Trending Now
- ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
- ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
- ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।
Browsing Category
ରାଜ୍ୟ
ଚାଷୀ ଏବଂ ପରିବା ବିକାଳି ଙ୍କୁ ପାସ୍ ପ୍ରଦାନ ନିମନ୍ତେ ଚାଷୀ ନେତା ଙ୍କ ଦାବୀ
ଗଞ୍ଜାମ,( LR NEWS, ଟୁକୁନା ପ୍ରଧାନ ୧୧.୦୪.୨୦୨୦) - : କରୋନା ଭାଇରସ ପାଇଁ ଲକ ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର, ଫଳ ରେ ଗଞ୍ଜାମ ଜିଲ୍ଲାରେ ସକାଳୁ ଦିନ ୧୨ ଘଂଟିକା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥା ରାସନ ଦୋକାନ, ଫଳ ଦୋକାନ, ପରିବା ଦୋକାନ, କ୍ଷୀର ଦୋକାନ ଖୋଲା ରହୁଥିବା!-->…
Read More...
Read More...
ମାଟିରେ ବାଇଗଣ ପୋତୁଛି ଚାଷୀ।
ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୧୧.୦୪.୨୦୨୦) :-କରୋନା ଭୁତାଣୁ ସାରା ବିଶ୍ୱରେ ପ୍ରଚଣ୍ଡ ଭୟ ସୃଷ୍ଟି କରି ପ୍ରାଣଘାତି ସାଜିଥିବା ବେଳେ ବର୍ତ୍ତମାନ ଚାଷୀକୂଳ ବେସାହାରା ହୋଇପଡିଛି l ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ର ପରିବା ଚାଷୀ ମାନଙ୍କର ମେରୁଦଣ୍ଡ ଭାଙ୍ଗି ଯାଇଛି l ଏହି!-->…
Read More...
Read More...
ମାସ୍କ ତିଆରୀ ରେ ବ୍ୟସ୍ତ ଜୟ ଜଗନ୍ନାଥ ଜି ପି ଏଲ୍ ଏଫ୍ ର ସଦସ୍ୟାମାନେ।
ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୧୧.୦୪.୨୦୨୦) - : କରୋନା ଭାଇରସ ର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାପାଳ ଙ୍କ ମାସ୍କ ପିନ୍ଧିବା ପାଇଁ କଡା କଡି ନିର୍ଦ୍ଦେଶ ଥିବା ବେଳେ ଲୋକମାନେ ଧୀରେ ଧୀରେ ମାସ୍କ ପିନ୍ଧିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ମାସ୍କ ର ଯେ ଭଳି ଅଭାବ ନ ରହିବ!-->…
Read More...
Read More...
ସାଙ୍କୁଡା ରେ ନିରୀହ ଓ ଅସହାୟ ଙ୍କୁ ଦିଆଗଲା ରନ୍ଧା ଖାଦ୍ୟ ।
ଗଞ୍ଜାମ , (LR News, ୧୧.୦୪.୨୦୨୦) - : କରୋନା ଭୁତାଣୁ ଜନୀତ କଟକଣାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ପଂଚାୟତ ରେ ଏକ ଶହ ରୁ ଦୁଇ ଶହ ପର୍ଯ୍ୟନ୍ତ ଅସହାୟ , ନିରୀହ ଓ ଅକର୍ମଣ୍ୟ ବ୍ୟକ୍ତି ଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ପାଇଁ ସରକାର ଘୋଷଣା କରିଥିଲେ ।
!-->!-->!-->!-->!-->…
Read More...
Read More...
କରୋନା ସହାୟତା ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନୟାଗଡ଼ ବନଖଣ୍ଡ ତରଫରୁ ସହାୟତା ପ୍ରଦାନ।
ନୟାଗଡ (LR News, ୧୦.୦୪.୨୦୨୦ ) ସାରା ଦେଶ ଓ ରାଜ୍ୟ ବର୍ତ୍ତମାନ କରୋନା ର ଜ୍ବାଳାରେ ଭୟଭୀତ ଥିବା ବେଳେ ୨୧ ଦିନ ଧରି ଚାରି ଆଡ଼େ ଲକ୍ ଡାଉନ୍ ଜାରି ହୋଇଛି । ଲକ୍ ଡାଉନ୍ କୁ ନେଇ ଦେଶ ତଥା ରାଜ୍ୟରେ ଆର୍ଥିକ ସ୍ଥିତି ମାନ୍ଦାବସ୍ଥା କୁ ଗତି କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ସମେତ ବିଧାୟକ!-->…
Read More...
Read More...
ରାଣୀପଡ। ଠାରେ ସ୍ୱାସ୍ଥ୍ୟ ଅବସ୍ଥା ଚିହ୍ନଟ କାର୍ଯ୍ୟକ୍ରମ ।
ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୧୦.୦୪.୨୦୨୦) - : କଞ୍ଚଣା ପଞ୍ଚାୟତର ରାଣୀପଡl ଗ୍ରାମରେ ଆଜି ସମସ୍ତ ପରିବାରର ସ୍ୱାସ୍ଥ୍ୟ ଅବସ୍ଥା ଚିହ୍ନଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଜି ଏହି ଗ୍ରାମ ଅଧୀନରେ ଥିବା ୨୯୭ ପରିବାରର ୧୪୧୦!-->…
Read More...
Read More...
ଗଞ୍ଜାମ ଜିଲ୍ଲା ଶିତଳାପଲ୍ଲୀ ସ୍ଥିତ ଟାଟା ଷ୍ଟିଲ ହସ୍ପିଟାଲକୁ ଟାଟା ଗ୍ରୁପ୍ ସହାୟତାରେ ଓଡିଶା ସରକାରଙ୍କ ପକ୍ଷରୁ…
ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୧୦.୦୪.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା ଶିତଳାପଲ୍ଲୀ ସ୍ଥିତ ଟାଟା ଷ୍ଟିଲ ହସ୍ପିଟାଲକୁ ଟାଟା ଗ୍ରୁପ୍ ସହାୟତାରେ ଓଡିଶା ସରକାରଙ୍କ ପକ୍ଷରୁ କୋଭିଡ ୧୯ ହସ୍ପିଟାଲ କରାଯାଇଛି। ଏଠାରେ ୨୦୦ ଶଯ୍ୟା ରହିଥିବା ବେଳେ ୨୦ଟି ଆଇସିୟୁ ବେଡ୍ ଏବଂ ୧୫ ଟି!-->…
Read More...
Read More...
କୁମ୍ଭାରଗାଁ ଗ୍ରାମ ରେ ବ୍ୟାପକ ଚୋରା ମଦ କାରବାର ଚାଲିଛି ।
ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୧୦.୦୪.୨୦୨୦) - : ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ କୁମ୍ଭାରଗାଁ ଗ୍ରାମ ରେ ବ୍ୟାପକ ଚୋରା ମଦ କାରବାର ଚାଲିଛି । ଉକ୍ତ ଗ୍ରାମ ର ଯୁବକ ସଂଘ ର ସଦସ୍ୟ ମାନଙ୍କ କହିବା ଅନୁସାରେ ଲୁଚେଇ ଚପେଇ କିଛି ବ୍ୟକ୍ତି ମାନେ ଆଜକୁ ପ୍ରାୟ ବହୁ ଦିନ ହେଲାଣି ଏହି!-->…
Read More...
Read More...
କରୋନା ସଚେତନତା ପାଇଁ ଆସନ୍ତୁ ଦେଖିବା ଖୋର୍ଦ୍ଧା ଏସପି ଶ୍ରୀଯୁକ୍ତ ଅଜେୟ ପ୍ରତାପ ସ୍ବାଇଁ କଣ କହୁଛନ୍ତି।
ଖୋର୍ଦ୍ଧା (LR NEWS ୯/୪)କରୋନା ସଚେତନତା :- କରୋନାକୁ ଡ଼ରନ୍ତୁ ନାହିଁ କି କାହାକୁ ଡ଼ରାନ୍ତୁ ନାହିଁ ।ନିଜକୁ ଏବଂ ନିଜ ଘର ଓ ବାହାରକୁ ସ୍ୱଚ୍ଛ ରଖନ୍ତୁ । ଉଛନ ହୋଇ ଜିନିଷ କିଣନ୍ତୁ ନାହିଁ କି ଘରେ ଗଛିତ କରି ରଖନ୍ତୁ ନାହିଁ । ସମସ୍ତଙ୍କୁ ସୁରକ୍ଷିତ ଭାବେ ବଞ୍ଚିବାରେ ସହଯୋଗ କରନ୍ତୁ ।!-->…
Read More...
Read More...
ବେଗୁନିଆପଡା ବ୍ଲକରେ ଗଂଜାମ ଉପଜିଲ୍ଲାପାଳଙ୍କ ସମୂହ ସ୍ୱାସ୍ଥ୍ୟ ପରୀକ୍ଷା ସର୍ଭେ କାର୍ଯ୍ୟର ଅନୁଧ୍ଯାନ।
ଗଞ୍ଜାମ, (LR News, ୦୯.୦୪.୨୦୨୦) - : ଆଜି ଗଞ୍ଜାମ ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି ବେଗୁନିଆପଡ଼ା ବ୍ଳକରେ ହେଉଥିବା ସମୂହ ସ୍ୱାସ୍ଥ୍ୟ ପରୀକ୍ଷାର ସର୍ଭେ କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରିଛନ୍ତି।ଆଜି ଖଣ୍ଡିଆନଈ ପଂଚାୟତର ଫାଣ୍ଡି ପାଖ ସାହିରେ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଠାରେ!-->…
Read More...
Read More...