Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଛେଳି ବେପାରୀଙ୍କ ଠାରୁ ୧୬ ଲକ୍ଷ ଲୁଟ ଘଟଣା ରେ ୧୧ ଗିରଫ।

ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୦୩.୦୬.୨୦୨୦)-: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଇଲାକା ର ବାଦଗଡ ଗ୍ରାମ ନିକଟରୁ ସୋରଡା ଅଞ୍ଚଳ ର ତିନି ଛେଳି ବେପାରୀଙ୍କ ଠାରୁ ଗତ ମାସ ୨୭ ତାରିଖ ମଧ୍ୟ ରାତ୍ର ରେ କିଛି ଦୁର୍ବୁର୍ତ ମାରଣ ଅସ୍ତ୍ର ଦେଖାଇବା ସହ ଆକ୍ରମଣ କରି ୧୬ ଲକ୍ଷ ରୁ
Read More...

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲେ ଦୁଇ ଛାତ୍ରୀ ।

ଗଞ୍ଜାମ, (,LR NEWS ଟୁକୁନା ପ୍ରଧାନ, ୦୧.୦୬.୨୦୨୦) - : କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ ମନ ବଳ ଦୃଢ଼ କରିବା ପାଇଁ ଆଗେଇ ଆସିଛନ୍ତି । ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଗୌଡ଼ିଆବୋରଦାର ଦୁଇ ନବମ ଶ୍ରେଣୀ ଛାତ୍ରୀ । ଛାତ୍ରୀ ସ୍ମୃତି ରେଖା ଜେନା ଓ ଶୁଭ
Read More...

ଲକ୍ ଡାଉନ୍ ରେ ଅସହାୟଙ୍କୁ ରନ୍ଧାଖାଦ୍ୟ ବଣ୍ଟନ ।

ଗଞ୍ଜାମ, ( LR NEWS ପ୍ରଧାନ, ୦୧.୦୬.୨୦୨୦) - : ଲକ୍ ଡାଉନ୍ ର ୯୭ ଦିନରେ ଜୟ ଜଗନ୍ନାଥ ଗ୍ରୁପ୍ ଓଡ଼ିଶାର ଅନ୍ନଦାନ କାର୍ଯ୍ୟକ୍ରମ । ଲକ୍ ଡାଉନ୍ ରେ ହୋଟେଲ୍ ରେଷ୍ଟୁରାଣ୍ଟ୍ ବନ୍ଦ ରହିବା ଯୋଗୁ ଅନେକ ଅସହାୟ ନିରାଶ୍ରୟମାନେ ରାଜରାସ୍ତାରେ ପଡି ରହିଛନ୍ତି ଭୋକ ଉପାସରେ । ଏଥି ମଧ୍ୟରେ ଜୟ
Read More...

ବରମୁଣ୍ଡା ଠାରେ ଓଡିଶା ମୋଟର ଚାଳକ ସଂଘ ପକ୍ଷରୁ ବିଭିନ୍ନ ଦାବୀ ନେଇ ଧାରଣା ଓ ବିକ୍ଷୋଭ।

ଭୁବନେଶ୍ୱର ( LR NEWS ଟୁକୁନା ପ୍ରଧାନ , ୦୧.୦୬.୨୦୨୦) - : ଆଜି ଭୁବନେଶ୍ଵର ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଓଡିଶା ମୋଟର ଚାଳକ ସଂଘ ଭୁବନେଶ୍ଵର ମହାନଗର ନିଗମ ଶାଖା ପକ୍ଷରୁ ଧାରଣା ଓ ବିକ୍ଷୋଭ ରେ ବସିଥିଲେ ବସ୍ ଡ୍ରାଇଭର, କଣ୍ଡକ୍ଟର ଓ ହେଲପର ମାନେ । କୋଭିଡ୍ - ୧୯ ର ଅସୁବିଧା ପାଇଁ ୩
Read More...

ପ୍ରବାସୀ ଓଡ଼ିଆଙ୍କ ପାଇଁ ଅସ୍ଥାୟୀ ଆଶ୍ରୟ କେନ୍ଦ୍ର ଉଦଘାଟିତ।

ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ , ୩୧.୦୫.୨୦୨୦) - : ବାହାର ରାଜ୍ୟରୁ ବେଗୁନିଆପଡା ବ୍ଲକକୁ ଆସୁଥିବା ଓଡ଼ିଆ ମାନଙ୍କୁ ବିଭିନ୍ନ ସଂଗରୋଧ କେନ୍ଦ୍ରକୁ ପଠାଇବା ପର୍ଯ୍ୟନ୍ତ ଏବଂ ବିଳମ୍ବିତ ରାତ୍ରରେ ଆସୁଥିବା ପ୍ରବାସି ଓଡ଼ିଆଙ୍କ ରହଣୀ ପାଇଁ ଏକ ଅସ୍ଥାୟୀ ଆଶ୍ରୟ କେନ୍ଦ୍ର ନିର୍ମାଣ
Read More...

ବେଲଝରି ରେ ବେଆଇନ୍ କରତ କଳ ସହ ବ୍ୟାପକ ପରିମାଣ ର କାଠ ଗଣ୍ଡି ଓ ପଟା ଜବତ।

ଗଞ୍ଜାମ , ( LR NEWS ୩୧. ୦୫. ୨୦୨୦ ) -: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ମର୍ଦ୍ଦମେଖ ପଞ୍ଚାୟତ ର ବେଲ ଝରି ଗ୍ରାମରେ ବେଆଇନ୍ କରତ କଳ ଚାଲିଥିବା ର କୌଣସି ସୂତ୍ରରୁ ଖବର ପାଇ ଆଜି ବନବିଭାଗ ପକ୍ଷରୁ ଚଢାଉ କରାଯାଇ କରତ କଳ ସହ ବ୍ୟାପକ ପରିମାଣର ପଟା ଓ କାଠ ଗଣ୍ଡି ଜବତ
Read More...

କରୋନା ଯୁଦ୍ଧର ଅନ୍ୟ ଦୁଇଜଣ ସାରଥୀ ।

ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୩୦.୦୫.୨୦୨୦ )-:କରୋନା ଦୁର୍ଦଶା ବେଳେ ବିଭିନ୍ନ ଯୋଦ୍ଧାଙ୍କ ନାମ ଆମେ ଜାଣୁଛେ । ପ୍ରକୃତି ର ଏହି ଦୁର୍ଦିନ ବେଳର ସେନା ନାମକୁ ସାର୍ଥକ କରି ଜନସାଧାରଣ ସାଙ୍ଗ କୁ ସଂଗରୋଧ କେନ୍ଦ୍ରରେ ସଚେତନ କରିବା ସହ ସେମାନଙ୍କୁ ସେବା ଯୋଗାଉଛନ୍ତି । ସେମାନେ
Read More...

କ୍ଵାରେଣ୍ଟାଇନ ସେଣ୍ଟରରୁ ପ୍ରବାସୀଙ୍କ ଟଙ୍କା ଓ ମୋବାଇଲ ଲୁଟ୍ ଅଭିଯୋଗ ।

ଗଞ୍ଜାମ ( LR NEWS ଟୁକୁନା ପ୍ରଧାନ, ୨୯.୦୫.୨୦୨୦) - : ଛତ୍ରପୁର ବ୍ଲକ ଅନ୍ତର୍ଗତ ଭିକାରୀପଲ୍ଲୀ ପଞ୍ଚାୟତ ଶ୍ରୀହରିହରେଶ୍ୱର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଥିବା କ୍ୱାରାଣ୍ଟାଇନ ସେଣ୍ଟରରୁ ଏକପ୍ରବାସୀ ଓଡିଆଙ୍କ ଟଙ୍କା, ମୋବାଇଲ ଚୋରି ହୋଇଥିବା ଛତ୍ରପୁର ଥାନାରେ ଅଭିଯୋଗ ହୋଇଛି ।
Read More...

କ୍ୱାରେଣ୍ଟାଇନରୁ ୧୪ଦିନ ଫେରନ୍ତା ପ୍ରବାସୀଙ୍କୁ ୧୦୦୦ଟଙ୍କା ଲେଖାଏଁ ବାଣ୍ଟିଲେ ଜିଲ୍ଲାପାଳ ।

ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୨୯.୦୫.୨୦୨୦)- :ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକକୁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପରିଦର୍ଶନ କରି ଖମାର କ୍ୱାରେଣ୍ଟାଇନ କେନ୍ଦ୍ରକୁ ବୁଲି ଦେଖିଥିଲେ । ଉକ୍ତ କ୍ୱାରେଣ୍ଟାଇନ କେନ୍ଦ୍ରର ପ୍ରବାସୀ ମାନେ ଶୁକ୍ରବାର ୧୪ଦିନ ପୁରୁ ଥିବା ବେଳେ ସମସ୍ତ
Read More...

ଭାରସାମ୍ୟ ହରାଇ ଓଲଟିଲା ଆମ୍ବ ବୋଝେଇ ପିକଅପ୍ ଭ୍ଯାନ ।

ଖୋର୍ଦ୍ଧା , ( LR NEWSଟୁକୁନା ପ୍ରଧାନ , ୨୯.୦୫.୨୦୨୦) - : ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ରାମେଶ୍ବର ଠାରେ ଏକ ଓ ଡି୨୯ ସି ୭୮୧୩ ନମ୍ବର ବିଶିଷ୍ଟ ଆମ୍ବ ବୋଝେଇ ପିକଅପ୍ ଭ୍ଯାନ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଫଳରେ ଡ଼୍ରାଇଭର ଆହତ ହୋଇଥିବା ସୂଚନା ମିଳିଛି ।ଖବର ମୁତାବକ ଆମ୍ବ ବୋଝେଇ
Read More...