Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ, ସୁମଣ୍ଡଳ ପଞ୍ଚାୟତ ୭ ଦିନିଆ ସଟ୍ ଡାଉନ ଘୋଷଣା।

ଗଞ୍ଜାମ, (LR NEWSଟୁକୁନା ପ୍ରଧାନ ୨୬.୦୬.୨୦୨୦) – : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ମୁକାବିଲା ପାଇଁ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି। ଗଂଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ପଂଚ।ୟତ ସରପଞ୍ଚ ସନ୍ତୋସିନୀ ସାହୁ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରିଛନ୍ତି। ଉକ୍ତ ପଂଚାୟତରେ କରୋନା ପଜିଟିଭ ସଂଖ୍ୟ ବଢିବା ପରେ ଗୁରୁବାର ଦିନ ସରପଞ୍ଚ ଶ୍ରୀମତୀ ସାହୁ ବିଡ଼ିଓ ତହସିଲଦାର ଙ୍କୁ ଜଣାଇବା ପରେ ଶୁକ୍ରବାର ଦିନ ୭ ଦିନିଆ ସଟ ଡାଉନ ଜାରୀ କରିଛନ୍ତି। ଧେଣ୍ଡୁରା ଦ୍ୱାରା ପ୍ରଚାର କରି ପଂଚାୟତର ଜନସାଧାରଣଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ କି ଆଜି ଠାରୁ ଏହି ସଟ ଡାଉନ ଜାରି କରାଯାଇଛି, ଏଣୁ ଆବଶ୍ୟକ ଜିନିଷ ପତ୍ର କ୍ରୟ କରି ରଖନ୍ତୁ ।ଏହି ସଟ୍ ଡାଉନ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ଜାରିରହିବ ।

Leave A Reply

Your email address will not be published.

twelve − four =