Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଡାକ୍ତର ବିମଳ ରଥଙ୍କ ସ୍ମୃତିରେ ବନ୍ଧୁ ଉମାଶଂକର ପ୍ରସାଦଙ୍କ କବିତା

ସବୁ ଓଲଟ,ପାଲଟ ହୋଇଗଲା ଵନ୍ଧୁ ବିମଳ ମୋତେ ଛାଡି ଚାଲିଗଲା କ୍ଷଣକରେ ଭାଙ୍ଗି ଚୁରମାର ହୋଇଗଲା ଆମ ସ୍ମୃତି ଓ ସମ୍ପର୍କ ର ଖିଅ ତୁମେ ମରି ଶଵ ହେଲ ମାତ୍ର ମୁଁ ମଲା ଶଵପରି ଝୁରୁଛି ଆମ ଅତିତକୁ ଅପେକ୍ଷା କେଵଳ ଏତିକି କେବେ ଭେଟ ହେବ ତୁମ ସହ ମୋର ସେଇ ରାଇଜରେ ଯେଉଁଠି ତୁମେ ପହଞ୍ଚିଛ ଆଉ ପୁଣି
Read More...

ସିଟି ମହାବିଦ୍ୟାଳୟ ର ୪୧ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୦୭.୦୨.୨୦୨୦) - : ଆଜି ବ୍ରହ୍ମପୁର ଆମ୍ବପୁଆ ସ୍ଥିତ ସିଟି ମହାବିଦ୍ୟାଳୟ ର ୪୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ଗୋପାଳପୁର ବିଧାୟକ ଡ଼.ପ୍ରଦୀପ କୁମାର ପାଣିଗ୍ରାହୀ ।ସମ୍ମାନିତ ଅତିଥି ଭାବେ ପୋଲସରା ବିଧାୟକ
Read More...

ଗୋପାଳପୁର ଡୁରା ରାମନାରାୟଣ ମହାବିଦ୍ୟାଳୟ ର ୩୭ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୦୭.୦୨.୨୦୨୦) - : ଗୋପାଳପୁର ଡୁରା ରାମନାରାୟଣ ମହାବିଦ୍ୟାଳୟ ର ୩୭ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗୋପାଳପୁର ବିଧାୟକ ଡ଼.ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ । ସମ୍ମାନିତ ଅତିଥି ଭାବେ ପୋଲସରା ବିଧାୟକ
Read More...

ହନୁମାନ ମନ୍ଦିର ର ରତ୍ନ ମୁଦ ଉତ୍ସବ ଅନୁଷ୍ଠିତ

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୦୭.୦୨.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ନୂଆଗଡ଼ ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ହନୁମାନ ମନ୍ଦିର ର ରତ୍ନ ମୁଦ ନିମନ୍ତେ ବନଯାଗ, ଅଙ୍କୁରାରୋପଣ, ମଙ୍ଗଳକରଣ, ନାମଯଜ୍ଞ, ସୂର୍ଯ୍ୟ ପୂଜା, ମଣ୍ଡଳ ପୂଜା, ଅଗ୍ନି ସଂସ୍କାର,ଘୃତ
Read More...

ଖୋର୍ଦ୍ଧା ଯୋଗାଣ ନିରୀକ୍ଷକ ଗିରଫ

ଭୁବନେଶ୍ର : LRNEWS,Dt-06/02/20 ଲାଞ୍ଚ ନେଇ ଖୋର୍ଦ୍ଧା ଯୋଗାଣ ନିରୀକ୍ଷକ ଗିରଫ । ଖୋର୍ଦ୍ଧା ବ୍ଲକର ଯୋଗାଣ ନିରୀକ୍ଷକ ମାର୍ଶାଲିନ ପଢିହାରି କିରୋସିନ ଉଠାଣ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ସୂଚନା ଅନୁଯାୟୀ, ପଲ୍ଲା ଅଞ୍ଚଳର ଡିଲର
Read More...

ପର୍ଯ୍ୟଟନ ସ୍ଥଳ ପାନ୍ଥନିବାସ ମୁଖ୍ୟ ରାସ୍ତା ଅନ୍ଧାରରେ

ବାଲୁଗାଁ(LR NEWS) BISHNU, ତାରିଖ06।02।2020 ଖୋର୍ଦ୍ଧା ଜିଲ୍ଲା ବଡ଼କୁଳ ପାନ୍ଥ ନିବାସ ଦେଶରେ ଏକ ମୁଖ୍ୟ ପର୍ଯ୍ୟଟନ ସ୍ଥଳ ହୋଇ ଥିବାରୁ ଶୀତ ଋତୁରେ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି।ମା କାଳିଜାଇ ଓ ଚିଲିକା ପରିଭ୍ରମଣ ପାଇଁ ଆସୁଥିବା ପର୍ଯ୍ୟଟକ ବହୁ ଦୂରଦୂରାନ୍ତରୁ
Read More...

ମୁଖ୍ୟ ଅଭିଯୁକ୍ତ ସୁନୀଲ ବିଷୋୟୀ ସମେତ ୫ଗିରଫ

ଗଞ୍ଜାମ , (LR News, ଟୁକୁନା ପ୍ରଧାନ, ୦୬.୦୨.୨୦୨୦) - : ବ୍ରହ୍ମପୁରରେ ଲୁଗା ଦୋକାନ କର୍ମଚାରୀଙ୍କ ଠାରୁ ୫୦ ଲକ୍ଷ ଟଙ୍କା ଲୁଟ୍‌ ମାମଲା, ମୁଖ୍ୟ ଅଭିଯୁକ୍ତ ସୁନୀଲ ବିଷୋୟୀ ସମେତ ୫ ଗିରଫ, ୨ ଫେରାର, ୩୬ ଲକ୍ଷ ୭୭ ହଜାର ଟଙ୍କା ଜବତ । ଘଟଣା ର ଅଧିକ ତଦନ୍ତ ଚାଲିଥିବା ନେଇ ବ୍ରହ୍ମପୁର ଏସ୍
Read More...

ପୂର୍ବ ଶତ୍ରୁତା ରୁ ଆକ୍ରମଣ

ଗଞ୍ଜାମ, (ଟୁକୁନା ପ୍ରଧାନ, ୦୬.୦୨.୨୦୨୦) - : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଆଠଗଡ଼ ପାଟଣା କାଳୀମନ୍ଦିର ନିକଟରେ ଯୁବକ କୁ ସଂଘବଦ୍ଧ ଭାବେ ଆକ୍ରମଣ | ଯୁବକ ଜଣକ ହେଲେ ପ୍ରଭାତ ଭୋଳ (୪୫) | ପ୍ରଭାତ ବାଇକ ଯୋଗେ ଯାଉଥିବା ବେଳେ ଖଣ୍ଡା ରେ ଆକ୍ରମଣ କରିଛନ୍ତି
Read More...