Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଚୋରା ମାଟି ଚାଲାଣ ବେଳେ ୪ ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ, ଛଅ ଜଣଙ୍କୁ ଗିରଫ କଲା ଖଲ୍ଲିକୋଟ ପୋଲିସ ।

ଗଞ୍ଜାମ, (ଟୁକୁନା ପ୍ରଧାନ, ୧୩.୦୫.୨୦୨୦) – : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ ବ୍ୟାପକ ଚୋରା ବାଲି, କାଠ ଓ ମରମ ଚାଲାଣ ହେଉଥିବା ବେଳେ ଗତ କାଲି ମଧ୍ୟରାତ୍ର ରେ ଖଲ୍ଲିକୋଟ ପୋଲିସ ବିଶେଷ ସୁତ୍ର ରୁ ଖବର ପାଇ ଥାନା ଅଧିକାରୀ ଶ୍ରୀ ସତ୍ୟ ରଞ୍ଜନ ପ୍ରଧାନଙ୍କ ତତ୍ୱାବଧାନ ରେ ସବ ଇନ୍ସପେକ୍ଟର ସିଲୁ ଧଳ, ଭେଜିପୁଟ ଫାଣ୍ତି ଅଧିକାରୀ ଟୁନା ପିଡ଼ିକା ଓ ଅନ୍ୟ କର୍ମଚାରୀଙ୍କ ମଧ୍ୟରେ ରୁଦ୍ର ପ୍ରସାଦ ଭଟ୍ଟମିଶ୍ର, ଜି. ଚିରଂଜିବି ପ୍ରଧାନ ଓ ସୁରେନ୍ଦ୍ର ଶବର ମିଳିତ ଭାବେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ସିଙ୍ଗଡ଼ାପଲ୍ଲୀ ନିକଟସ୍ଥ ଏକ ବିଲ ଭିତରୁ ମାଟି ଚୋରା ଚାଲାଣ କରୁଥିବା ଚାରୋଟି ଟ୍ରାକ୍ଟର ( OD07T3139, OR O7R0237, ODO7K0048, OR O7J5052) ଓ ଗୋଟିଏ JCB (ODO7Y4326) କୁ ଅତର୍କିତ ଭାବେ ଚଢ଼ାଉ କରିବା ସହିତ ପାଞ୍ଚ ଜଣ ଡ୍ରାଇଭର ଓ ଜଣେ ଦଲାଲ କୁ ଗିରଫ କରିବା ସହ ଖଲ୍ଲିକୋଟ ଥାନା କେସ୍ ନଂ 167/2020 u/s 379/34 Ipc rw SEC 18 ଆଧାର ରେ ଆଜି ଗିରଫ ହୋଇଥିବା ଛଅଜଣ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ଥାନା ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

3 × 4 =