Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

Browsing Category

ରାଜ୍ୟ

ଲୋକାର୍ପିତ ହୋଇଛି ୨୪ଘଣ୍ଟିଆ ସ୍ୟାଟେଲାଇଟ୍ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ ବଡ଼ ଖବରର ୱେବ୍ ପୋର୍ଟାଲ ।

ଭୂବନେଶ୍ୱର : ପବିତ୍ର ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଲୋକାର୍ପିତ ହୋଇଛି ୨୪ଘଣ୍ଟିଆ ସ୍ୟାଟେଲାଇଟ୍ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ ବଡ଼ ଖବରର ୱେବ୍ ପୋର୍ଟାଲ । www.badakhabar.in ଠିକଣାରେ ଏହା କାର୍ଯ୍ୟ କରିବ । ପ୍ରତି ମୁହୂର୍ତ୍ତର ଅପଡେଟ୍ ଖବର ସହ ଖବର ପଛର ଖବର ଏଥିରେ
Read More...

ପୋଲସରା ରେ କରୋନା ଜନ ସଚେତନତା ଅଭିଯାନ

ଭୁବନେଶ୍ବର , (ଟୁକୁନା ପ୍ରଧାନ , ୦୨.୧୦.୨୦୨୦, )-: ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଅକ୍ଟୋବର ୨ ତାରିଖ ଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ବିଜୁ ଜନତା ଦଳର "କରୋନା" ଜନ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଚାଲୁ ରହିବ । ଆଜି
Read More...

କବିସୂର୍ଯ୍ୟ ବଳଦେବ ଚାଷୀ ସଙ୍ଘ ପକ୍ଷରୁ ଦଶ ଦଫା ଦାବି ନେଇ ତହସିଲ ଓ ବ୍ଲକ କାର୍ଯ୍ୟାଳୟ ଘେରିଲେ ଶତାଧିକ ଚାଷୀ।

ବ୍ରହ୍ମପୁର, (LR NEWS, ୨୩.୦୯.୨୦୨୦) ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଚାଷୀ ଓ କୃଷକ ମହାସଂଘ ପକ୍ଷରୁ ଦଶ ଦଫା ଦାବି ବିଡିଓ ବାସୁଦେବ ନାୟକ ଙ୍କ ଜରିଆରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଚାଷୀ ସଙ୍ଘର ସଭାପତି ପ୍ରଶାନ୍ତ ସ୍ୱାଇଁ ଙ୍କ ତତ୍ୱବାଧାନରେ
Read More...

କୋଦଳା ଏନ୍ ଏସି ରେ ବିଧାୟିକାଙ୍କ ସାଙ୍ଗଠନିକ ବୈଠକ।

ବ୍ରହ୍ମପୁର, (LR NEWS ଟୁକୁନା ପ୍ରଧାନ, ୨୧.୦୯.୨୦୨୦)-: ଆଜି ଗଞ୍ଜାମ ଜିଲ୍ଲା କୋଦଳା ପୂର୍ତ୍ତବିଭାଗ ଡାକବଙ୍ଗଳା ପରିସର ରେ କୋଦଳା ଏନ୍ ଏସି ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ ବିଜେଡି ନଗର ସଭାପତି ସଞ୍ଜୀବ କୁମାର ସାହୁଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ
Read More...

ବିଶିଷ୍ଟ ସମାଜସେବୀ ବିକ୍ରମାଦିତ୍ୟଙ୍କ ଏକାଦଶରେ ଶୋକସଭା

ବ୍ରହ୍ମପୁର, (, LR NEWS, ୧୮.୦୯.୨୦୨୦) -: ଗଞ୍ଜାମ ଜିଲ୍ଲା କ୍ଷେତ୍ରୀୟ ଖଣ୍ଡାୟତ ଓଡ଼ିଆ ସମାଜ ତଥା ହୁମ୍ମା ମଣ୍ଡଳର ମିଳିତ ଆନୁକୂଲ୍ୟରେ ସ୍ୱର୍ଗତ ବିକ୍ରମାଦିତ୍ୟ ପଲେଇଙ୍କ ଏକାଦଶାହ ଅବସରରେ ହୁମ୍ମା ବାସଭବନ ନିକଟରେ ଜିଲ୍ଲା ସମ୍ପାଦକ ଶ୍ରୀ ଜଗବନ୍ଧୁ ଭୋଳଙ୍କ ସଭାପତିତ୍ୱରେ ଏକ ଶୋକ ସଭା
Read More...

ଶିକ୍ଷକଙ୍କ ପଦୋନ୍ନତିରେ ସମ୍ବର୍ଦ୍ଧନା।

ବ୍ରହ୍ମପୁର, (LR NEWS, ୧୬.୦୯.୨୦୨୦) - : ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସଦ୍ୟ ପ୍ରକାଶ ପାଇଥିବା ପଦୋନ୍ନତି ତାଲିକାରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ କାଳିମେଘି-ଜାଗିଲିପଦର ସରକାରୀ ହାଇସ୍କୁଲ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଭିମନ୍ୟୁ ଜେନା
Read More...

ଆସ୍କା ବି ଜେ ଡି କାର୍ଯ୍ୟାଳୟ ଉଦଘାଟିତ, ବହୁ ବିଜେଡି କର୍ମୀ ଏବଂ ନେତା ଙ୍କ ସମାଗମ।

ବ୍ରହ୍ମପୁର, ( ଟୁକୁନା ପ୍ରଧାନ, ୧୬.୦୯.୨୦୨୦)-: ଆଜି ଗଞ୍ଜାମ ଜିଲ୍ଲା ଆସ୍କା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ କାର୍ଯ୍ୟାଳୟ ର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗଦେଇ କାର୍ଯ୍ୟାଳୟ କୁ ଉଦଘାଟନ କରିଛନ୍ତି ।
Read More...

ବାରମ୍ବାର ରାଜସ୍ୱ ଆଦାୟକୁ ବିରୋଧ କରି ସତାଧିକ ରୁ ଉର୍ଦ୍ଧ୍ବ ଟ୍ରକ ଡ୍ରାଇଭର ଓ ହେଲ୍ପର ଙ୍କ ତହସିଲ ଘେରାଉ, ଦାବି ପତ୍ର…

ବ୍ରହ୍ମପୁର, (ଟୁକୁନା ପ୍ରଧାନ, ୧୫.୦୯.୨୦୨୦) - : ବିଗତ ମାର୍ଚ୍ଚ ମାସ ଠାରୁ କରୋନା ମହାମାରୀ ଆସିବା ପରେ ସରକାର ଙ୍କ ନିର୍ଦେଶକ କୁ ମାନି ପୋଲସରା ବ୍ଳକ ର ସମସ୍ତ ଟ୍ରକ ଓ ଟ୍ରାକ୍ଟର କୁ ବନ୍ଦ ରଖିଥିଲା ମାଲିକ ସଙ୍ଘ । ବର୍ତ୍ତମାନ ସେପ୍ଟେମ୍ବର ଏକ ଠାରୁ ମାଲ ବାହି ଗୁଡିକୁ ଚାଲୁ
Read More...

ତାସ ଖେଳ ରୁ ମହାଭାରତ , ଦୁଇ ପରିବାରର ୮ ଆହତ ୩ ଗୁରୁତର, ପୋଲିସ ର ତଦନ୍ତ ଆରମ୍ଭ।

ବ୍ରହ୍ମପୁର, ( ଟୁକୁନା ପ୍ରଧାନ, ୧୪.୦୯.୨୦୨୦) - : ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ରୁମାଗଡ଼ ଗ୍ରାମରେ ତାସ୍ ଖେଳ କୁ ନେଇ ରବିବାର ଦିନ ଦୁଇ ପରିବାର ମଧ୍ୟରେ ହାତାହାତି ହେବା ସହ ରକ୍ତ ରଞ୍ଜିତ ଅବସ୍ଥାରେ ଗୁରୁତର ହୋଇ ପୋଲସରା ମେଡ଼ିକାଲ ରେ ଭର୍ତ୍ତି ହୋଇ ଚିକିତ୍ସା
Read More...

କୁମ୍ଭାରଗାଁ ପଞ୍ଚାୟତ ସରପଞ୍ଚ ଙ୍କ ଅକାଳ ବିୟୋଗ।

ବ୍ରହ୍ମପୁର, (ଟୁକୁନା ପ୍ରଧାନ, ) - : ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ କୁମ୍ଭାରଗାଁ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ କୁମାର ତାରେଣୀ (୬୦) ଙ୍କ ଗୁରୁବାର ମଧ୍ୟ ରାତ୍ରିରେ ଅକାଳ ବିୟୋଗ ଘଟିଛି। ଗୁରୁବାର ଅସୁସ୍ଥତା ଅନୁଭବ କରିବାରୁ ଚିକିତ୍ସା ପାଇଁ କାର୍ ଯୋଗେ ଭୂବନେଶ୍ବର ଯାଉଥିବା
Read More...