Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

Browsing Category

ରାଜ୍ୟ

କାଦପଡା ବିଦ୍ୟାଳୟର ବାର୍ଷିକ ଉତ୍ସବ

ବୁଗୁଡା ୧୯/୦୨ ଡ଼ଃ କୁମୁଦ ଚନ୍ଦ୍ର ବେହେରା ( L.R. News)ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ କାଦପଡ଼ା ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ବୁଧବାର ଦିନ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରେ କୃଷ୍ଣ ପାତ୍ର ଅଧ୍ୟକ୍ଷତା କରିଥିବା ବେଳେ
Read More...

ତାକରଡ଼ାରେ ଆମ ପୋଲିସ ସମିତିର ବୈଠକ

ବୁଗୁଡା ୧୯/୦୨ ଡ଼ଃ କୁମୁଦ ଚନ୍ଦ୍ର ବେହେରା ( L.R News )ବୁଗୁଡା ଥାନା ଆମ ପୋଲିସ ସମିତି ପକ୍ଷରୁ ତାକରଡ଼ା ଗ୍ରାମରେ ବୁଧବାର ଦିନ ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ବୈଠକର ଅନୁଷ୍ଠିତ ହୋଇ ସଡକ ସୁରକ୍ଷା ସଚେତନତା ଓ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା କାର୍ଯ୍ୟକ୍ରମ
Read More...

ବାଲିପଦର ଡିଗ୍ରୀ କଲେଜରେ ତିନି ବିଭାଗର ପାଠଚକ୍ର

ବୁଗୁଡା ୧୯/୦୨ ଡ଼ଃ କୁମୁଦ ଚନ୍ଦ୍ର ବେହେରା ( L.R.News ) ବୁଗୁଡ଼ା ବ୍ଲକ ବାଲିପଦର ଡ଼ିଗ୍ରୀ କଲେଜର ଅର୍ଥନୀତି ବିଭାଗ, ରାଜନୀତି ବିଜ୍ଞାନ ବିଭାଗ ଓ ଇତିହାସ ବିଭାଗର ପାଠଚକ୍ର ଯଥାକ୍ରମେ ସୋମବାର, ମଙ୍ଗଳବାର ଓ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ପାଠଚକ୍ର କଲେଜ ଅଧ୍ୟକ୍ଷ ଡ଼ଃ
Read More...

କବିସୂର୍ଯ୍ୟ ନଗର ମା ମହାମୟୀ ଙ୍କ ଯାତ୍ରା ପାଇଁ ଜିଲ୍ଲାପାଳ ଙ୍କ ସ୍ୱିକୃତୀ

କବିସୂର୍ଯ୍ୟ ନଗର ମା ମହାମୟୀ ଙ୍କ ଯାତ୍ରା ପାଇଁ ଜିଲ୍ଲାପାଳ ଙ୍କ ସ୍ୱିକୃତୀ ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୧୯.୦୨.୨୦୨୦) - : ବହୁ ଦିନର ଅପେକ୍ଷା ପରେ ଆଜି ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ ଅମୃତ କୁଲାଙ୍ଗେ କବିସୂର୍ଯ୍ୟ ନଗର ମହାମୟୀ ଙ୍କ ପ୍ରସିଦ୍ଧ ଯାତ୍ରା ପାଇଁ ବିଧିବଦ୍ଧ
Read More...

ମେଣ୍ଢାଶାଳ ପୋଷ୍ଟ ମାଷ୍ଟର ହରିହର ସାମନ୍ତରାୟଙ୍କ ର ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।

ଭୁବନେଶ୍ୱର ୧୯/୨(LR News)- ମେଣ୍ଢାଶାଳ ପୋଷ୍ଟ ଅଫିସ ର ପୋଷ୍ଟ ମାଷ୍ଟର ଶ୍ରୀଯୁକ୍ତ ହରିହର ସାମନ୍ତରାୟ ଆଜି ଅବସର ଗ୍ରହଣ କରିଛନ୍ତି। ସେ ୨୨/୨/୧୯୮୪ମସିହାରେ ଚାକିରୀ ରେ ଯୋଗଦାନ କରି ଦୀର୍ଘ ୩୬ବର୍ଷ ଲୋକଙ୍କର ସେବାକରିଥିଲେ। ଆଜି ଯାଆଁଳା ଉପଖଣ୍ଡ ଅନ୍ତରର୍ଗତ ପଲା ସପୂର୍,
Read More...

ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

ବୁଗୁଡା ୧୯/୦୨ ଡ଼ଃ କୁମୁଦ ଚନ୍ଦ୍ର ବେହେରା ( L.R. News) - ବୁଗୁଡା ଶ୍ରୀ ବଳଦେବ ଜୀଉ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୨ ଦିନ ଧରି ଚାଲିଥିବା ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା କୌଶଳ ତାଲିମ ଶିବର ଉଦଯାପିତ ହୋଇଯାଇଛି। ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ମନୋଜ କୁମାର ସ୍ଵାଇଁଙ୍କ
Read More...

୨୦୨୦ ବୋର୍ଡ ପରୀକ୍ଷା ସୁପରିଚାଳନା ପାଇଁ ଫ୍ଲାଇଙ୍ଗ ସ୍କ୍ୱାର୍ଡ ପାର୍ଟି ଓ ପର୍ଯ୍ୟବେକ୍ଷକ ନିଯୁକ୍ତି

ବୁଗୁଡା ୧୯/୦୨ ଡ଼ଃ କୁମୁଦ ଚନ୍ଦ୍ର ବେହେରା ( L.R. News )ଫେବୃୟାରୀ ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୦୨ ତାରିଖ ପର୍ଯ୍ୟନ୍ତ ୨୦୨୦ ଆନୁଆଲ ହାଇ ସ୍କୁଲ ସାର୍ଟଫିକେଟ ପରୀକ୍ଷା ଓ ଷ୍ଟେଟ ଓପେନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ର ସୁପରିଚାଳନା ପାଇଁ ବ୍ରହ୍ମପୁର ଗଂଜାମ ଜିଲ୍ଲା ଶିକ୍ଷା
Read More...

ବୁଗୁଡା ୧୦ କେନ୍ଦ୍ରରେ ପରୀକ୍ଷା ଦେଲେ ୨୦୦୪ ଜଣ ଛାତ୍ରଛାତ୍ରୀ, ୧୯ ଜଣ ଅନୁପସ୍ଥିତ

ବୁଗୁଡା ୧୯/୦ଡ଼ଃ କୁମୁଦ ଚନ୍ଦ୍ର ବେହେରା. ( L. R. News) ବୁଗୁଡା ବ୍ଲକର ୧୦ ଟି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା କେନ୍ଦ୍ରରେ ୨୦୨୩ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୯ ଜଣ ପରୀକ୍ଷା ଦେଇନଥିବା ବେଳେ ୨୦୦୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।ବୁଗୁଡା ସହରର ପିପୁଲସ ହାଇ ସ୍କୁଲ କେନ୍ଦ୍ରରେ
Read More...

ଆଜି ସକାଳ ପ୍ରାୟ ୧୦ ଘଣ୍ଟା ସମୟରେ ବିକ୍ରାନ୍ତ ନାମକ ଏକ ଯାତ୍ରୀବାହି ବସ୍ ଜିରାଂଗ କଲଭର୍ଟ ନିକଟରେ ଧକ୍କା ହୋଇଥିଲ।

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୧୯.୦୨.୨୦୨୦) - : ଆଜି ସକାଳ ପ୍ରାୟ ୧୦ ଘଣ୍ଟା ସମୟରେ ବିକ୍ରାନ୍ତ ନାମକ ଏକ ଯାତ୍ରୀବାହି ବସ୍ ଜିରାଂଗ ଠାରୁ ବ୍ରହ୍ମପୁର ଅଭିମୂଖେ ଆସୁଥିଲା ହଟାତ ଖେମୁଣ୍ଡିଖୋଳ ଠାରେ ଏକ ଛୋଟିଆ କଲଭର୍ଟ ପାଖରେ ଗୋଟିଏ ଟ୍ରକକୁ ସାଇଡ ଦେବା ସମୟରେ ବସ ଟି
Read More...

ଆସନ୍ତା କାଲି ଠାରୁ ମାଟ୍ରିକ ପରୀକ୍ଷା ହେବ ।

ଗଞ୍ଜାମ, (LR News , ଟୁକୁନା ପ୍ରଧାନ, ୧୮.୦୨.୨୦୨୦) - : ଆସନ୍ତା ୧୯ ତାରିଖରୁ ମାଟ୍ରିକ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଗଞ୍ଜାମ ଜିଲ୍ଲାରେ ୨୧୫ ଟି କେନ୍ଦ୍ରରେ ଚଳିତ ବର୍ଷ ୬୪୧ ଟି ଉଚ୍ଚ ବିଦ୍ୟାଳୟର ୪୮୯୭୯ ପରୀକ୍ଷାର୍ଥୀ ପରୀକ୍ଷା ଦେବା ସ୍ଥିର ହୋଇଛି l
Read More...