Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

Monthly Archives

July 2020

କୋଦଳା ଅଗ୍ନିଶମ ବିଭାଗ ଦ୍ଵାରା ସାନିଟାଇଜ ହେଲା ଅଙ୍ଗାରଗାଁ ପଞ୍ଚାୟତ ।

ଗଞ୍ଜାମ,( ୧୯.୦୭.୨୦୨୦) - : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତର ଅଙ୍ଗାରଗାଁ , ନୂଆଗଡ଼ ଗ୍ରାମ ରେଡ୍ ଜୋନ୍ ତାଲିକା ରେ ଥିବା ବେଳେ । ଆଜି ଅଙ୍ଗାରଗାଁ ପଞ୍ଚାୟତ କୁ କୋଦଳା ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ କରାଯାଇଛି ।କୋଦଳା ଅଗ୍ନିଶମ ଅଧିକାରୀ ସୂରଜୟ
Read More...

ଅବସର ପ୍ରାପ୍ତ ଶିକ୍ଷକଙ୍କ ପରଲୋକ ।

ଗଞ୍ଜାମ, ( LR NEWS୧୯.୦୭.୨୦୨୦)-: ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତର ଭାଲିଆଝର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ମୃତ୍ୟୁଞ୍ଜୟ ଜେନା( ୭୩) ଙ୍କର ଆଜି ପୂର୍ବାହ୍ନରେ ନିଜ ବାସ ଭବନରେ ଦେହାନ୍ତ ହୋଇଯାଇଛି l ଆଜି ସକାଳୁ ଉଠି ନିଜର ନିତ୍ୟକର୍ମ ସlରିବା
Read More...

କଣ୍ଟେନମେଣ୍ଟ ଜୋନ୍ ଏବଂ ବଫର ଜୋନ୍ ଘୋଷଣା କଲେ ଗଞ୍ଜାମ ଜିଲ୍ଲାପାଳ ।

ଗଞ୍ଜାମ, (LR NEWSଟୁକୁନା ପ୍ରଧାନ, ୧୯.୦୭.୨୦୨୦) - : ଗଞ୍ଜାମରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ ବେଗୁନିଆପଡା ବ୍ଲକରେ ମଧ୍ୟ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମର୍ଦ୍ଦକୋଟ ପଞ୍ଚାୟତର ମର୍ଦ୍ଦକୋଟ କଣ୍ଟାପଡ଼ା
Read More...

ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନା ଙ୍କୁ ହତ୍ୟା ଉଦ୍ୟମ ।

ଗଞ୍ଜାମ, ( LR NEWSଟୁକୁନା ପ୍ରଧାନ, ୧୯.୦୭.୨୦୨୦) - : ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନାଙ୍କୁ ରାସ୍ତାରୁ ହଟାଇବା ପାଇଁ ବଡ଼ ଧରଣର ବ୍ଲୁ-ପ୍ରିଣ୍ଟ୍‌ ପ୍ରସ୍ତୁତ ହୋଇଥିଲା। ମଧ୍ୟରାତ୍ରିରେ ଦୁର୍ବୃତ୍ତ ଛକି ରହିଥିବା ବେଳେ ବିଭୂତିଙ୍କ ଜଣେ ସହଯୋଗୀଙ୍କ ନିଦ ଭାଙ୍ଗି
Read More...

ଅଙ୍ଗାରଗାଁ ରେ ସ୍ଵେଚ୍ଛାସେବୀ ମାନେ ମଦ ଜବତ କରି ପୋଡ଼ିଲେ

ଗଞ୍ଜାମ, (LR NEWS ପ୍ରଧାନ, ୧୮.୦୭.୨୦୨୦) - : ଗଞ୍ଜାମ ଜିଲ୍ଲା ରେ କରୋନା ଭାଇରସ ଆତଙ୍କ ଖେଳେଇଥିବା ବେଳେ ଲୋକମାନେ ଭୟଭୀତ ଥିବା ବେଳେ ଏବଂ ପ୍ରଶାସନ ପକ୍ଷରୁ ବ୍ଯାପକ କଟକଣା ଲାଗୁ ସତ୍ତ୍ୱେ କିଛି ବ୍ୟକ୍ତି ବିଭିନ୍ନ ଅସାଧୁ କାର୍ଯ୍ୟ ରେ ଲିପ୍ତ ରହୁଥିବା ର ନଜରକୁ ଆସିଛି ।
Read More...

କୋଦଳା ଏନ୍ଏସି ରେ କୋଭିଡ୍ ମନିଟରଙ୍କ ତାଲିମ୍ ଶିବିର।

ଗଞ୍ଜାମ , ( ଟୁକୁନା ପ୍ରଧାନ, ୧୭.୦୭.୨୦୨୦) - : ଗଞ୍ଜାମ ଜିଲ୍ଲାରେ ଦ୍ରୁତ ଗତିରେ ସଂକ୍ରମିତ ହେଉଛି କରୋନା ମହାମାରୀ ।ବେଗୁନିଆପଡା ବ୍ଲକ ଓ କୋଦଳା ଏନ୍ଏସି ସେହି ତୁଳନାରେ ବଢିବାରେ ଲାଗିଛି ।ରୋଗୀ ମାନଙ୍କୁ ବିଭି୍ନ୍ନ କୋଭିଡ ମେଡିକାଲ ନ ପଠାଇ ନିଜ ଅଞ୍ଚଳ ରେ ହିଁ ସେମାନଙ୍କୁ
Read More...

ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ମର୍ଦ୍ଦକୋଟ ସରପଞ୍ଚ ପରିସ୍ଥିତିକୁ ଦୃଷ୍ଟିରେ ରଖି ୭ ଦିନିଆ ସଟ୍ ଡାଉନ।

ଗଞ୍ଜାମ, ( LR NEWSଟୁକୁନା ପ୍ରଧାନ, ୧୭.୦୭.୨୦୨୦)-: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ମୁକାବିଲା ପାଇଁ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି। ଗଂଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମର୍ଦ୍ଦକୋଟ ପଂଚାୟତ ସରପଞ୍ଚ ଶ୍ରୀମତୀ ସାଗରିକା ନାୟକ ଜିଲ୍ଲାପାଳ
Read More...

ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ‘କରୋନା’ ପାଣ୍ଠିକୁ ୧ କୋଟି ୭ ଲକ୍ଷ ୯୦ ହଜାର ୧ ଶହ ଟଙ୍କା…

LR NEWS ୧୫/୭- ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିନସ୍ଥ ସମସ୍ତ ପ୍ରାଥମିକ, ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷୟତ୍ରୀ, ସହକାରୀ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ, ୧୦ଟି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯାଳୟର କର୍ମଚାରୀ, ଜିଲ୍ଲା ସମଗ୍ର ଶିକ୍ଷା ପ୍ରକଳ୍ପ କାର୍ଯାଳୟର
Read More...

କରୋନା ଯୋଗୁଁ ମରି ଯାଇଛି ମାନବିକତା।

ଗଞ୍ଜାମ, ( LR NEWSଟୁକୁନା ପ୍ରଧାନ, ୧୫.୦୭.୨୯୨୦) - : କରୋନା ଯୋଗୁଁ ମରି ଯାଇଛି ମାନବିକତା । କରୋନା ସଂକ୍ରମଣରୁ ବଳି ପଡ଼ିଛି ରୋଗୀଙ୍କ ପ୍ରତି ଛୁଆଁ ଅଛୁଆଁ ମନୋଭାବ। ଗଞ୍ଜାମ ଜିଲ୍ଲାବାସୀଙ୍କ ପ୍ରତି ଏଭଳି ମନୋଭାବ ସାଂଘାତିକ ରୂପ ନେବାକୁ ବସିଲାଣି। ଜୀବନ ବଞ୍ଚାଇବା ପାଇଁ ଗୋଟିଏ ‌
Read More...

ମଦ ପିଇବା ବାରଣ କାଳ ହେଲା : ବାର କର୍ମଚାରୀଙ୍କୁ ଛୁରିଭୁଷି ହତ୍ୟା

: ଖୋର୍ଦ୍ଧାLR NEWS : କୋଭିଡ ନିୟମ ପାଳନ କରି ମଦ ପିଇବାକୁ ବାରଣ କରିବା ଜଣେ ବାର କର୍ମଚାରୀଙ୍କ ମୃତ୍ୟୁର କାରଣ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ସଂଘବଦ୍ଧ ଆକ୍ରମଣରେ ଜାତୀୟ ରାଜପଥ ୧୬କଡରେ ଥିବା ଏକ ବାର କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ଖୋର୍ଦ୍ଧା ପୌରାଞ୍ଚଳ ଉପର ସାହି ଅଜୟ
Read More...