Trending Now
- ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
- ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
- ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।
Browsing Category
ରାଜ୍ୟ
ଆଜି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ଯମୁନା ସିଦ୍ଧେଶ୍ୱର ମନ୍ଦିର ପରିସରରେ ବିଶ୍ୱ ମହିଳା ଦିବସ ପାଳନ…
ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୦୮.୦୩.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ଯମୁନା ସିଦ୍ଧେଶ୍ୱର ମନ୍ଦିର ପରିସରରେ ବିଶ୍ୱ ମହିଳା ଦିବସ ପାଳନ ଏବଂ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ସାଧାରଣ ସଭା ଅନୁଷ୍ଠିତ!-->…
Read More...
Read More...
ବେଗୁନିଆ ପଡ଼ା ବ୍ଲକ ଅଙ୍ଗାର ଗାଁ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା axis Bank ଏ ଟି ଏମ୍ ଆଜକୁ ପ୍ରାୟ ପାଖା ପାଖି ୨୦…
ଗଞ୍ଜାମ, LR News, ଟୁକୁନା ପ୍ରଧାନ, ୦୮.୦୩.୨୦୨୦) - : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା axis Bank ଏ ଟି ଏମ୍ ଆଜକୁ ପ୍ରାୟ ପାଖା ପାଖି ୨୦ ଦିନ ହେଲାଣି ବନ୍ଦ ଅଛି । ଫଳରେ ବହୁ ଉପଭୋକ୍ତା ମାନେ ଅସୁବିଧାର ସମ୍ମୁଖୀନ!-->…
Read More...
Read More...
କବିତା
ଜଗତ ର ନାଥ ବୋଲି ରେ କାଳିଆ
ଜଗନ୍ନାଥ ନାମ ବହିଛୁ ll
ପତିତ ଜନ ଙ୍କୁ ଉଧାରୀବା ପାଈଁ
ପତିତ ପାବନ ବାନା ବାନ୍ଧିଛୁ (1)
ମୟୁର ଚନ୍ଦ୍ରିକା ଚୁଳ ରେ ଖୋସିଲୁ
ମୟୁର ଚୁଳିଆ ତୋ ନାମ ll
ଗୁଞ୍ଜମାଳି ହୃଦେ - ଲମ୍ବାଇ ଆନନ୍ଦେ
ମୋହିଲୁ ନନ୍ଦ ରାଣୀ!-->…
Read More...
Read More...
ଖୋର୍ଦ୍ଧାରେ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।
ଖୋର୍ଦ୍ଧା(LR NEWS ୮/୩/୨୦) ବିଶ୍ଵ ମହିଳା ଦିବସରେ ଓଡ଼ିଶା ପୋଲିସ ପରିବାର ତରଫରୁ ମହିଳାମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅଜେୟ ପ୍ରତାପ ସ୍ବାଇଁଙ୍କ ପ୍ରତ୍ୟକ୍ଷ ତତ୍ବାଧାନରେ ଅନୁଷ୍ଠିତ ହୋଇଯାଇଛି।!-->…
Read More...
Read More...
ଆଜି ଗଞ୍ଜାମ ଜିଲ୍ଲା ପୋଲସରା ଠାରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୪ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ସାଧାରଣ ସଭା…
ଗଞ୍ଜାମ, (LR News, ୦୭.୦୩.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା ପୋଲସରା ଠାରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୪ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଆସ୍କା ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟି ଯୋଗ ଦେଇଛନ୍ତି ଏବଂ ସମ୍ମାନିତ ଅତିଥି!-->…
Read More...
Read More...
ଭାଗବାନପୁରରେ ଅଗ୍ନିକାଣ୍ଡ, ୮ପରିବାରର ଘର ପୋଡି ପାଉଁଶ, ବିଧାୟକଙ୍କ ସହାୟତା ପ୍ରଦାନ
ବୁଗୁଡା (LR News) ୦୭/୦୩ ବୁଗୁଡା ବ୍ଲକ, ଭାଗବାନପୁର ଗ୍ରାମରେ ଗତ ରାତ୍ର ପ୍ରାୟ ଦୁଇ ଘଣ୍ଟା ସମୟରେ ଅଗ୍ନିକାଣ୍ଡ ଘଟି ଆଠଟି ପରିବାରର ଘରପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି। ଶୁକ୍ରବାର ରାତିରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିବାରୁ ବାଞ୍ଛାନିଧି ଗୌଡ଼,ଖଦାଳ ଗୌଡ଼, ସୁରି!-->!-->!-->!-->!-->…
Read More...
Read More...
ଗଞ୍ଜାମ ଜିଲ୍ଲା ଅଧୀନ ପ୍ରଥମରୁ ପଞ୍ଚମ ଶ୍ରେଣୀ ଥିବା ସମସ୍ତ ସରକାରୀ ସ୍କୁଲରେ ଶନିବାର ‘ନୋ ବ୍ୟାଗ୍ ଡେ’ ଆରମ୍ଭ…
ଗଞ୍ଜାମ, (LR News, ୦୭.୦୩.୨୦୨୦) - : ଗଞ୍ଜାମ ଜିଲ୍ଲା ଅଧୀନ ପ୍ରଥମରୁ ପଞ୍ଚମ ଶ୍ରେଣୀ ଥିବା ସମସ୍ତ ସରକାରୀ ସ୍କୁଲରେ ଶନିବାର ‘ନୋ ବ୍ୟାଗ୍ ଡେ’ ଆରମ୍ଭ ହୋଇଛି। ଛାତ୍ରୀଛାତ୍ରଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା ଓ ସେମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭା!-->…
Read More...
Read More...
ଗତ କାଲି ସଂଧ୍ୟାରେ ଗଞ୍ଜାମ ଏନ୍ ଏ ସି ସ୍ଥିତ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିୟମ ପରିସରରେ ଗଞ୍ଜାମ ଜ୍ଯୋତି ସମ୍ମାନ…
ଗଞ୍ଜାମ, (LR News, ୦୭.୦୩.୨୦୨୦) - : ଗତ କାଲି ସଂଧ୍ୟାରେ ଗଞ୍ଜାମ ଏନ୍ ଏ ସି ସ୍ଥିତ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିୟମ ପରିସରରେ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଭରସା , ସକ୍ଷମ, ଅପୂର୍ବା ର ମିଳିତ ଆନୁକୁଲ୍ୟରେ ଗଞ୍ଜାମ ଜ୍ଯୋତି ସମ୍ମାନ ସମାରୋହ ଏବଂ ଲୋକକଳା ମହୋତ୍ସବ ୨୦୨୦!-->…
Read More...
Read More...
ଆଜି ଗଞ୍ଜାମ ଜିଲ୍ଲା ପୋଲସରା ଏନ୍ ଏ ସି ରାଣୀପଡା ବାଲିବନ୍ଧ ହୁଡ଼ା ଗୋଷ୍ଠୀ କେନ୍ଦ୍ର,ହରିଜନ ସାହି ୱାର୍ଡ ନଂ-୬ ଗୋଷ୍ଠୀ…
ଗଞ୍ଜାମ, (LR News, , ୦୬.୦୩.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା ପୋଲସରା ଏନ୍ ଏ ସି ରାଣୀପଡା ବାଲିବନ୍ଧ ହୁଡ଼ା ଗୋଷ୍ଠୀ କେନ୍ଦ୍ର,ହରିଜନ ସାହି ୱାର୍ଡ ନଂ-୬ ଗୋଷ୍ଠୀ କେନ୍ଦ୍ର,ସିଦ୍ଧିପୁର ଗୋଷ୍ଠୀଗୃହ କୁ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିବା ସହ!-->…
Read More...
Read More...
ଆଜି ଗଞ୍ଜାମ ଜିଲ୍ଲା କୋଦଳା ତହସିଲ୍ ଅନ୍ତର୍ଗତ ଷଣ୍ଢମୂଳ ପଞ୍ଚାୟତ ପରିସରରେ “ମୋ ଗାଁ ରେ ତହସିଲ୍”…
ଗଞ୍ଜାମ, (LR News, , ୦୬.୦୩.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା କୋଦଳା ତହସିଲ୍ ଅନ୍ତର୍ଗତ ଷଣ୍ଢମୂଳ ପଞ୍ଚାୟତ ପରିସରରେ "ମୋ ଗାଁ ରେ ତହସିଲ୍" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ, ସୁପରଭାଇଜର ବୈଦ୍ୟନାଥ ଗୌଡ଼ ପ୍ରମୂଖ ଯୋଗଦେଇ ଏହି!-->…
Read More...
Read More...