Trending Now
- ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
- ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
- ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।
Browsing Category
ରାଜ୍ୟ
ଶ୍ରୀ ଶ୍ରୀ ଶ୍ରୀ ବାବା ଉମାମହେଶ୍ୱରଙ୍କ ପୀଠରେ ଜାଗର ଯାତ୍ରା ବହୁ ଆଡମ୍ବରରେ ଅନୁଷ୍ଠିତ ହୋଇଛି ।
ଖୋର୍ଦ୍ଧା (LR News , ସୁଧାଂଶୁ ଶେଖର ପରିଡା ,22/02/2020 ଶ୍ରୀ ଶ୍ରୀ ଶ୍ରୀ ବାବା ଉମାମହେଶ୍ୱରଙ୍କ ପୀଠରେ ଜାଗର ଯାତ୍ରା ବହୁ ଆଡମ୍ବରରେ ଅନୁଷ୍ଠିତ ହୋଇଛି l । ଏହି ପର୍ବରେ ହଜାର ହଜାର ଭକ୍ତ ମାନେ ନିଜ ମାନସିକ ପୂରଣ ପାଇଁ ମାଟି ଦୀପ ପ୍ରଜ୍ବଳନ କରିଥିଲେ । ଏବଂ ଏହି ଯାତ୍ରା ରେ!-->…
Read More...
Read More...
ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କ INS CHILKA ପରିଭ୍ରମଣ ।
ଖୋର୍ଦ୍ଧା (LR News , ସୁଧାଂଶୁ ଶେଖର ପରିଡା ,21/02/2020 ) -: ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କ INS CHILKA ପରିଭ୍ରମଣ l ଆଜି ଆଇ.ଏନ.ଏସ ଚିଲିକା ଭାରତୀୟ ନୌସେନାର ପ୍ରାରମ୍ଭିକ ନାବିକ ପ୍ରଶିକ୍ଷଣ କେନ୍ଦ୍ର ତାହାର 40ତମ ବାର୍ଷିକ ଉତ୍ସବ ପାଳନ କରୁଅଛି l ଏହି 2ଦିନ ଆଇ.ଏନ.ଏସ!-->…
Read More...
Read More...
ଖୋର୍ଦ୍ଧା ଏସ୍. ପି ଶ୍ରୀଯୁକ୍ତ ଅଜେୟ ପ୍ରତାପ ସ୍ଵାଇଁ ଙ୍କଖୋର୍ଦ୍ଧାର ବିଭିନ୍ନ ଶିବ ମନ୍ଦିର ପରିଦର୍ଶନ।
ଖୋର୍ଦ୍ଧା( LR News ୨୧/୨/୨୦)- ଆଜି ପବିତ୍ର ଜାଗର ଉପଲକ୍ଷେ ଶିବ ମନ୍ଦିର ମାନଙ୍କରେ ଜନସମାଗମ ଓ ପ୍ରବଳ ଭିଡ କୁ ଦୃଷ୍ଟିରେ ରଖି ନିଜେ ବିଭିନ୍ନ ମନ୍ଦିର ବୁଲି ସ୍ଥିତି ଅନୁଧ୍ୟାନ କରିବା ସହିତ ଖୋର୍ଦ୍ଧା ପୋଲିସ ଜିଲ୍ଲା ର ସମସ୍ତ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି ସବୁ ଶିବ ମନ୍ଦିରରେ!-->…
Read More...
Read More...
ଆଜି ବାଲୁଗାଁ ଓଁ ଶାନ୍ତି ଆଶ୍ରମ ପକ୍ଷରୁ 84ତମ ତ୍ରିମୁର୍ତ୍ତି ଶିବ ଜୟନ୍ତୀ ଉପଲକ୍ଷେ 2ଦିନ ବ୍ୟାପି ଆଧ୍ୟାତ୍ମିକ…
ଖୋର୍ଦ୍ଧା (LR News , ସୁଧାଂଶୁ ଶେଖର ପରିଡା ,21/02/2020 ) -: ଆଜି ବାଲୁଗାଁ ଓଁ ଶାନ୍ତି ଆଶ୍ରମ ପକ୍ଷରୁ 84ତମ ତ୍ରିମୁର୍ତ୍ତି ଶିବ ଜୟନ୍ତୀ ଉପଲକ୍ଷେ 2ଦିନ ବ୍ୟାପି ଆଧ୍ୟାତ୍ମିକ ମେଳା ର ଆୟୋଜନ କରାଯାଇଛି l ଏଥିରେ ଚିଲିକା ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ!-->…
Read More...
Read More...
ଗୋଡା ଲୋକନାଥ ଙ୍କ ଠାରେ ଖୋର୍ଦ୍ଧା ଜିଲ୍ଲା ସୂଚନା ଲୋକ ସଂପର୍କ ବିଭାଗ ପକ୍ଷରୁ ଏକ ସୂଚନା କେନ୍ଦ୍ର ଓ ଫଟୋ ଚିତ୍ର…
ଖୋର୍ଦ୍ଧା (LRNews ରସନା ରାଣୀ ହରିଚନ୍ଦନ ୨୧/୨/୨୦)- ଆଜି ମହାଶିବରାତ୍ରି ଉପଲକ୍ଷେ ଗୋଡା ଲୋକନାଥ ଙ୍କ ଠାରେ ସୂଚନା ଲୋକ ସଂପର୍କ ବିଭାଗ ପକ୍ଷରୁ ଏକ ସୂଚନା କେନ୍ଦ୍ର ଓ ଫଟୋ ଚିତ୍ର ପର୍ଦଶନୀ ଷ୍ଟଲ୍ କରାଯାଇଛି
ଏଥିରେ ଓଡ଼ିଶା ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟସୂଚୀ ଫଟୋ ଚିତ୍ର!-->!-->!-->!-->!-->…
Read More...
Read More...
ବିଜୁ ଯୁବ ବାହିନୀଙ୍କ ଦ୍ଵାରା ଆଜି ଅର୍ଥାତ ପବିତ୍ର ମହାଶିବରାତ୍ରି ଉପଲକ୍ଷେ ଛତ୍ରପୁର ଠାରେ ଅବସ୍ଥିତ ଥିବା…
ଗଞ୍ଜାମ, (LR News, ଟୁକୁନା ପ୍ରଧାନ , ୨୧.୦୨.୨୦୨୦) - : ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ର ବିଜୁ ଯୁବ ବାହିନୀଙ୍କ ଦ୍ଵାରା ଆଜି ଅର୍ଥାତ ପବିତ୍ର ମହାଶିବରାତ୍ରି ଉପଲକ୍ଷେ ଛତ୍ରପୁର ଠାରେ ଅବସ୍ଥିତ ଥିବା “ସମର୍ଥ ” ଶିକ୍ଷା ଅନୁଷ୍ଠାନରେ ଦୁଗ୍ଧ ବଣ୍ଟନ!-->…
Read More...
Read More...
ଖୋର୍ଦ୍ଧା ବ୍ଲକ ର ଓରବର ସିଂ ଗ୍ରାମ ପଂଚାୟତ ର ଉପନିର୍ବାଚନ ରେ କିଏ ବାଜିମାତ କରିବ ।
ଖୋର୍ଦ୍ଧା ,(LR News , ରଶନା ରାଣୀ ହରିଚନ୍ଦନ 20/02/2020 ) -: ଖୋର୍ଦ୍ଧା ବ୍ଲକ ର ଓରବର୍ ସିଂ ଗ୍ରାମ ପଂଚାୟତ ର ଉପନିର୍ବାଚନ ରେ କିଏ ବାଜିମାତ କରିବ ସେଥିପାଇଁ ଅଙ୍କ କସା ଚାଲିଥିବା ସମୟରେ ଗତ କାଲି ସଞ୍ଜୟ ରଡ଼ସିଂହ ତାଙ୍କର ବହୁ ସମର୍ଥକ ନେଇ ଖୋର୍ଦ୍ଧା ବ୍ଲକ ରେ!-->!-->!-->…
Read More...
Read More...
ଆଜି ଓଡିଶା କିନ୍ନର ଆଖଡା ର ସଭାପତି ମୀରା ପରିଡା ଙ୍କ ନେତୃତ୍ବରେ କେଦାର ଗୌରୀ ପରିସର ରେ ସଫେଇ କାର୍ଯ୍ୟ କରିଛନ୍ତି ।
ଖୋର୍ଦ୍ଧା (LR News , ସୁଧାଂଶୁ ଶେଖର ପରିଡା ,20/02/2020 ) -: ଆଜି ଓଡିଶା କିନ୍ନର ଆଖଡା ର ସଭାପତି ମୀରା ପରିଡା ଙ୍କ ନେତୃତ୍ବରେ ଆଖଡା ର ପ୍ରତେକ ଟି ସଦସ୍ୟ କେଦାର ଗୌରୀ ପରିସର ରେ ସଫେଇ କାର୍ଯ୍ୟ କରିଛନ୍ତି ।
କାଲି ଜାଗର ଯାତ୍ରା ଥିବାରୁ ଏହାକୁ ଆଖି ଆଗରେ ରଖି ସଫେଇ କାର୍ଯ୍ୟ!-->…
Read More...
Read More...
ଓଲିଉଡ଼ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ଅନୁ ଚୌଧୁରୀଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା…
ଖୋର୍ଦ୍ଧା (LR News , ସୁଧାଂଶୁ ଶେଖର ପରିଡା ,20/02/2020 ) -: ଓଲିଉଡ଼ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ଅନୁ ଚୌଧୁରୀଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ | ଅନୁ ଚୌଧୁରୀ ଏଣିକି ବେଗୁନିଆ ନିର୍ବାଚନ ମଣ୍ଡଳୀରୁ ସାଂସଦ ପ୍ରତିନିଧି ଭାବେ କାର୍ଯ୍ୟ!-->…
Read More...
Read More...
ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସ ନହରକଣ୍ଟା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ…
ଖୋର୍ଦ୍ଧା (LRNews , ସୁଧାଂଶୁ ଶେଖର ପରିଡା ,20/02/2020 ) -: ଲୋକଙ୍କୁ ଉନ୍ନତ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସ ନହରକଣ୍ଟା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ କୋଠା ଉଦ୍ଘାଟନ କରି!-->…
Read More...
Read More...