Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

କବିସୂର୍ଯ୍ୟ ନଗର ମା ମହାମୟୀ ଙ୍କ ଯାତ୍ରା ପାଇଁ ଜିଲ୍ଲାପାଳ ଙ୍କ ସ୍ୱିକୃତୀ

କବିସୂର୍ଯ୍ୟ ନଗର ମା ମହାମୟୀ ଙ୍କ ଯାତ୍ରା ପାଇଁ ଜିଲ୍ଲାପାଳ ଙ୍କ ସ୍ୱିକୃତୀ ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୧୯.୦୨.୨୦୨୦) - : ବହୁ ଦିନର ଅପେକ୍ଷା ପରେ ଆଜି ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ ଅମୃତ କୁଲାଙ୍ଗେ କବିସୂର୍ଯ୍ୟ ନଗର ମହାମୟୀ ଙ୍କ ପ୍ରସିଦ୍ଧ ଯାତ୍ରା ପାଇଁ ବିଧିବଦ୍ଧ
Read More...

ଆଜି ସକାଳେ ସମୁଦ୍ର ଭିତରକୁ ମାଛ ଧରିବାକୁ ଯାଇଥିବା ମତ୍ସ୍ୟଜୀବୀମାନେ କୂଳକୁ ଫେରିବା ପରେ ସେମାନଙ୍କ ଜାଲରେ ଏହି…

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୧୯.୦୨.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମିରେ ମତ୍ସ୍ୟଜୀବୀଙ୍କ ଜାଲରେ ଏକ ସାର୍କ ମାଛ ପଡ଼ିଥିବାବେଳେ ଏହାକୁ ଦେଖିବାକୁ ପ୍ରବଳ ଭିଡ଼ ହୋଇଥିଲା ମାଛଟିକୁ ଜୀବିତ ଅବସ୍ଥାରେ କୂଳକୁ ଅଣାଯାଇଥିବାବେଳେ ତାକୁ ପୁଣି ମତ୍ସ୍ୟଜିବୀମାନେ
Read More...

ମେଣ୍ଢାଶାଳ ପୋଷ୍ଟ ମାଷ୍ଟର ହରିହର ସାମନ୍ତରାୟଙ୍କ ର ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।

ଭୁବନେଶ୍ୱର ୧୯/୨(LR News)- ମେଣ୍ଢାଶାଳ ପୋଷ୍ଟ ଅଫିସ ର ପୋଷ୍ଟ ମାଷ୍ଟର ଶ୍ରୀଯୁକ୍ତ ହରିହର ସାମନ୍ତରାୟ ଆଜି ଅବସର ଗ୍ରହଣ କରିଛନ୍ତି। ସେ ୨୨/୨/୧୯୮୪ମସିହାରେ ଚାକିରୀ ରେ ଯୋଗଦାନ କରି ଦୀର୍ଘ ୩୬ବର୍ଷ ଲୋକଙ୍କର ସେବାକରିଥିଲେ। ଆଜି ଯାଆଁଳା ଉପଖଣ୍ଡ ଅନ୍ତରର୍ଗତ ପଲା ସପୂର୍,
Read More...

ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

ବୁଗୁଡା ୧୯/୦୨ ଡ଼ଃ କୁମୁଦ ଚନ୍ଦ୍ର ବେହେରା ( L.R. News) - ବୁଗୁଡା ଶ୍ରୀ ବଳଦେବ ଜୀଉ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୨ ଦିନ ଧରି ଚାଲିଥିବା ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା କୌଶଳ ତାଲିମ ଶିବର ଉଦଯାପିତ ହୋଇଯାଇଛି। ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ମନୋଜ କୁମାର ସ୍ଵାଇଁଙ୍କ
Read More...

୨୦୨୦ ବୋର୍ଡ ପରୀକ୍ଷା ସୁପରିଚାଳନା ପାଇଁ ଫ୍ଲାଇଙ୍ଗ ସ୍କ୍ୱାର୍ଡ ପାର୍ଟି ଓ ପର୍ଯ୍ୟବେକ୍ଷକ ନିଯୁକ୍ତି

ବୁଗୁଡା ୧୯/୦୨ ଡ଼ଃ କୁମୁଦ ଚନ୍ଦ୍ର ବେହେରା ( L.R. News )ଫେବୃୟାରୀ ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୦୨ ତାରିଖ ପର୍ଯ୍ୟନ୍ତ ୨୦୨୦ ଆନୁଆଲ ହାଇ ସ୍କୁଲ ସାର୍ଟଫିକେଟ ପରୀକ୍ଷା ଓ ଷ୍ଟେଟ ଓପେନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ର ସୁପରିଚାଳନା ପାଇଁ ବ୍ରହ୍ମପୁର ଗଂଜାମ ଜିଲ୍ଲା ଶିକ୍ଷା
Read More...

ବୁଗୁଡା ୧୦ କେନ୍ଦ୍ରରେ ପରୀକ୍ଷା ଦେଲେ ୨୦୦୪ ଜଣ ଛାତ୍ରଛାତ୍ରୀ, ୧୯ ଜଣ ଅନୁପସ୍ଥିତ

ବୁଗୁଡା ୧୯/୦ଡ଼ଃ କୁମୁଦ ଚନ୍ଦ୍ର ବେହେରା. ( L. R. News) ବୁଗୁଡା ବ୍ଲକର ୧୦ ଟି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା କେନ୍ଦ୍ରରେ ୨୦୨୩ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୯ ଜଣ ପରୀକ୍ଷା ଦେଇନଥିବା ବେଳେ ୨୦୦୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।ବୁଗୁଡା ସହରର ପିପୁଲସ ହାଇ ସ୍କୁଲ କେନ୍ଦ୍ରରେ
Read More...

ସାରା ବିଶ୍ୱବାସୀଙ୍କୁ ଏବେ କରୋନା ଭୟ ଘାରିଛି।

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୧୯.୦୨. ୨୦୨୦) - : ସାରା ବିଶ୍ୱବାସୀଙ୍କୁ ଏବେ କରୋନା ଭୟ ଘାରିଛି। ଏପରି ସ୍ଥିତିରେ ଜାପାନର ୟୋକୋହମା ଜଳ ସୀମା ଜାହାଜରେ ଗଞ୍ଜାମ ଜିଲାର ବ୍ରହ୍ମପୁର ପନ୍ଦରା ସାହିର ଜଣେ ଯୁବ ଇଞ୍ଜିନିୟର ଫସି ରହିଛନ୍ତି । ସେ ହେଉଛନ୍ତି ଲିଙ୍ଗରାଜ ନାୟକଙ୍କ ସାନ
Read More...

ଆଜି ସକାଳ ପ୍ରାୟ ୧୦ ଘଣ୍ଟା ସମୟରେ ବିକ୍ରାନ୍ତ ନାମକ ଏକ ଯାତ୍ରୀବାହି ବସ୍ ଜିରାଂଗ କଲଭର୍ଟ ନିକଟରେ ଧକ୍କା ହୋଇଥିଲ।

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୧୯.୦୨.୨୦୨୦) - : ଆଜି ସକାଳ ପ୍ରାୟ ୧୦ ଘଣ୍ଟା ସମୟରେ ବିକ୍ରାନ୍ତ ନାମକ ଏକ ଯାତ୍ରୀବାହି ବସ୍ ଜିରାଂଗ ଠାରୁ ବ୍ରହ୍ମପୁର ଅଭିମୂଖେ ଆସୁଥିଲା ହଟାତ ଖେମୁଣ୍ଡିଖୋଳ ଠାରେ ଏକ ଛୋଟିଆ କଲଭର୍ଟ ପାଖରେ ଗୋଟିଏ ଟ୍ରକକୁ ସାଇଡ ଦେବା ସମୟରେ ବସ ଟି
Read More...

ଆସନ୍ତା କାଲି ଠାରୁ ମାଟ୍ରିକ ପରୀକ୍ଷା ହେବ ।

ଗଞ୍ଜାମ, (LR News , ଟୁକୁନା ପ୍ରଧାନ, ୧୮.୦୨.୨୦୨୦) - : ଆସନ୍ତା ୧୯ ତାରିଖରୁ ମାଟ୍ରିକ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଗଞ୍ଜାମ ଜିଲ୍ଲାରେ ୨୧୫ ଟି କେନ୍ଦ୍ରରେ ଚଳିତ ବର୍ଷ ୬୪୧ ଟି ଉଚ୍ଚ ବିଦ୍ୟାଳୟର ୪୮୯୭୯ ପରୀକ୍ଷାର୍ଥୀ ପରୀକ୍ଷା ଦେବା ସ୍ଥିର ହୋଇଛି l
Read More...

ବେଗୁନିଆପଡ଼ା ବ୍ଲକ୍ : ୯ ଟି କେନ୍ଦ୍ରରେ ୧୭୬୦ ପରୀକ୍ଷାର୍ଥୀ, ଚଳିତ ବର୍ଷ ଗୋଟିଏ କେନ୍ଦ୍ର ବାଦ୍ ୨୭ ଟି ଉଚ୍ଚ…

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୧୮.୦୨.୨୦୨୦) - : ଆସନ୍ତା ୧୯ ତାରିଖରୁ ମାଟ୍ରିକ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ବେଗୁନିଆପଡା ବ୍ଲକର ୯ ଟି କେନ୍ଦ୍ରରେ ଚଳିତ ବର୍ଷ ୨୭ ଟି ଉଚ୍ଚ ବିଦ୍ୟାଳୟର ୧୭୬୦ ପରୀକ୍ଷାର୍ଥୀ ପରୀକ୍ଷା ଦେବା ସ୍ଥିର ହୋଇଛି l ଏଥି ମଧ୍ୟରୁ
Read More...