Trending Now
- ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
- ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
- ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।
Browsing Category
ରାଜ୍ୟ
ଢୁଙ୍କାପଡା ସଂଗରୋଧ କେନ୍ଦ୍ରରେ ମୃତ୍ଯ ବରଣ କରିଥିବା ବ୍ୟକ୍ତି ଙ୍କ ପରିବାରବର୍ଗ ଙ୍କୁ ସହାୟତା ରାଶି ପ୍ରଦାନ କଲେ ଯୁବ…
ଗଞ୍ଜାମ, (ଟୁକୁନା ପ୍ରଧାନ, ୧୩.୦୫.୨୦୨୦) - : ଗତ ୦୮ ତାରିଖରେ ଗଞ୍ଜାମ ଜିଲ୍ଲା ରେ ପ୍ରଥମ ଥର କରି ଢୁଙ୍କାପଡା ସ୍ଥିତ ସଂଗରୋଧ କେନ୍ଦ୍ର ରେ ମୃତ୍ଯୁ ବରଣ କରିଥିବା ପୋଲସରା ବ୍ଲକ ଅନ୍ତର୍ଗତ ମଧୁପଲ୍ଲୀ ଗ୍ରାମର ପ୍ରଫୁଲ୍ଲ ବେହେରା ଙ୍କ ପରିବାରବର୍ଗଙ୍କୁ ପୋଲସରା ଅଞ୍ଚଳର ଯୁବ ସମାଜସେବୀ!-->…
Read More...
Read More...
ଢୁଙ୍କାପଡା ସଂଗରୋଧ କେନ୍ଦ୍ରରେ ମୃତ୍ଯ ବରଣ କରିଥିବା ବ୍ୟକ୍ତି ଙ୍କ ପରିବାରବର୍ଗ ଙ୍କୁ ସହାୟତା ରାଶି ପ୍ରଦାନ।
ଗଞ୍ଜାମ, (ଟୁକୁନା ପ୍ରଧାନ, ୧୩.୦୫.୨୦୨୦) - : ଗତ ୦୮ ତାରିଖରେ ଗଞ୍ଜାମ ଜିଲ୍ଲା ରେ ପ୍ରଥମ ଥର କରି ଢୁଙ୍କାପଡା ସ୍ଥିତ ସଂଗରୋଧ କେନ୍ଦ୍ର ରେ ମୃତ୍ଯୁ ବରଣ କରିଥିବା ପୋଲସରା ବ୍ଲକ ଅନ୍ତର୍ଗତ ମଧୁପଲ୍ଲୀ ଗ୍ରାମର ପ୍ରଫୁଲ୍ଲ ବେହେରା ଙ୍କ ପରିବାରବର୍ଗଙ୍କୁ ଆଜି ଉତ୍କଳ ଛାତ୍ର ସଂଗଠନ ତରଫରୁ!-->…
Read More...
Read More...
ଅଗ୍ନିକାଣ୍ଡ ଘଟି ୧୪ ବଖରା ଘର ପୋଡି ପାଉଁଶ ।
ଗଂଜାମ (ଟୁକୁନା ପ୍ରଧାନ ୧୩. ୦୫. ୨୦୨୦ ) - : ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅଳସୁ ଗ୍ରାମ ର ଖଇରଝୋଳ ରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି । ଆଖି ପିଛୁଳାକେ ଘର କୁ ଘର ନିଆଁ ଲାଗି ପ୍ରାୟ ୧୨ ଟି ପରିବାରର ୧୪ ବଖରା ଘର ପୋଡି ଭସ୍ମୀଭୂତ ହୋଇଥିବା ସୂଚନା ମିଳିଛି । ଖବର ପାଇ ଦମକଳ!-->…
Read More...
Read More...
ସଂଗରୋଧ କେନ୍ଦ୍ର ରେ ଜନ୍ମ ନେଲା ଶିଶୁ ପୁତ୍ର।
ଗଞ୍ଜାମ, (ଟୁକୁନା ପ୍ରଧାନ, ୧୨.୦୫.୨୦୨୦)-:ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ମର୍ଦ୍ଦକୋଟ ହରିହର ଉଚ୍ଚ ବିଦ୍ୟାଳୟ ସ୍ଥିତ ସଂଗରୋଧ କେନ୍ଦ୍ର ରେ ସନ୍ତୋଷିନୀ ପ୍ରଧାନ (୨୮) ସ୍ଵାମୀ ଡ୍ରାଇଭର଼ ପ୍ରଧାନ ଗୁଡିଆଳି ଗ୍ରାମ ର ଏହି ମହିଳା ଆଜି ଏକ ପୁତ୍ର ସନ୍ତାନ କୁ ୩.୫୯!-->…
Read More...
Read More...
୨୦ ଦିନରେ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ସାରିବାକୁ ଲକ୍ଷ୍ୟ।
କଟକ (LR NEWS ୧୧/୫) ଆସନ୍ତା ମେ୨୦ରୁ ମାଟ୍ରିକ ଖାତାଦେଖା ଆରମ୍ଭ ହେବ । ୬୦ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ । ୨୦ଦିନ ଭିତରେ ଖାତା ଦେଖା ସାରିବାକୁ ବୋର୍ଡ଼ ଟାର୍ଗେଟ ରଖିଛ ବୋଲି ସୂଚନା ମିଳିଛି । ଅଧିକ ସଂଖ୍ୟକ ଶିକ୍ଷକ ମାଟ୍ରିକ ଖାତା ଦେଖିବେ । ଖାତାଦେଖା ପାଇଁ ଅଧିକ!-->…
Read More...
Read More...
ବ୍ରହ୍ମପୁର ବଡ଼ ମେଡିକାଲ୍ ରେ ନର୍ସ ଙ୍କ ଆନ୍ଦୋଳନ ।
ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୧୧.୦୫.୨୦୨୦) - : ଆଜି ବ୍ରହ୍ମପୁର ବଡ଼ ମେଡିକାଲରେ ନର୍ସ ମାନେ ସୁପରିଟେଣ୍ଡେଣ୍ଟ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ରେ ବସିଛନ୍ତି । ସେମାନଙ୍କ କହିବା କଥା ହେଲା ଡ୍ୟୁଟି ସମୟରେ ସେମାନଙ୍କୁ ମାସ୍କ, ସାନିଟାଇଜର, ଗ୍ଲୋବସ ଆଦି ପ୍ରଦାନ!-->…
Read More...
Read More...
ଖଲ୍ଲିକୋଟ ଅଞ୍ଚଳରେ ଅବକାରୀ ଚଢ଼ାଉ, ଚାରି ଗିରଫ ସହ ତିନି ମୋଟର ସାଇକେଲ ଜବତ।
ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୧୧.୦୫.୨୦୨୦) - : ଗଂଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଳାଙ୍ଗ ଓ ଅବକାରୀ ଅଧିକ୍ଷକ ଶ୍ରୀ ରାଜେନ୍ଦ୍ର କୁମାର ଭୋତ୍ରା ଙ୍କ ନିର୍ଦେଶ କ୍ରମେ ଆଜି ଅବକାରୀ ବିଭାଗର ଦିପ୍ତିମୟୀ ସାହୁ ଅବକାରୀ ଇନ୍ସପେକ୍ଟର ଛତ୍ରପୁର, ଉମାକାନ୍ତ ସ୍ୱାଇଁ ଖଲିକୋଟ!-->…
Read More...
Read More...
ଅନିର୍ଦ୍ଧିଷ୍ଟ କାଳ ପାଇଁ ବ୍ରହ୍ମପୁର ଆମ୍ବ ମାର୍କେଟ ବନ୍ଦ।
ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୧୧.୦୫.୨୦୨୦)-: କରୋନା ଭାଇରସ ର ଭୟଭୟତା ନେଇ ବ୍ରହ୍ମପୁର ସହର ସ୍ଥିତ ଆମ୍ବ ମାର୍କେଟ କୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଧ କରିଛନ୍ତି ବି ଏମ୍ ସି କତୃପକ୍ଷ । ସୂଚନା ମୁତାବକ ଏହି ମାର୍କେଟ ରେ ଲୋକମାନେ ସାମାଜିକ ଦୂରତାକୁ ମାନୁନାହାନ୍ତି ।
Read More...
Read More...
ଗଞ୍ଜାମ ରେ ପୁଣି ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ୨ ସରପଞ୍ଚ।
ଗଞ୍ଜାମ, ( LR NEWSଟୁକୁନା ପ୍ରଧାନ, ୧୧.୦୫.୨୦୨୦) - : ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ମଧୁପଲ୍ଲୀ ଓ ମନ୍ଦାର ପଞ୍ଚାୟତର ସରପଞ୍ଚ ସେମାନଙ୍କ ପଞ୍ଚାୟତକୁ ୭ ଦିନ ପାଇଁ ସଟ୍ ଡାଉନ ଘୋଷଣା କରିଛନ୍ତି । କରୋନା ଭାଇରସ ର ମୁକାବିଲା ପାଇଁ ସବୁ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଯାଇଛି ।!-->…
Read More...
Read More...
ଡାକ୍ତରଙ୍କ କାନ କାମୁଡି ଦେଲେ ରୋଗୀଙ୍କ ସମ୍ପର୍କୀୟ।
ଗଞ୍ଜାମ, (ଟୁକୁନା ପ୍ରଧାନ, ୧୦.୦୫.୨୦୨୦) - : ଆଜି ବ୍ରହ୍ମପୁର ବଡ଼ ମେଡିକାଲ୍ ରେ ଡାକ୍ତର ଏବଂ ରୋଗି ମୁହାଁମୁହିଁ ହୋଇଛନ୍ତି। ରୋଗୀଙ୍କ ସମ୍ପର୍କୀୟ ଜଣେ ଡାକ୍ତରଙ୍କ କାନ ଛିଣ୍ଡାଇ ଦେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି । ଘଟଣା ରୁ ପ୍ରକାଶ!-->…
Read More...
Read More...