Trending Now
- ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
- ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
- ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।
Browsing Category
ରାଜ୍ୟ
ଅଶ୍ରୁଳ ଶ୍ରଦ୍ଧାଞ୍ଜଳି। ରାଧାକୃଷ୍ଣ ପାଣିଗ୍ରାହି। (ଗ୍ରାମ-ସୋରଡ଼ା )
ଆବିର୍ଭାବ,୧୯୩୬ମସିହା। ତିରୋଧାନ,୨୦୨୦ମସିହା।
ଗଞ୍ଜାମ (LR NEWS) ଚାହୁଁ ଚାହୁଁ ଏଗାର ଦିନ ବିତିଗଲା। ତୁମର ଅନୁପସ୍ଥିତି ଆମେ ପ୍ରତି ମୁହୂର୍ତ୍ତରେ ଅନୁଭବ କରୁଛୁ। ତୁମର ନୀତି, ଆଦର୍ଶ, ସ୍ନେହ, ସରଳ ମନୋଭାବ ଓ କର୍ତ୍ତବ୍ୟ ନିଷ୍ଠାକୁ ପାଥେୟ କରି ବାଟ ଚାଲିବାକୁ ଚେଷ୍ଟା କରିବୁ।!-->!-->!-->…
Read More...
Read More...
ରେଡ୍ ଜୋନ୍ ହେଲା କୋଦଳା ଗୌଡ଼ ସାହି, କୋଭିଡ ମନିଟର ଙ୍କ ପ୍ରସ୍ତୁତି ପର୍ବ ।
ଗଞ୍ଜାମ, ( LR NEWSଟୁକୁନା ପ୍ରଧାନ, ୨୩.୦୭.୨୦୨୦) - :ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା ଅହେତୁକ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନେଇ ଚିନ୍ତା ରେ ପ୍ରଶାସନ ।କୋଦଳା ଏନ୍ଏସି ରେ ମଧ୍ୟ ବୃଦ୍ଧି ପାଇଛି ପଜେଟିଭ୍ ସଂଖ୍ୟା ।ପୂର୍ବରୁ ୱାର୍ଡ ୭ ଓ ୧୦ ରେଡ଼ ଜୋନ୍ ଭାବେ ଘୋଷଣା!-->…
Read More...
Read More...
ଖୋର୍ଦ୍ଧା : ବସ୍ତିବାସିନ୍ଦା ଙ୍କୁ କରୋନା ଗୋଷ୍ଠୀ ସଂକ୍ରମଣ ରୁ ଦୁରେଇବାକୁ ଅଣ୍ଟା ଭିଡ଼ିଛି ପ୍ରଶାସନ।
ଖୋର୍ଦ୍ଧା :(LR NEWS ୨୩/୭/୨୦)ବସ୍ତିବାସିନ୍ଦା ଙ୍କୁ କରୋନା ଗୋଷ୍ଠୀ ସଂକ୍ରମଣ ରୁ ଦୁରେଇବାକୁ ଅଣ୍ଟା ଭିଡ଼ିଛି ପ୍ରଶାସନ। ଖୋର୍ଦ୍ଧା ପୋୖରାଞ୍ଚଳ ର ବିଭିନ୍ନ ୱାର୍ଡ ରେ ଥିବା ବିଭିନ୍ନ ବସ୍ତି କମିଟି ପ୍ରତିନିଧିଙ୍କୁ ନେଇ ଏକ ସଚେତନତା ବୈଠକ ବିଡିଏ କଲୋନୀ କଲ୍ୟାଣ ମଣ୍ଡପ ରେ ଆୟୋଜିତ!-->…
Read More...
Read More...
କାନ୍ଥ ଦେଉଛି କରୋନା ସଚେତନତା ବାର୍ତ୍ତା
ଖୋର୍ଦ୍ଧା (LR NEWS୧୯।୭ :) ଖୋର୍ଦ୍ଧା ଜିଲାରେ ବଢି ଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା। ଏଥିରୁ ବାଦ୍ ପଡିନି ଖୋର୍ଦ୍ଧା ପୌରାଞ୍ଚଳ। ଜନ ସଚେତନତା ଉଦ୍ଦେଶ୍ୟରେ ପୌରାଞ୍ଚଳ ପକ୍ଷରୁ ଆରମ୍ଭ ହୋଇଛି ଅଭିନବ ପ୍ରୟାସ । ସହରର ବିଭିନ୍ନ ସ୍ଥାନରେ କରୋନା ସଚେତନତା ପ୍ରାଚୀରଚିତ୍ର ମାଧ୍ୟମରେ!-->…
Read More...
Read More...
କୋଦଳା ଅଗ୍ନିଶମ ବିଭାଗ ଦ୍ଵାରା ସାନିଟାଇଜ ହେଲା ଅଙ୍ଗାରଗାଁ ପଞ୍ଚାୟତ ।
ଗଞ୍ଜାମ,( ୧୯.୦୭.୨୦୨୦) - : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତର ଅଙ୍ଗାରଗାଁ , ନୂଆଗଡ଼ ଗ୍ରାମ ରେଡ୍ ଜୋନ୍ ତାଲିକା ରେ ଥିବା ବେଳେ । ଆଜି ଅଙ୍ଗାରଗାଁ ପଞ୍ଚାୟତ କୁ କୋଦଳା ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ କରାଯାଇଛି ।କୋଦଳା ଅଗ୍ନିଶମ ଅଧିକାରୀ ସୂରଜୟ!-->…
Read More...
Read More...
ଅବସର ପ୍ରାପ୍ତ ଶିକ୍ଷକଙ୍କ ପରଲୋକ ।
ଗଞ୍ଜାମ, ( LR NEWS୧୯.୦୭.୨୦୨୦)-: ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତର ଭାଲିଆଝର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ମୃତ୍ୟୁଞ୍ଜୟ ଜେନା( ୭୩) ଙ୍କର ଆଜି ପୂର୍ବାହ୍ନରେ ନିଜ ବାସ ଭବନରେ ଦେହାନ୍ତ ହୋଇଯାଇଛି l ଆଜି ସକାଳୁ ଉଠି ନିଜର ନିତ୍ୟକର୍ମ ସlରିବା!-->…
Read More...
Read More...
କଣ୍ଟେନମେଣ୍ଟ ଜୋନ୍ ଏବଂ ବଫର ଜୋନ୍ ଘୋଷଣା କଲେ ଗଞ୍ଜାମ ଜିଲ୍ଲାପାଳ ।
ଗଞ୍ଜାମ, (LR NEWSଟୁକୁନା ପ୍ରଧାନ, ୧୯.୦୭.୨୦୨୦) - : ଗଞ୍ଜାମରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ ବେଗୁନିଆପଡା ବ୍ଲକରେ ମଧ୍ୟ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମର୍ଦ୍ଦକୋଟ ପଞ୍ଚାୟତର ମର୍ଦ୍ଦକୋଟ କଣ୍ଟାପଡ଼ା!-->…
Read More...
Read More...
ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନା ଙ୍କୁ ହତ୍ୟା ଉଦ୍ୟମ ।
ଗଞ୍ଜାମ, ( LR NEWSଟୁକୁନା ପ୍ରଧାନ, ୧୯.୦୭.୨୦୨୦) - : ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନାଙ୍କୁ ରାସ୍ତାରୁ ହଟାଇବା ପାଇଁ ବଡ଼ ଧରଣର ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ ହୋଇଥିଲା। ମଧ୍ୟରାତ୍ରିରେ ଦୁର୍ବୃତ୍ତ ଛକି ରହିଥିବା ବେଳେ ବିଭୂତିଙ୍କ ଜଣେ ସହଯୋଗୀଙ୍କ ନିଦ ଭାଙ୍ଗି!-->…
Read More...
Read More...
ଅଙ୍ଗାରଗାଁ ରେ ସ୍ଵେଚ୍ଛାସେବୀ ମାନେ ମଦ ଜବତ କରି ପୋଡ଼ିଲେ
ଗଞ୍ଜାମ, (LR NEWS ପ୍ରଧାନ, ୧୮.୦୭.୨୦୨୦) - : ଗଞ୍ଜାମ ଜିଲ୍ଲା ରେ କରୋନା ଭାଇରସ ଆତଙ୍କ ଖେଳେଇଥିବା ବେଳେ ଲୋକମାନେ ଭୟଭୀତ ଥିବା ବେଳେ ଏବଂ ପ୍ରଶାସନ ପକ୍ଷରୁ ବ୍ଯାପକ କଟକଣା ଲାଗୁ ସତ୍ତ୍ୱେ କିଛି ବ୍ୟକ୍ତି ବିଭିନ୍ନ ଅସାଧୁ କାର୍ଯ୍ୟ ରେ ଲିପ୍ତ ରହୁଥିବା ର ନଜରକୁ ଆସିଛି ।
!-->!-->!-->!-->!-->…
Read More...
Read More...
କୋଦଳା ଏନ୍ଏସି ରେ କୋଭିଡ୍ ମନିଟରଙ୍କ ତାଲିମ୍ ଶିବିର।
ଗଞ୍ଜାମ , ( ଟୁକୁନା ପ୍ରଧାନ, ୧୭.୦୭.୨୦୨୦) - : ଗଞ୍ଜାମ ଜିଲ୍ଲାରେ ଦ୍ରୁତ ଗତିରେ ସଂକ୍ରମିତ ହେଉଛି କରୋନା ମହାମାରୀ ।ବେଗୁନିଆପଡା ବ୍ଲକ ଓ କୋଦଳା ଏନ୍ଏସି ସେହି ତୁଳନାରେ ବଢିବାରେ ଲାଗିଛି ।ରୋଗୀ ମାନଙ୍କୁ ବିଭି୍ନ୍ନ କୋଭିଡ ମେଡିକାଲ ନ ପଠାଇ ନିଜ ଅଞ୍ଚଳ ରେ ହିଁ ସେମାନଙ୍କୁ!-->…
Read More...
Read More...