Trending Now
- ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
- ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
- ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।
Browsing Category
ରାଜ୍ୟ
ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ରାଜଧାନୀ ଏକ୍ସପ୍ରେସ ଯୋଗେ ଦିଲ୍ଲୀରୁ ଭୁବନେଶ୍ୱର ଫେରୁଛନ୍ତି ।
ଭୁବନେଶ୍ୱର (LR NEWS ୨୧/୫) ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ରାଜଧାନୀ ଏକ୍ସପ୍ରେସ ଯୋଗେ ଦିଲ୍ଲୀରୁ ଭୁବନେଶ୍ୱର ଫେରୁଛନ୍ତି ।
ସୂଚନାଯୋଗ୍ୟ ଯେ ସାଂସଦ ମହୋଦୟା ସଂସଦର ବଜେଟ ଅଧିବେଶନରେ ଯୋଗଦେବାକୁ ଯାଇଥିଲେ ଏବଂ ପରେ ଦେଶବ୍ୟାପି lockdown ପାଇଁ ଆସି ପାରିନଥିଲେ ।!-->!-->!-->…
Read More...
Read More...
ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ ।
ଗଞ୍ଜାମ, (ଟୁକୁନା ପ୍ରଧାନ, ୨୧.୦୫.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ କଳମ୍ବ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ କଳମ୍ବ ପଞ୍ଚାୟତ ର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ,ଅଙ୍ଗନବାଡି,ହେଲ୍ପର ଓ ଆଶା କର୍ମୀ ମାନଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୩,୨୫୧ ହଜାର ଟଙ୍କା!-->…
Read More...
Read More...
ଓଡ଼ିଶା କୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ପାଦରେ ଚାଲି ଚାଲି ବୁଲୁଛନ୍ତି “ସତ୍ୟବ୍ରତ।
ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୨୧.୦୫.୨୦୨୦) - : ଓଡ଼ିଶା କୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ଆଜକୁ ପ୍ରାୟ ୨ ମାସ ହେଲାଣି ଜଗତସିଂହପୁର ଜିଲ୍ଲା ବଡଚଣା ବ୍ଲକ ର ସତ୍ୟବ୍ରତ ଦାସ ଓଡ଼ିଶାର ୩୧୪ ବ୍ଲକ ପାଦରେ ଚାଲି ଚାଲି ଭ୍ରମଣ କରୁଛନ୍ତି । ଆଜି ସେ ଗଞ୍ଜାମ ଜିଲ୍ଲାର!-->…
Read More...
Read More...
ବିଜେପି ନେତା କାହ୍ନୁ ଚରଣ ପତି ଙ୍କ ଦ୍ଵାରା ଖାଦ୍ୟ ସାମଗ୍ରୀ ବଣ୍ଟନ ।
ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୨୦.୦୫.୨୦୨୦) - : କରୋନା ଭାଇରସ ର ଭୟଭୟତା ପାଇଁ ସାରା ଦେଶ ଲକ୍ ଡାଉନ ସାଙ୍ଗକୁ ଲୋକଙ୍କ ଜୀବନ ଜୀବିକା ମଧ୍ଯ ପ୍ରଭାବିତ ହୋଇଛି ।ଫଳରେ ବହୁ ଅସହାୟ, ନୀରିହ ଲୋକ ଖାଇବା କୁ ମଧ୍ଯ ପାଉ ନାହାଁନ୍ତି । କିଛି ବଦାନ୍ୟ ବ୍ୟକ୍ତି ବିଶେଷ ଓ ସ୍ଵେଚ୍ଛାସେବୀ!-->…
Read More...
Read More...
ବାଇକ ଦୃଘଟଣାରେ ଜଣେ ମୃତ, ଜଣେ ଆହତ ।
ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୨୦.୦୫.୨୦୨୦) - : ଗଞ୍ଜାମ ଜିଲ୍ଲା ଭେଜିପୁଟ କଞ୍ଚଣା ପୂର୍ତ୍ତ ରାସ୍ତାର ପଥୁରୀନାଳ ବାଙ୍କରେ ଆଜି ଏକ ବାଇକ ଦୁର୍ଘଟଣାରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ବେଗୁନିଆପଡା ବ୍ଲକ ମୁଣ୍ଡୁଳା!-->…
Read More...
Read More...
ନାଗସାପ କାମୁଡାରେ ନାବାଳକ ର ମୃତ୍ୟୁ।
ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୨୦.୦୫.୨୦୨୦) - : ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ତାଳସର ପଞ୍ଚାୟତ ହନ୍ସତୁଳି ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା ବେଣୁ ନାୟକ ଙ୍କ ୧୫ବର୍ଷର ପୁଅ ପିଣ୍ଟୁ ନାୟକ, ଗତକାଲି ସକାଳେ ଘର ବାହାରେ ସେ ପରିସ୍ରା କରୁଥିବା ବେଳେ ହଠାତ୍ ଏକ ନାଗସାପ!-->…
Read More...
Read More...
ବିଷାକ୍ତ ଜନ୍ତୁ କାମୁଡାରେ ଚାଲିଗଲା ଚାରି ବର୍ଷର ଶିଶୁ କନ୍ୟାର ଜୀବନ ।
ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୧୯.୦୫.୨୦୨୦) - : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାକୁଟୁଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ବାକୁଟଗାଁ ଗ୍ରାମର ଶତୃଘନ ବେହେରାଙ୍କ ଏକମାତ୍ର ଚାରିବର୍ଷର କନ୍ୟା ପରୀ, ଆଜି ଘର ବାହାରେ ପରୀ ଖେଳୁଥିବା ସମୟରେ କୌଣସି ଏକ ବିଷାକ୍ତ!-->…
Read More...
Read More...
ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ।
ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, 19. 5. 2020 ) -: ଗତ 8 ତାରିଖରେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଅନ୍ତର୍ଗତ ମଧୁପଲ୍ଲୀ ଗ୍ରାମର ପ୍ରଫୁଲ୍ଲ ବେହେରାଙ୍କ ମୃତ୍ୟୁ ପରେ ବହୁ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ବଢି ଚାଲିଛି । ଆଜି ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତର!-->…
Read More...
Read More...
ପୋଲସରା ବିଧାୟକ ବିଭିନ୍ନ ସଂଗରୋଧ କେନ୍ଦ୍ର ବୁଲିବା ସହ ପ୍ରବାସୀ ଓଡିଆ ମାନଙ୍କ ସୁବିଧା ଅସୁବିଧା ବିଷୟରେ ଆଲୋଚନା…
ଗଞ୍ଜାମ, (ଟୁକୁନା ପ୍ରଧାନ, ୧୯.୦୫.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା ପୋଲସରାବ୍ଲକଭାଟଖାଲି,କରାତଳି,ଘୋଡାପଲାଣ,କରଞ୍ଜରା,ଜେନାପୁର, ଜିଲୁଣ୍ଡା,ହୀରାପଲ୍ଲି,ସୁନାରିବୁଗୁଡା,ଲକ୍ଷ୍ମଣପଲ୍ଲୀ,ସାନବରଗାଁ,ନିମିନା ଆଦି ସ୍ଥାନରେ ଥିବା ସଂଗରୋଧ କେନ୍ଦ୍ର କୁ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯିବା!-->…
Read More...
Read More...
ସଂଗରୋଧ କେନ୍ଦ୍ରରେ ଯୋଗ, ପ୍ରାଣାୟାମ ଏବଂ କୋଭିଡ -୧୯ ବିଷୟରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ।
ଗଞ୍ଜାମ, (ଟୁକୁନା ପ୍ରଧାନ, ୧୯.୦୫.୨୦୨୦ ) - : ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ମାନଙ୍କୁ ବିଭିନ୍ନ ସଂଗରୋଧ ଗୃହରେ ରଖାଯିବା ସହ ସେମାନଙ୍କୁ ଯୋଗ, ପ୍ରାଣାୟାମ, କରୋନା ଭାଇରସ ର ଭୟଭୟତା ଏବଂ କିପରି ରକ୍ଷା ପାଇବା ସେ ନେଇ ପ୍ରଶିକ୍ଷଣ ଦିଆଯାଉଛି ।
ସେହିପରି ଗଞ୍ଜାମ ଜିଲ୍ଲା!-->!-->!-->!-->!-->…
Read More...
Read More...