Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

Monthly Archives

April 2020

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ସ୍ବରୂପ କୃତଜ୍ଞତାପତ୍ର ପ୍ରଦାନକଲା ବିଜେପି।

ଖୋର୍ଦ୍ଧା (LR NEWS ତା ୨୧/୦୪.) ମହାମାରୀ କରୋନା ବିରୁଦ୍ଧରେ ଯୁଦ୍ଧଲଢି ବିଜୟପ୍ରାପ୍ତହେବାପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ରମୋଦିଙ୍କ ଆହ୍ବାନକୁ ସମ୍ମାନଜଣାଇ ଖୋର୍ଦ୍ଧାବ୍ଳକ୍ ବାଜପୁର ଓ ନନ୍ଦପୁରଠାରେ ବିଜେପି କୃଷକମୋର୍ଚ୍ଚା ତରଫରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନାଜ୍ଞାପନ
Read More...

ନିଆରା ମଣିଷ ପ୍ରଭାତ ପେସା ରେ ସାମ୍ବାଦିକ ନିଶା ରେ ସମାଜସେବା।

ଖୋର୍ଦ୍ଧା (LR News, ୨୧.୦୪.୨୦୨୦) – : କରୋନା ଭାଇରସ ପାଇଁ ଲକ୍ ଡାଉନ ଯୋଗୁଁ ବିଭିନ୍ନ ଦୋକାନ ବଜାର , ହୋଟେଲ ବନ୍ଦ ରହୁଥିବା ଫଳରେ ଜନସାଧାରଣ ଠାରୁ ବେଶୀ ହଇରାଣ ହେଉଛନ୍ତି ପଶୁପକ୍ଷୀ ମାନେ । ଖୋର୍ଦ୍ଧା ଅଞ୍ଚଳରେ କିଛି ଗାଈ ଗୋରୁ ଓ ବୁଲା କୁକୁର ମାନେ ଗୋଟିଏ ସ୍ଥାନ ରେ ବୁଲୁଥିବା ବେଳେ
Read More...

ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହାୟତା ପ୍ରଦାନ।

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୨୧.୦୪.୨୦୨୦) - :ଆଜି ଗଞ୍ଜାମ ଜିଲ୍ଲା ବୁଗୁଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ବୁଗୁଡା ଏନଏସି ବିଜୁ ଜନତା ଦଳର ଜନ ପ୍ରତିନିଧି ମାନେ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ୫୩,୦୦୦ ହଜାର ଟଙ୍କା ଓ କିଛି ବଦାନ୍ୟ ବ୍ୟକ୍ତି ୬୨,୦୦୦ ହଜାର ଟଙ୍କା
Read More...

ଗଞ୍ଜାମରେ ଗତକାଲି କୋହଳ ହୋଇଥିବା ନିୟମ ପୁଣି ପରିବର୍ତ୍ତନ ହେଲା।

ଗଞ୍ଜାମ (LR News, ଟୁକୁନା ପ୍ରଧାନ, ୨୦.୦୪.୨୦୨୦) - : ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସରକାରଙ୍କ ନିର୍ଦ୍ଦେଶନାମାକୁ ନେଇ ଗତକାଲି କରୋନା କଟକଣାକୁ କୋହଳ କରାଯାଇଥିଲା। ଅପ୍ରେଲ ୨୦ ତାରିଖଠାରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଦିନସାରା ଖୋଲା ରହିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ମାତ୍ର
Read More...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ ।

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୨୦.୦୪.୨୦୨୦) -: କରୋନା ଭାଇରସ ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ରାଜନୈତିକ ନେତୃବୃନ୍ଦ , ସମାଜସେବୀ ଏବଂ ବହୁ ସ୍ଵେଚ୍ଛାସେବୀ ସଂଗଠନ ନିଜର ସାମର୍ଥ୍ୟ ମୁତାବକ ସହାୟତା ରାଶି ପ୍ରଦାନ
Read More...

ଲିଜ୍ ଧାରୀ ଓ ଅଣ ଲିଜ୍ ଧାରୀ ଙ୍କ ଭିତରେ ବୋମାମାଡ ହୋଇଥିବା ନେଇ ସାଧାରଣରେ ଆଲୋଚନା ହେଉଛି।

ଗଞ୍ଜାମ,(LR News, ଟୁକୁନା ପ୍ରଧାନ, ୨୦.୦୪. ୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ତାଳଗାଁ ନିକଟସ୍ଥ ଏକ ନମ୍ବର କାଜୁ ଜଙ୍ଗଲ କୁ ନେଇ ଲିଜ୍ ଧାରୀ ଓ ଅଣ ଲିଜ୍ ଧାରୀ ଙ୍କ ଭିତରେ ବୋମାମାଡ ହୋଇଥିବା ନେଇ ସାଧାରଣରେ ଆଲୋଚନା ହେଉଛି। ଏବଂ ଏହି ବୋମାମାଡ ରେ ଦୁଇ
Read More...

ନିଆରା ମଣିଷ ରଜନୀକାନ୍ତ ପେସା ରେ ଗୃହରକ୍ଷୀ ନିଶା ରେ ସମାଜସେବା

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୨୦.୦୪.୨୦୨୦) - : କରୋନା ଭାଇରସ ପାଇଁ ଲକ୍ ଡାଉନ ଯୋଗୁଁ ବିଭିନ୍ନ ଦୋକାନ ବଜାର , ହୋଟେଲ ବନ୍ଦ ରହୁଥିବା ଫଳରେ ଜନସାଧାରଣ ଠାରୁ ବେଶୀ ହଇରାଣ ହେଉଛନ୍ତି ପଶୁପକ୍ଷୀ ମାନେ । ଆଜି ଗଞ୍ଜାମ ଜିଲ୍ଲା କୋଦଳା ଅଞ୍ଚଳରେ କିଛି ମାଙ୍କଡ ମାନେ ଗୋଟିଏ ସ୍ଥାନ ରେ
Read More...

ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହାୟତା ପ୍ରଦାନ।

ଗଞ୍ଜାମ, (LR News, ୧୮.୦୪.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା ବୁଗୁଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ବୁଗୁଡା ବ୍ଲକ ବିଜୁ ଜନତା ଦଳର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧,୨୨,୦୦୦ ହଜାର ଟଙ୍କା ଓ କିଛି ବଦାନ୍ୟ ବ୍ୟକ୍ତି ୨୦,୦୦୦ ହଜାର ଟଙ୍କା ଆର୍ଥିକ ସହାୟତା
Read More...

ଗ୍ରାମୀଣ ଡାକ ବିଭାଗ ର ସେବାପ୍ରଦାନ ସହ ସଚେତନତା କରୁଛନ୍ତି।

ଗଞ୍ଜାମ, (LR News, ୧୮.୦୪.୨୦୨୦) - : କରୋନା ମହାମାରୀ ର ମୁକାବିଲା ପାଇଁ ସମଗ୍ର ଦେଶ ଲଢେଇ ଜାରି ରଖିଥିବାବେଳେ ଜନସାଧାରଣ ଙ୍କ ପାଇଁ ଉତ୍ସାହ ର ସହିତ ନିରବଚ୍ଛିନ୍ନ ଭାବେ ସେବା ଯୋଗାଉଛି ଭାରତୀୟ ଡାକ ବିଭାଗ ଗ୍ରାମୀଣ ଡାକ କର୍ମଚାରୀ ମାନଙ୍କର ଜରୁରୀକାଳୀନ ସେବା ଜନସାଧାରଣ ଙ୍କ ଆସ୍ଥା
Read More...

ବିଭିନ୍ନ ସଙ୍ଗଠନ ପକ୍ଷରୁ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହାୟତା ପ୍ରଦାନ।

ଗଞ୍ଜାମ, (LR News, ୧୮.୦୪.୨୦୨୦) - : କରୋନା ପାଇଁ ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ପୋଲସରା ବିଜୁ ଜନତା ଦଳର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୬୨,୦୦୦ ହଜାର ଟଙ୍କା ଓ ମା ରତନୀ ଅଟୋ ସଂଘ ୨୫,୦୦୦ ହଜାର ଟଙ୍କା ,ଜୟ ଜଗନ୍ନାଥ ଅଟୋ ସଂଘ ୧୫,୦୦୦ ହଜାର ଟଙ୍କା
Read More...