Trending Now
- ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
- ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
- ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।
Browsing Category
ରାଜ୍ୟ
କବିସୂର୍ଯ୍ୟନଗର ଥାନା ରେ ରକ୍ତଦାନ ଶିବିର ଅନୁଷ୍ଠିତ ।
ଗଞ୍ଜାମ, ( LR NEWSଟୁକୁନା ପ୍ରଧାନ, ୧୦.୦୬.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ଯନଗର ଥାନା ପରିସରରେ ଆମ ପୋଲିସ ସମିତି ଦ୍ଵାରା ଏକ ସ୍ବେଚ୍ଛା କୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ଅତିଥି ଭାବେ ଆସ୍କା ସାଂସଦ ଶ୍ରୀମତୀ ପ୍ରମିଳା ବିଶୋଇ ,ଆସ୍କା!-->!-->!-->!-->!-->…
Read More...
Read More...
ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ସୁମଣ୍ଡଳ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ବସୁନ୍ଧରା ଯୋଜନାରେ ହିତାଧିକାରୀ…
ଗଞ୍ଜାମ ( LR NEWSଟୁକୁନା ପ୍ରଧାନ, ୧୦.୦୬.୨୦୨୦) ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ସୁମଣ୍ଡଳ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ବସୁନ୍ଧରା ଯୋଜନାରେ ହିତାଧିକାରୀ ମାନଙ୍କୁ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏଥିରେ କବିସୂର୍ଯ୍ୟନଗର!-->…
Read More...
Read More...
ସୁରତରୁ ଫେରିଥିବା ଶ୍ରମିକଙ୍କୁ ବୁଝାଇବା ପାଇଁ ଗଂଜାମ ପହଂଚିଲେ ଗୁଜୁରାଟ ଓଡିଆ ସମାଜର କର୍ମକର୍ତ୍ତାମାନେ ।
ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୧୦.୦୬.୨୦୨୦) - :କରୋନା ଭାଇରସ ର ଭୟ ଓ କଳ କାରଖାନା ବନ୍ଦ ହୋଇଯିବା ପରେ ବହୁତ ବାଧା ବିଘ୍ନ ଦେଇ ଘରେ ପହଁଚିଥିବା ଶ୍ରମିକଙ୍କୁ ବୁଝାଇବାକୁ ଗଂଜାମ ଆସିଛନ୍ତି ଗୁଜରାଟରେ କାମ କରୁଥିବା ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟର କର୍ମକର୍ତ୍ତା ମାନେ । ଗଂଜାମ!-->…
Read More...
Read More...
ବଜ୍ରପାତ ରେ ଦୁଇ ଆହତ, ଜଣେ ମୃତ, ଆର୍ଥିକ ସହାୟତା ସହ ସମବେଦନା ଜଣାଇଲେ ପୋଲସରା ବିଧାୟକ ।
ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୧୦.୦୬.୨୦୨୦) - : ଗତକାଲି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ପାଣ୍ଡିରିପଡା ଗ୍ରାମର ଦୁଇ ଜଣ ନାବାଳକ ଓ ରୁମାଗଡ଼ ଗ୍ରାମର ଜଣେ ମହିଳା ବଜ୍ରାଘାତ ରେ ଆହତ ହୋଇଛନ୍ତି।ସେଥିମଧ୍ୟରୁ ପାଣ୍ଡିରିପଡା ଗ୍ରାମର ଦିପୁ ଗୌଡ଼ ବୟସ ୧୭ ମୃତ୍ୟୁବରଣ!-->…
Read More...
Read More...
ନିଆରା ମଣିଷ ଦୋଳ ଗୋବିନ୍ଦ ଦଳେଇ।
ଅନୁଗୁଳ (LR NEWS ବାସୁଦେବ) ସମଗ୍ର ଦେଶରେ କରୋନାର ପ୍ରଭାବ ରେ ସରକାରଙ୍କର ସମସ୍ତ କରୋନା ପ୍ରଭାବିତ ହୋଇଥିବା ବେଳେ ରାଜ୍ୟ ର ଶିକ୍ଷା ବିଭାଗ ଘୋର ପ୍ରଭାବିତ ହୋଇଛି।ଫଳରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ହୋଇ ଯିବାରୁ ଛାତ୍ରଛାତ୍ରୀ ମାନେ ଶିକ୍ଷା ଦାନ ପାଇବାରୁ ବଞ୍ଚିତ!-->…
Read More...
Read More...
ପୁଣି କରୋନା ପଜିଟିଭ୍ ହେଲେ କରୋନା ଯୋଦ୍ଧା: ନୟାଗଡର ଡାକ୍ତର ଓ ନର୍ସଙ୍କୁ କରୋନା
ନୟାଗଡ :(LR NEWS 9/6) ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତର ଏବଂ ଜଣେ ଷ୍ଟାଫ୍ ନର୍ସ କରୋନା ରୋଗରେ ଆକ୍ରାନ୍ତ ହୋଇଥିବା ସୋମବାର ବିଳମ୍ବିତ ରାତିରେ ଜଣାପଡିଛି । ଏହି ଦୁଇ ମେଡିକାଲ ଷ୍ଟାଫଙ୍କ ସହ ରଣପୁର ଅଞ୍ଚଳର ଜଣେ ପ୍ରବାସୀ ମଧ୍ୟ କରୋନା ରୋଗରେ ଆକ୍ରାନ୍ତ ହୋଇଥିବା!-->…
Read More...
Read More...
ନୂଆଗଡ଼ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ, 38 ଜଣଙ୍କ ରକ୍ତଦାନ।
ଗଞ୍ଜାମ, ( LR NEWSଟୁକୁନା ପ୍ରଧାନ 8/6/2020) - :ଲକ ଡାଉନ ସମୟରେ ଉତ୍ସାହି ଯୁବକ ମାନେ ଆଜି ସାମାଜିକ ଦୂରତ୍ୱ ରକ୍ଷାକରି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାର ଗାଁ ପଞ୍ଚାୟତ ର ନୂଆଗଡ଼ ନୂଆସାହି ସ୍ଥିତ ପ୍ରାଥମିକ ବିଦ୍ୟାଳୟ ପରିସରରେ ସ୍ଵସ୍ତି କନଷ୍ଟ୍ରକସନ୍,!-->…
Read More...
Read More...
ଜାମ୍ମୁ କାଶ୍ମୀର ରୁ ବିମାନ ଯୋଗେ ଫେରିଲେ ପ୍ରବାସୀ ଓଡିଆ ।
ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୦୭.୦୬.୨୦୨୦) - :ଜାମ୍ମୁ କାଶ୍ମୀରରେ ଅଟକି ରହିଥିବା ଗଞ୍ଜାମ ଜିଲ୍ଲାର ୨୮୦ଜଣ ଶ୍ରମିକଙ୍କୁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସ୍ଵତନ୍ତ୍ର ବିମାନ ଯୋଗେ ଓଡ଼ିଶାକୁ ଫେରାଇ ଆଣିଛନ୍ତି।କବିସୂର୍ଯ୍ଯନଗର ବିଧାୟିକା!-->…
Read More...
Read More...
ଦୁଇ ପଞ୍ଚାୟତ ର ୧୫ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଖଲ୍ଲିକୋଟ ବ୍ଲକର ୧୦ଟି ଗାଁକୁ କଣ୍ଟେନମେଣ୍ଟ ଜୋନ୍, ୨୨ଟି ଗାଁକୁ…
ଗଞ୍ଜାମ( LR NEWS ଟୁକୁନା ପ୍ରଧାନ ୭ .୬.୨୦୨୦) - : ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଲକର ୧୦ଟି ଗାଁକୁ ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛନ୍ତି । ଖଲ୍ଲିକୋଟର ବାଦପଲ୍ଲୀ ପଞ୍ଚାୟତରେ ସଂଗରୋଧ କେନ୍ଦ୍ରରେ ଥିବା ୧୨ଜଣ ଆକ୍ରାନ୍ତ ଚିହ୍ନଟ ପରେ ଏଭଳି ପଦକ୍ଷେପ!-->…
Read More...
Read More...
ବାଲୁଗାଁ ଓ ବାଣପୁର ରେ ସଟ ଡାଉନ୍ ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ ଆଉ ଏସପି।
ବାଣପୁର : (LR NEWS ବାସୁଦେବ ମୁଦୁଲି) କରୋନା କୁ ପ୍ରତିରୋଧ କରିବା ପାଇଁ ରାଜ୍ୟ ସରକାର 11ଟି ଜିଲ୍ଲାରେ ଦୁଇଦିନିଆ ସଟ୍ଡାଉନ୍ ଘୋଷଣା କରିଛନ୍ତି । ଜୁନ୍ 30 ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ । 48 ଘଣ୍ଟିଆ ସଟ୍ଡାଉନକୁ କଡାକଡି କରିବା ପାଇଁ ପୋଲିସ୍ ପାଟ୍ରୋଲିଂ କରିବା ସହ!-->…
Read More...
Read More...