Trending Now
- ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
- ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
- ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।
Browsing Category
ରାଜ୍ୟ
ଆଜି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ସତସଙ୍ଗ ବିହାର ର ବାର୍ଷିକ ଉତ୍ସବ ଏବଂ ଶ୍ରୀ ଶ୍ରୀ ଠାକୁର ଅନୁକୂଳ…
ଗଞ୍ଜାମ, (LR News, ଟୁକୁନା ପ୍ରଧାନ , ୧୫.୦୨.୨୦୨୦) - : ଆଜି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ସତସଙ୍ଗ ବିହାର ର ବାର୍ଷିକ ଉତ୍ସବ ଏବଂ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୨ ତମ ଜନ୍ମ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର!-->…
Read More...
Read More...
ବେଗୁନିଆ ବ୍ଲକ ଅଫିସ ସମ୍ମୁଖରେ ଆବାସ ଯୋଜନାରୁ ବଞ୍ଚିତ ସିକୋ ପଞ୍ଚାୟତ ସମେତ ବିଭିନ୍ନ ପଞ୍ଚାୟତର ଶତାଧିକ ହିତାଧିକାରୀ…
ବେଗୁନିଆ ବ୍ଲକ ଅଫିସ ସମ୍ମୁଖରେ ଆବାସ ଯୋଜନାରୁ ବଞ୍ଚିତ ସିକୋ ପଞ୍ଚାୟତ ସମେତ ବିଭିନ୍ନ ପଞ୍ଚାୟତର ଶତାଧିକ ହିତାଧିକାରୀ ମାନଙ୍କ ବିକ୍ଷୋଭ।
Read More...
Read More...
ବେଗୁନିଆ ସରସ୍ଵତୀ ଶିଶୁ ମନ୍ଦିରରେ ଆଜି ଆନନ୍ଦ ଉଲ୍ଲାସର ସହ ପିତାମାତା ଦିବସ ପାଳିତ ହୋଇଥିଲା।
ବେଗୁନିଆ:୧୪/୨ବେଗୁନିଆ ସରସ୍ଵତୀ ଶିଶୁ ମନ୍ଦିରରେ ଆଜି ଆନନ୍ଦ ଉଲ୍ଲାସର ସହ ପିତାମାତା ଦିବସ ପାଳିତ ହୋଇଥିଲା।
ପ୍ରଧାନ ଆଚାର୍ଯ୍ୟ ବିଜୟ କୁମାର ରଥଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ରଘୁନାଥ ମହାନ୍ତି ଏବଂ ସମ୍ମାନନୀୟ ଅତିଥି ଭାବେ ସମାଜସେବୀ ନିରୋଜ କାନ୍ତ ପ୍ରଧାନ!-->!-->!-->…
Read More...
Read More...
ଗଞ୍ଜାମ ଜିଲ୍ଲା କୋଦଳା ଏନ୍ ଏ ସି ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପୁଣି ଦେଖାଦେବ ଡାକ୍ତର ସମସ୍ୟା
ଗଞ୍ଜାମ, (LRNews, ଟୁକୁନା ପ୍ରଧାନ ୧୪.୦୨. ୨୦୨୦) - : ଗଞ୍ଜାମ ଜିଲ୍ଲା କୋଦଳା ଏନ୍ ଏ ସି ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପୁଣି ଦେଖାଦେବ ଡାକ୍ତର ସମସ୍ୟା । ଦୈନଦିନ ଏହି ସ୍ୱାସ୍ଥ୍ୟ କେନ୍ଦ୍ର କୁ ସତାଧିକ ରୋଗୀ ଆସନ୍ତି ଚିକିତ୍ସା ନିମନ୍ତେ । ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ମୋଟ!-->…
Read More...
Read More...
ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସାଙ୍କୁଡା ସ୍ଥିତ ମା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପିତୃ…
ଗଞ୍ଜାମ, (LRNews, ଟୁକୁନା ପ୍ରଧାନ, ୧୪.୦୨.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସାଙ୍କୁଡା ସ୍ଥିତ ମା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପିତୃ ମାତୃ ପୂଜନ ଦିବସ ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ସଂସ୍କୃତିର ମାତୃ ପିତୃ ଭକ୍ତିର!-->…
Read More...
Read More...
ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୧୩.୦୨.୨୦୨୦) - : କିଛିଦିନ ପୂର୍ବରୁ ସୁରାଟ ଠାରେ ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳର ଭାବରଡ଼ା ଗ୍ରାମର ଜୈନକ ସୂତାକଳ ଶ୍ରମିକ ପ୍ରଫୁଲ୍ଲ ସେଠୀଙ୍କ ମୃତ୍ଯ ହୋଇଥିଲା । ଆଜି ତାଙ୍କ ମର ଶରୀର ଭୁବନେଶ୍ୱର ବିମାନ ବନ୍ଦର ଠାରେ ପହଁଚିଛି।ଓଡ଼ିଶା!-->…
Read More...
Read More...
ନଗୁଡୁ ହାଇ ସ୍କୁଲ ଛାତ୍ରୀଙ୍କ ଆଡ଼ମିଟକାର୍ଡ଼ ଆସିଲା
ବୁଗୁଡା ୧୩/୦୨ ଡ଼ଃ କୁମୁଦ ଚନ୍ଦ୍ର ବେହେରା ( L.R. News ) ବୁଗୁଡା ବ୍ଲକ ଅନ୍ତର୍ଗତ ନଗୁଡୁ ସରକାରୀ ନୋଡାଲ ନଟବର ଶିକ୍ଷା ନିକେତନର ଜଣେ ଛାତ୍ରୀଙ୍କ ଆଡମିଟକାର୍ଡ଼ ଆସିନଥିବା ନେଇ କେତକ କଲେଜ ଛାତ୍ର ଓ କେତକ ଗ୍ରାମବାସୀ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା!-->…
Read More...
Read More...
ରାମେଣ୍ଡା କ୍ରିକେଟ ଟୁର୍ଣାମେଣ୍ଟ , ବୁଗୁଡା ଚମ୍ପିୟାନ
ବୁଗୁଡା ୧୨/୦୨ ଡ଼ଃ କୁମୁଦ ଚନ୍ଦ୍ର ବେହେରା ( L.R.News )ବୁଗୁଡା ବ୍ଲକ ଅନ୍ତର୍ଗତ ରାମେଣ୍ଡା ମା ଠାକୁରାଣୀ କ୍ରିକେଟ ଟୁର୍ଣାମେଣ୍ଟ ବୁଧବାର ଦିନ ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ ବୁଗୁଡା ଟିମ ଓ ଗୋଲିଆ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ସଂଘର୍ଷ ପୂର୍ଣ୍ଣ ମ୍ୟାଚରେ ବୁଗୁଡା ଟିମ!-->…
Read More...
Read More...
୧ ଲକ୍ଷ ପ୍ରେରଣା ଗ୍ରୀନ୍ ଆର୍ମୀଙ୍କ ସମାବେଶ ହେବ ଏି୍ରଲ ୧ରେ,
ଖୋର୍ଦ୍ଧା- ତା.୧୨/୦୧- ବି୍ଲବର ମାଟି ଖୋର୍ଦ୍ଧା । ଭାରତର ୍ରଥମ ସ୍ୱାଧୀନତା ସଂଗ୍ରାମ ଆରମ୍ଭ ହୋଇଥିଲା ଖୋର୍ଦ୍ଧାରୁ । ଏବେ ସମଗ୍ର ବିଶ୍ୱର ମହାସଙ୍କଟ ହେଉଛି, କ୍ଲାଇମେଟ ଚେଂଜ, ଗ୍ଲୋବାଲ ୱାରମିଙ୍ଗ, ରିବେଶ ୍ରଦୂଷଣ ଆଦି ସମସ୍ୟା । ଏହାର ୍ରଭାବରେ ୃଥିବୀର ବହୁ ଜୀବ, ଜନ୍ତୁ ଲୋପ!-->…
Read More...
Read More...
ବୁଗୁଡା ବ୍ଲକ ସ୍ତରୀୟ କୃଷକ ସମ୍ପର୍କ ମେଳା
ବୁଗୁଡା ବ୍ଲକ ସ୍ତରୀୟ କୃଷକ ସମ୍ପର୍କ ମେଳା
~~~~
ବୁଗୁଡା ୧୨/୦୨ ଡ଼ଃ କୁମୁଦ ଚନ୍ଦ୍ର ବେହେରା ( L.R News )ଓଡିଶା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବୁଗୁଡା ବ୍ଲକ ସ୍ତରୀୟ କୃଷକ ସମ୍ପର୍କ ମେଳା ବୁଧବାର ଦିନ କାନସୁକା ଗ୍ରାମରେ!-->…
Read More...
Read More...