Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଆଜି ଖୋର୍ଦ୍ଧା ଟାଉନ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବ୍ଲକ.ଆର୍. ଇ.ଓ କଲୋନୀ ରେ ଜାତୀୟ ବିଜ୍ଞାନ ଦିବସ…

ଖୋର୍ଦ୍ଧା(LR News ୨୮/୨) ଆଜି ଖୋର୍ଦ୍ଧା ଟାଉନ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବ୍ଲକ.ଆର୍. ଇ.ଓ କଲୋନୀ ରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ଏହି ଦିବସରେ ବିଭିନ୍ନ ପ୍ରକାରର ବିଜ୍ଞାନ ପରକଳ୍ପଗୁଡ଼ିକ ଛାତ୍ରଛତ୍ରୀମାନଙ୍କ ଦ୍ଵାରା ବିଜ୍ଞାନ ଶିକ୍ଷୟିତ୍ରୀ ସସ୍ମିତା
Read More...

ସାନଖେମୁଣ୍ଡିର ଗ୍ରାମାଞ୍ଚଳର ଉନ୍ନତି ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ ସହ ସରକାରୀ ଅନୁଦାନ ଦିଆଯାଉଛି।

ସାନଖେମୁଣ୍ଡି (LR News ) ୨୮/୦୨ : ସାନଖେମୁଣ୍ଡିର ଗ୍ରାମାଞ୍ଚଳର ଉନ୍ନତି ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ ସହ ସରକାରୀ ଅନୁଦାନ ଦିଆଯାଉଛି। ଗାଁର ରାସ୍ତା, ଶିଶୁ ପାର୍କ, ଉଦ୍ୟାନ ପାର୍କ ନିର୍ମାଣ ସହ, ପୋଖରୀ ମରାମତି ସମତେ ବହୁ ବିକାଶ ମୂଳକ ଯୋଜନାକୁ ଶୀଘ୍ର କାର୍ଯ୍ୟକାରୀ
Read More...

ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ସଣ୍ଡମୂଳ ପଞ୍ଚାୟତ ଶାଳବଣ ଗ୍ରାମ ର ଜୈନକ ବ୍ୟକ୍ତି ଙ୍କ ନାବାଳିକା…

ଗଞ୍ଜାମ , (LR News, ଟୁକୁନା ପ୍ରଧାନ, ୨୮.୦୨.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ସଣ୍ଡମୂଳ ପଞ୍ଚାୟତ ଶାଳବଣ ଗ୍ରାମ ର ଜୈନକ ବ୍ୟକ୍ତି ଙ୍କ ନାବାଳିକା ଝିଅ ର ବିବାହ ପୂର୍ବରୁ ପ୍ରଶାସନ ବନ୍ଧ୍ କରିଥିବା ଜଣାପଡିଛି । ପ୍ରାପ୍ତ ସୂଚନା ରୁ ପ୍ରକାଶ ଯେ ଉକ୍ତ
Read More...

ବ୍ରହ୍ମପୁର ରେଳ ଷ୍ଟେସନ ଠାରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଟ୍ରେନ କୁ ମାନ୍ୟବର ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଜ୍ୟୋତି…

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୨୮.୦୨.୨୦୨୦) - : ଆଜି ବ୍ରହ୍ମପୁର ରେଳ ଷ୍ଟେସନ ଠାରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଟ୍ରେନ କୁ ମାନ୍ୟବର ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗଦେଇ ପତାକା ପ୍ରଦର୍ଶନ ଓ ଯାତ୍ରାର ଶୁଭାରମ୍ଭ କରିଛନ୍ତି । ଉପସ୍ଥିତ ଅନ୍ୟ
Read More...

ଦୁଇ ହଜାର ଟଙ୍କା ଲାଞ୍ଚ ନେବାବେଳେ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଧରାପଡ଼ିଥିବା ରାଜ୍ୟ ସଡ଼କ ପରିବହନ ବିଭାଗର…

ଅନୁଗୋଳ(LR NEWS:28/02/2020):ଦୁଇ ହଜାର ଟଙ୍କା ଲାଞ୍ଚ ନେବାବେଳେ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଧରାପଡ଼ିଥିବା ରାଜ୍ୟ ସଡ଼କ ପରିବହନ ବିଭାଗର ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟର ଅଶୋକ ପଣ୍ଡା(୬୪)କୁ ଗୁରୁବାର ଅନୁଗୋଳ ଭିଜିଲାନ୍ସ କୋର୍ଟରେ ୪ ବର୍ଷ କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କା
Read More...

ଆସ୍କା ସାଂସଦ ଶ୍ରୀମତି ପ୍ରମିଳା ବିଷୋୟି ଏବଂ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଖଇରଚଟା ଗ୍ରାମ ପରିଭ୍ରମଣ।

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୨୭.୦୨.୨୦୨୦) - : ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଖଇରଚଟା ଗ୍ରାମର ଚାରି ଜଣ ଶିଶୁ ଗତ ୨୩ ତାରିଖ ଦିନ ନିଆଁ ରେ ପୋଡି ମୃତ୍ୟୁ ବରଣ କରିଥିଲେ । ଆଜି ଆସ୍କା ସାଂସଦ ଶ୍ରୀମତି ପ୍ରମିଳା ବିଷୋୟି ଏବଂ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ସେହି
Read More...

କବିସୂର୍ଯ୍ୟ ନଗର ଠାରେ ଟ୍ରକ ଧକ୍କାରେ ଜଣେ ବ୍ୟକ୍ତି ମୃତ୍ୟୁ ।

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୨୭.୦୨.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟ ନଗର ଠାରେ ଟ୍ରକ ଧକ୍କାରେ ଜଣେ ବ୍ୟକ୍ତି ମୃତ୍ୟୁ, ଆସ୍କା ରୁ କୋଦଳା ଯାଉଥିବା ସମୟରେ କବିସୂର୍ଯ୍ୟ ନଗର ଲୋକନାଥ ବଜାର ଛକରେ ବାଇକ ଆରୋହି ଠିଆ ହୋଇଥିବା ବେଳେ ହଠାତ ପଛପଟୁ ଟ୍ରକ ଟି ଧକ୍କା
Read More...

ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ବିରିପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭ତମ ବାର୍ଷିକ ଉତ୍ସବ ଓ ପୋଷାକ…

ଗଞ୍ଜାମ, (LR News, ଟୁକୁନା ପ୍ରଧାନ,୨୭. ୦୨.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ବିରିପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭ତମ ବାର୍ଷିକ ଉତ୍ସବ ଓ ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି
Read More...

ଖୋର୍ଦ୍ଧା ଗୁରୁଜଙ୍ଗ ଗ୍ରାମରେ ମା କାଳୀ ମନ୍ଦିରରେ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି।

ଖୋର୍ଦ୍ଧା (LR News ଅମୁଲ୍ୟ ମହାନ୍ତି) ଖୋର୍ଦ୍ଧା ଗୁରୁଜଙ୍ଗ ଗ୍ରାମରେ ମା କାଳୀ ମନ୍ଦିରରେ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏହି ଯଜ୍ଞ ୪ଦିନ ଧରି ଚାଲିଥିଲା। ପ୍ରଥମେ ଗ୍ରାମ ପୋଖରୀ ରୁ ୧୦୮କଳସ ରେ ଜଳ ଆଣି ଘଟ ସ୍ଥାପନ କରାଯାଇଥିଲା।ଏଠାରେ ୪ଦିନ ଧରି ନାମ ସଙ୍କୀର୍ତ୍ତନ ହେବା ସହିତ ସାଧୁ
Read More...

ଗଞ୍ଜାମ ଜିଲ୍ଲା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ

ଗଞ୍ଜାମ, (LR News, ଟୁକୁନା ପ୍ରଧାନ , ୨୬.୦୨.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ ହୋଇଥିବାରୁ ଓଡିଶା ର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ କୃତଜ୍ଞତା ଜଣାଇଛନ୍ତି।ବିଜେଡ଼ି ସୁପ୍ରିମୋ ତାଙ୍କ
Read More...