Trending Now
- ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
- ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
- ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।
Browsing Category
ରାଜ୍ୟ
ଆଜି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ବେଗୁନିଆପଡା ବ୍ଲକର ଶାଙ୍କୁଡ଼ା ପଞ୍ଚାୟତରେ ଏକ ହାତ ଧୁଆ ସଚେତନତା…
ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୧୫.୦୩.୨୦୨୦) - : ରାଜ୍ୟରେ କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ବେଗୁନିଆପଡା ବ୍ଲକର ଶାଙ୍କୁଡ଼ା ପଞ୍ଚାୟତରେ ଏକ ସଚେତନତା କାର୍ଯ୍ୟକ୍ରମ କରିଛନ୍ତି । ଏହି!-->…
Read More...
Read More...
: ଆଜି ଗଞ୍ଜାମ ଆସିକା ଉପକଣ୍ଠସ୍ଥ ପୁଡୁଗେଶ୍ଵରର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ସୁରେନ୍ଦ୍ରନାଥପାତ୍ର ଅଧ୍ୟକ୍ଷତାରେ…
ଗଞ୍ଜାମ, (LR News, , ୧୫.୦୩.୨୦୨୦) - : ଆଜି ଗଞ୍ଜାମ ଆସିକା ଉପକଣ୍ଠସ୍ଥ ପୁଡୁଗେଶ୍ଵରର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ସୁରେନ୍ଦ୍ରନାଥପାତ୍ର ଅଧ୍ୟକ୍ଷତାରେ କରୋନା ଭାଇରସର ମୁକାବିଲା ନିମନ୍ତେ ଏକ ଜରୁରି କାଳିନ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମଗ୍ର ବିଶ୍ୱରେ କରୋନା ଭାଇରସ ନିଜର!-->…
Read More...
Read More...
ବେଗୁନିଆପଡା ଏବିସିଡ଼ି ପ୍ଲେ ସ୍କୁଲ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ, ୭୯ ୟୁନିଟ ରକ୍ତ ସଂଗୃହିତ
ଗଞ୍ଜାମ(LR NEWS 15/3/20) ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଏବିସିଡ଼ି ପ୍ଲେ ସ୍କୁଲ ପରିସରରେ ଆଜି କେନ୍ଦ୍ରୀୟ ମାନବ ଅଧିକାର ସୁରକ୍ଷା ସଂଗଠନ, ଗଞ୍ଜାମ ଶାଖା ଓ ଏବିସିଡ଼ି ପ୍ଲେ ସ୍କୁଲ ଆନୁକୂଲ୍ୟରେ ଏବଂ ବେଗୁନିଆପଡା ସମ୍ବାଦ ଆମ ଓଡିଶା, ଇଣ୍ଡିଆନ ୟୁଥ ଆସୋସିଏସନ ଏବଂ!-->…
Read More...
Read More...
୧୫ ଦିନ ଧରି ମିଲିଟାରି ଶିବିରରେ ରହିବା ପରେ ବ୍ରହ୍ମପୁରର ଯୁବ ଇଞ୍ଜିନିୟର ଶିବାଶିଷ ଘରକୁ ଫେରିଛନ୍ତି।
ଗଞ୍ଜାମ, (LR News, , ୧୪.୦୩.୨୦୨୦) - : ସମ୍ପ୍ରତି ବିଶ୍ୱରେ ଭୟଙ୍କର କରୋନା ଭାଇରସ୍ ଆତଙ୍କ ଜାରି ରହିଥିବା ବେଳେ ଜାପାନ ଜଳଜାହାଜରେ ଫସି ରହିଥିବା ଶିବାଶିଷ ନାୟକ ଫେବୃୟାରୀ ୨୭ରେ ଭାରତ ଫେରିଥିଲେ । ୧୫ ଦିନ ଧରି ମିଲିଟାରି ଶିବିରରେ ରହିବା ପରେ ବ୍ରହ୍ମପୁରର ଯୁବ ଇଞ୍ଜିନିୟର ଶିବାଶିଷ!-->…
Read More...
Read More...
ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କରୋନା ଭାଇରସ କୁ ନେଇ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଖୋର୍ଦ୍ଧା, (LR News, , ୧୪.୦୩.୨୦୨୦) - : କରୋନା ଭାଇରସ୍କୁ ସରକାରଙ୍କ ପକ୍ଷରୁ ବିପର୍ଯ୍ୟୟ ବୋଲି ଘୋଷଣା କରାଯାଇଛି। ଏପରିକି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଏନେଇ ନିର୍ଦ୍ଦେଶନାମା ଆସିଛି । ଆଜି ସନ୍ଧ୍ୟାରେ ଜିଲ୍ଲାପାଳ ଶିତାଂସୁ କୁମାର ରାଉତ କାର୍ଯ୍ୟାଳୟରେ ଉପସ୍ଥିତ ଅଧିକାରୀମାନଙ୍କ!-->…
Read More...
Read More...
ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ କରୋନା ସମ୍ପର୍କିତ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଖୋର୍ଦ୍ଧା (LR NEWS ତା-୧୪/୩/୨୦) କରୋନା ସମ୍ପର୍କିତ ଗୁରୁତ୍ବ ପୂର୍ଣ୍ଣ ବୈଠକ ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅଜେୟ ପ୍ରତାପ ସ୍ବାଇଁ ପ୍ରଥମେ ହାତ ଧୋଇ ଖୋର୍ଦ୍ଧା ବାସୀଙ୍କୁ ସଚେତନତା ବାର୍ତ୍ତା ଦେଇଛନ୍ତି।
ବୈଠକ ରେ ବିବୃତି ଦେଇ କରାେନା ସଂକ୍ରମଣକୁ ସଚେତନ ଓ!-->!-->!-->!-->!-->…
Read More...
Read More...
ସାମ୍ବାଦିକ ଗଣେଷ ଡାକୁଆ ଦୁର୍ଘଟଣାରେ ଗୁରୁତର ଆହତ।
ଗଞ୍ଜାମ, (LR News, , ୧୩.୦୩.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ ଗାଙ୍ଗପୁର ଠାରେ ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ ଙ୍କ ଗାଡ଼ି ଏବଂ ଗୁରୁତର ଆହାତ ଅର୍ଗସ ନ୍ୟୁଜ ପ୍ରତିନିଧି ଗଣେଷ ଡାକୁଆଙ୍କ ମୋଟର ସାଇକେଲ ଧକ୍କା ହେବା ଫଳରେ ସାମ୍ବାଦିକ ଗଣେଶ ଗୁରୁତର ଭାବେ ଆହତ!-->…
Read More...
Read More...
ମାର୍ଚ୍ଚ ୩୧ ଯାଏ ରାଜ୍ୟର ସବୁ ସ୍କୁଲ ବନ୍ଦ ପାଇଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଭୁବନେଶ୍ୱର (LR NEWS ୧୩/୩/୨୦) ମାର୍ଚ୍ଚ ୩୧ ଯାଏ ରାଜ୍ୟର ସବୁ ସ୍କୁଲ ବନ୍ଦ ପାଇଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିବା ସହ ସ୍କୁଲ ବନ୍ଦ ନେଇ ଘୋଷଣା କରିଛନ୍ତି। ଏହାସହ ସିନେମା ହଲ୍ ଓ ସୁଇମିଂ ପୁଲ୍ ମଧ୍ୟ ବନ୍ଦ!-->…
Read More...
Read More...
ନୟାଗଡ଼ ଜିଲ୍ଲାରେ ଏବେ କରୋନା ଭାଇରସ କୁ ନେଇ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି।
ନୟାଗଡ଼ ଜିଲ୍ଲା (ଏଲ୍.ଆର୍ ନ୍ୟୁଜ୍ ) ନୟାଗଡ଼ ତା-୧୩.୩.୨୦ :- ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଦୀର୍ଘଦିନ ହେବ ତାମିଲନାଡୁରେ ରହୁଥିବା ଫତେଗଡ଼ ଥାନା ଅନ୍ତର୍ଗତ ବଳଦିଆନୂଆଗାଁରେ ବିରଞ୍ଚି ରାଉତଙ୍କ ପୁଅ ମନୋଜ କୁମାର ରାଉତଙ୍କୁ କରୋନା ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି ।
ସେ!-->!-->!-->!-->!-->…
Read More...
Read More...
ବିଜୁ ମହିଳା ସମିତି ପକ୍ଷରୁ ଏନ୍ ଏ ସି ମହିଳା ବିଜେଡ଼ି ସଭାନେତ୍ରୀ ସୁଜତାରାଣୀ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ମହିଳା…
ଗଞ୍ଜାମ,( LR News, ଟୁକୁନା ପ୍ରଧାନ, ୧୨.୦୩.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା କୋଦଳା ଏନ୍ ଏ ସି ସ୍ଥିତ ଡ଼ାକ ବଙ୍ଗଳା ପରିସରରେ ବିଜୁ ମହିଳା ସମିତି ପକ୍ଷରୁ ଏନ୍ ଏ ସି ମହିଳା ବିଜେଡ଼ି ସଭାନେତ୍ରୀ ସୁଜତାରାଣୀ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ମହିଳା ସମାବେଶ ଓ ଓଡିଶା ର ଜନନାୟକ ତଥା ପ୍ରବାଦ!-->…
Read More...
Read More...