Trending Now
- ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
- ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
- ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।
Browsing Category
ରାଜ୍ୟ
ଶୋଚନୀୟ ଅବସ୍ଥାରେ ବାଣପୁର-ବାଲେଡିହ ପୁରୁଣା ରାସ୍ତା ।
ଗଞ୍ଜାମ , ( LR NEWS ଟୁକୁନା ପ୍ରଧାନ , ୧୪.୦୬.୨୦୨୦) - :ଖୋର୍ଦ୍ଧା ଜିଲ୍ଲା ବାଣପୁର ଅନ୍ତର୍ଗତ ଭବାନୀପୁର ପଞ୍ଚାୟତର ନାରାୟଣପୁର ମୌଜାର ପୁରାତନ ରାସ୍ତାଟି ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ରହିଛି। ବାଣପୁରରୁ ବାଲେଡିହ ପର୍ଯ୍ୟନ୍ତ ୩ କିମି ଦୀର୍ଘ ବିଶିଷ୍ଟ ଏହି ରାସ୍ତାଟି ଖାଲ ଖମାରେ!-->…
Read More...
Read More...
ରଜରେ ଫୁଟିଲା ଗୁଳି: ଖୋର୍ଦ୍ଧା ଦଧିମାଛଗାଡ଼ିଆ ସାହିରେ ଯୁବକଙ୍କୁ ହତ୍ୟା।
ଖୋର୍ଦ୍ଧା ଅଫିସ,୧୪।୬: ରଜରେ ଫୁଟିଲା ଗୁଳି। ଗୁଳିମାଡରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲା ସଦର ଥାନା ଅନ୍ତର୍ଗତ ଦଧିମାଛଗାଡିଆର ବଡ ଶବର ସାହି ସକାଳ ସାଢେ ୭ଟା ସମୟରେ ଘଟିଛି ଘଟଣା। ମୃତକ ହେଲେ ଲାଲା ପ୍ରଧାନ(୩୫)। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ!-->!-->!-->…
Read More...
Read More...
ଗଞ୍ଜାମ ସ୍ଥିତ ଛତ୍ରପୁର ରେ ଏସଡ଼ିପିଓ ଏବଂ ଆଇଆଇସି କରୋନା ଆକ୍ରାନ୍ତ।
ଗଞ୍ଜାମ, ୧୩ା୬(LR NEWS ): ଗଞ୍ଜାମ ସ୍ଥିତ ଛତ୍ରପୁର ରେ ଏସଡ଼ିପିଓ ଏବଂ ଆଇଆଇସି କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ଗଞ୍ଜାମ ଏସପି । ଏହାସହ ଦୁହିଁଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ଏସପି । ଦୁହିଁଙ୍କ କରୋନା ବିରୋଧ ଲଢ଼େଇ ଅନ୍ୟକୁ ପ୍ରେରଣା!-->…
Read More...
Read More...
ଆକସ୍ମିକ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା ଭିନ୍ନ ଭିନ୍ନ ପରିବାର ଙ୍କୁ ସହାୟତା ପ୍ରଦାନ, ସମବେଦନା ଜଣେଇବା ସହିତ…
ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୧୨.୦୬.୨୦୨୦) - : ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ କରଚୁଲି,ଭଗବାନପୁର,ପୁରୁଣା ଦଦରାଖୋଲ,କଞ୍ଚୁରୁ,ଗୋଳାବନ୍ଧ,ଗୌଡ଼ିଆବୋରଦା ଛଅ ଗୋଟି ଗ୍ରାମର ଛଅ ଜଣ ଆକସ୍ମିକ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିଲେ।
ମାନ୍ୟବର ବିଧାୟକ ପୋଲସରା!-->!-->!-->!-->!-->…
Read More...
Read More...
ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ।
ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୧୨.୦୬.୨୦୨୦) - :ଆଜି ଗଞ୍ଜାମ ଜିଲ୍ଲା ପୋଲସରା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଏନଏସି ର ପାଟିଗଡ ୱାର୍ଡ ନଂ-୧୬ ଓଁ ସାଇ ଏରିଆ ଲେବଲ ଫେଡେରେଶନ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୦,୦୦୦ ଟଙ୍କା ଆର୍ଥିକ!-->…
Read More...
Read More...
ପୋଲସରା ଥାନା ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ।
ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୧୨.୦୬.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଆମ ପୋଲିସ ସମିତି ଦ୍ଵାରା ପୋଲସରା ଥାନା ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେଇ ଉଦଘାଟନ କରିଥିବା ବେଳେ!-->…
Read More...
Read More...
କୋଦଳା ରେ ବିଦ୍ୟୁତ୍ ତାର ସସ୍ପର୍ଶରେ ଆସି ମୃତ ।
ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୧୨.୦୬.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ୱାର୍ଡ଼ ନମ୍ବର ୧୦ ବିଶୋୟୀ ସାହିର ଶ୍ରୀନିବାସ ପଣ୍ଡା (୫୦)ଙ୍କ ଦିନ ୧୦.୩୦ ମିନଟ ସମୟରେ ଘର ଛାତ ଉପରେ ଦେଇ ଯାଇଥିବା ୧୧ କେ ଭି ବିଦ୍ୟୁତ୍ ତାର ସସ୍ପର୍ଶରେ ଆସି ମୃତ୍ଯ ବରଣ!-->…
Read More...
Read More...
କବିସୂର୍ଯ୍ୟନଗର ଥାନା ରେ ରକ୍ତଦାନ ଶିବିର ଅନୁଷ୍ଠିତ ।
ଗଞ୍ଜାମ, ( LR NEWSଟୁକୁନା ପ୍ରଧାନ, ୧୦.୦୬.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ଯନଗର ଥାନା ପରିସରରେ ଆମ ପୋଲିସ ସମିତି ଦ୍ଵାରା ଏକ ସ୍ବେଚ୍ଛା କୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ଅତିଥି ଭାବେ ଆସ୍କା ସାଂସଦ ଶ୍ରୀମତୀ ପ୍ରମିଳା ବିଶୋଇ ,ଆସ୍କା!-->!-->!-->!-->!-->…
Read More...
Read More...
ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ସୁମଣ୍ଡଳ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ବସୁନ୍ଧରା ଯୋଜନାରେ ହିତାଧିକାରୀ…
ଗଞ୍ଜାମ ( LR NEWSଟୁକୁନା ପ୍ରଧାନ, ୧୦.୦୬.୨୦୨୦) ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ସୁମଣ୍ଡଳ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ବସୁନ୍ଧରା ଯୋଜନାରେ ହିତାଧିକାରୀ ମାନଙ୍କୁ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏଥିରେ କବିସୂର୍ଯ୍ୟନଗର!-->…
Read More...
Read More...
ସୁରତରୁ ଫେରିଥିବା ଶ୍ରମିକଙ୍କୁ ବୁଝାଇବା ପାଇଁ ଗଂଜାମ ପହଂଚିଲେ ଗୁଜୁରାଟ ଓଡିଆ ସମାଜର କର୍ମକର୍ତ୍ତାମାନେ ।
ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୧୦.୦୬.୨୦୨୦) - :କରୋନା ଭାଇରସ ର ଭୟ ଓ କଳ କାରଖାନା ବନ୍ଦ ହୋଇଯିବା ପରେ ବହୁତ ବାଧା ବିଘ୍ନ ଦେଇ ଘରେ ପହଁଚିଥିବା ଶ୍ରମିକଙ୍କୁ ବୁଝାଇବାକୁ ଗଂଜାମ ଆସିଛନ୍ତି ଗୁଜରାଟରେ କାମ କରୁଥିବା ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟର କର୍ମକର୍ତ୍ତା ମାନେ । ଗଂଜାମ!-->…
Read More...
Read More...