ~~~~ ବୁଗୁଡା ୧୦/୦୨ ଡ଼ଃ କୁମୁଦ ଚନ୍ଦ୍ର ବେହେରା -. ବୁଗୁଡା ସହରର ଶ୍ରୀ ବିରଞ୍ଚିନାରାୟଣ ନୋଡାଲ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ସୋମବାର ଦିନ ଅନୁଷ୍ଟିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର
Read More...