Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

Browsing Category

ରାଜ୍ୟ

ବାବା ବୋଖାରୀଙ୍କ ଉର୍ସ’ଉତ୍ସବ ମୁଖର ଅନୁଷ୍ଠିତ ହୋଇଯାଇଅଛି।

ଖୋର୍ଦ୍ଧା,LR NEWS ୧୩।୩: ଖୋର୍ଦ୍ଧା କାଇପଦର ସ୍ଥିତ ସଦ୍‌ଭାବନ ସ୍ଥଳ ଭାବେ ପରିଚିତ ବାବା ବୋଖାରୀ (ସତ୍ୟପୀର) ଙ୍କ ବାର୍ଷିକ “ଉସ ଉତ୍ସବ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ଏହି ଉତ୍ସବ ମହା ଆଡମ୍ବର ରେ ପାଳନ କରାଯାଏ । ଏହି ସମୟରେ ପୀଠରେ ଦେଶର ବିଭିନ୍ନ ରାଜ୍ୟରୁ ଲକ୍ଷାଧକ ଭକ୍ତ,
Read More...

ଖୋର୍ଦ୍ଧା ସଦର ଥାନା ରେ ଆଇଆଇସି ପାଳନ କଲେ ଆର୍ନ୍ତଜାତୀୟ ମହିଳା ଦିବସ।

ଖୋର୍ଦ୍ଧା LR NEWS (୦୮/୦୩/୨୬)- ଆଜି ବିଶ୍ବ ମହିଳା ଦିବସ ।  ପ୍ରତିବର୍ଷ ମାର୍ଚ୍ଚ ମାସ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଉଛି ।  ମହିଳାଙ୍କ ସାମାଜିକ, ଆର୍ଥିକ, ସାଂସ୍କୃତିକ,  ରାଜନୈତିକ ଏବଂ ଅନ୍ୟ କ୍ଷେତ୍ରରେ ସଫଳତା ଓ ପାରଦର୍ଶିତାକୁ ପାଳନ କରିବା ଏହି ଦିନର
Read More...

ବୋଲଗଡ଼ ବିଡ଼ିଓଙ୍କ ତୁରନ୍ତ ବଦଳି ନହେଲେ ଆଇନି କୁ ହାତକୁ ନିବେ ଜନ ପ୍ରତିନିଧି।

ବୋଲଗଡ଼, ତା ୧୬।୨ (LR NEWS )ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବୋଲଗଡ଼ ବ୍ଲକର ମହିଳା ବିଡ଼ିଓ ସୁଶ୍ରୀ ସୁମନ ସୁଧା କୁଣ୍ଡୁ ଏଠାରେ ଯୋଗ ଦେବାର ଛଅ ମାସ ମନମୁଖୀ କାର୍ଯ୍ୟ କରିବାରୁ ସଧାରଣ ଜନତାଙ୍କ ସମେତ ଅଧିକାଂଶ ପଞ୍ଚାୟତର ଜନ ପ୍ରତିନିଧି ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ ଓ ଜିଲ୍ଲା ପରିଷଦ
Read More...

ଓଡ଼ିଶା ଅମଲା ସଂଘର କାର୍ଯ୍ୟକାରିଣୀ ବୈଠକ ।

ଭୁବନେଶ୍ୱର ( LR NEWS )ରେଡକ୍ରସ ଭବନ, ଭୁବନେଶ୍ଵର ଠାରେ ମାନ୍ୟବର ବି.ଜେ.ପି ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନ ମୋହନ ସାମଲ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ, ଆଜି ତା ୧୪-୦୨-୨୬ ରିଖ, ଓଡ଼ିଶା ଅମଲା ସଂଘର ରାଜ୍ୟ ସଭାପତି ଜ୍ଞାନ ରଞ୍ଜନ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ
Read More...

ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ।

ଖୋର୍ଦ୍ଧା, ୨୯/୦୧/୨୫ (ବାଣପୁର): ନାଚୁଣୀ ସରକାରୀ ମହାବିଦ୍ୟାଳୟରେ ଖୋର୍ଦ୍ଧା ଆଞ୍ଚଳିକ ପରିବହନ ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ସୁନିଲ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅଟିଥି ଭାବେ
Read More...

ରମ୍ଭା ବନ୍ୟପ୍ରାଣୀ ବନାଞ୍ଚଳ ବିଭାଗ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ଅଭିଯାନ।

ରମ୍ଭା, ତା ୨୭.୧.୨୦୨୬/ବାଲୁଗାଁ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ରମ୍ଭା ବନ୍ୟପ୍ରାଣୀ ବନାଞ୍ଚଳ କାର୍ଯ୍ୟାଳୟ ଓ ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦ ମିଳିତ ଆନୁକୁଲ୍ୟରେ ରମ୍ଭା ପାନ୍ଥ ନିବାସ ନିକଟସ୍ଥ ଜେଟି ଓ ତତ୍ ସଂଲଗ୍ନ ଅଞ୍ଚଳର ବର୍ଜ୍ୟ ପ୍ଲାଷ୍ଟିକ ଆବର୍ଜନା
Read More...

ଚିଲିକା କାଙ୍କଣ ଶିଖରୀରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ।

ଟାଙ୍ଗୀ LR NEWS ପ୍ଲାଷ୍ଟିକ ମୁକ୍ତ ଅଭିଯାନ କାଙ୍କଣ ଶିଖରୀ ଠାରେ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ଚିଲିକା ବନଖଣ୍ଡ ଅଧିକାରୀ ଶ୍ରୀ ଅମ୍ଲାନ ନାୟକ ଏଥିରେ ଯୋଗ ଦେଇ ପ୍ଲାଷ୍ଟିକ ବର୍ଜନ କରି ପରିବେଶକୁ ସୁରକ୍ଷା ପାଈଁ ଆହ୍ୱାନ ଦେଇଥିଲେ ଏହି କାର୍ଯ୍ୟକ୍ରମରେ ନାଚୁଣୀ ମହାବିଦ୍ୟାଳୟର
Read More...

ଖୋର୍ଦ୍ଧା ବିଜେବି ହାଇସ୍କୁଲ ୨୦୦୫ ବ୍ୟାଚ ବନ୍ଧୁମିଳନ।

ଖୋର୍ଦ୍ଧା: ୨୭/୧/୨୦୨୬ : ଖୋର୍ଦ୍ଧା ବରୁଣେଇପୀଠ ରେ ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ବିଦ୍ୟାଳୟ ୨୦୦୫ ମସିହା ବ୍ୟାଚ ର ୧୦୦ ରୁ ଉର୍ଦ୍ଧ ଛାତ୍ର ଙ୍କୁ ନେଇ ତା ୨୫/୧/୨୬ ରିଖ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହା ବନ୍ଧୁ ମିଳନ ର ଦ୍ଵିତୀୟ ବର୍ଷ। ବିଭିନ୍ନ ବିଭାଗ ରେ
Read More...

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳିତ ।

ଖୋର୍ଦ୍ଧା LR NEWS - ଜିଲ୍ଲା ସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳିତ । ପାଣିର ସର୍ବୋତ୍ତମ ବ୍ୟବହାର ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନକୁ ସମ୍ବୃଦ୍ଧ କରିବ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଉରା । ଖୋର୍ଦ୍ଧା ତା ୧୩.୦୧.୨୦୨୬ ରିଖ: ଜଳ ହିଁ ଜୀବନ । ଜଳ ସମ୍ପଦର ସୂ ବିନିଯୋଗ ଏବଂ ଜଳର
Read More...

ଅବ୍ୟକ୍ତ ହରିହର ଖାଡ଼ଙ୍ଗା ହେଲେ ଯୁବ ବିଜେଡି ରାଜ୍ୟ ଉପସଭାପତି।

ଖୋର୍ଦ୍ଧା LR NEWS:୨୮/୧୨/୨୫:ବିଜୁ ଯୁବ ଜନତା ଦଳ ର ରାଜ୍ୟ ଉପ ସଭାପତି ଭାବେ ଅବ୍ୟକ୍ତ ହରିହର ଖାଡ଼ଙ୍ଗା ପଦୋନ୍ନତି ପାଇ ନିଯୁକ୍ତ ହୋଇଛନ୍ତି।ଗତ ୨୦୨୦ ରୁ ଅବ୍ୟକ୍ତ ହରିହର ଖାଡ଼ଙ୍ଗା ଯୁବ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ତଥା କେଉଁଝର ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରି ଆସୁଛନ୍ତି।ବହୁ
Read More...