Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଅବ୍ୟକ୍ତ ହେଲେ ଉତ୍କଳ ସାମ୍ବାଦିକ ସଂଘ ନୂତନ ଜିଲା ସଭାପତି।

ଖୋର୍ଦ୍ଧା,୨୯।୯ : ଉତ୍କଳ ସାମ୍ବାଦିକ ସଂଘ(ୟୁଜେଏ) ଜିଲ୍ଲା ସ୍ତରୀୟ ବନ୍ଧୁମିଳନ କାର୍ଯ୍ଯକ୍ରମ ବୋଲଗଡ ବ୍ଲକ କୋଷଳାଶୁଣୀ ମନ୍ଦିର ପରିସର ରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଉପ ସଭାପତି ପ୍ରଦୀପ ପ୍ରଧାନ ଙ୍କ ସଭାପତିତ୍ବ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ଯ କୋଷାଧ୍ୟକ୍ଷ ରାଜେନ ଚୌଧୁରୀ,
Read More...

ଓଡ଼ିଶା ରାଜ୍ୟ ଶିଶୁ ଯତ୍ନ ଅନୁଷ୍ଠାନ କର୍ମଚାରୀ ମହାସଂଘ ତରଫରୁ ଓଡିଶାର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ…

ଭୁବନେଶ୍ୱର LR NEWS -ସାରା ରାଜ୍ୟରେ କେନ୍ଦ୍ର ସରକାରଙ୍କ ମିଶନ ବାତ୍ସଲ୍ୟ ସ୍କିମ ଅନୁସାରେ ବିଭିନ୍ନ ବେସରକାରୀ ସଂସ୍ଥା ଦ୍ୱାରା ଶିଶୁଯତ୍ନ ଅନୁଷ୍ଠାନ ଗୁଡିକ କାର୍ଯ୍ୟକାରୀ ହେଉଛି । ଏଠାରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ନେଇ ଗଠିତ ଓଡିଶା ରାଜ୍ୟ ଶିଶୁଯତ୍ନ ଅନୁଷ୍ଠାନ କର୍ମଚାରୀ
Read More...

ଓଡିଶା ଅମଲା ସଂଘ, ଖୋର୍ଦ୍ଧା ଜିଲ୍ଲା ଶାଖା ତତଫରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।

ଖୋର୍ଦ୍ଧା LR NEWS ତାରିଖ :- ୧.୯.୨୦୨୪. ରଜ୍ୟ ପ୍ରଶାସନ ରେ ମୌଳିକ ସେବା ପ୍ରଦାନରେ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ପରିତାପର ବିଷୟ ଜନ ସଧାରଣ ସେବାରେ ଅହରହ ନିଯୁକ୍ତ ଏହି ବର୍ଗ କର୍ମଚାରୀ ମାନେ ସରକାରୀ ଅବହେଳା ର ଚରମ ଶିକାର। ଏହାକୁ ବିରୋଧ କରି
Read More...

ଡେପୁଟି ଡିରେକ୍ଟର (କେନ୍ଦ୍ରାଞ୍ଚଳ), କଟକଙ୍କ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ, ଖୋର୍ଦ୍ଧାରେ ସମୀକ୍ଷା ।

ଖୋର୍ଦ୍ଧା LR MEWS-ତା୨୮.୮.୨୦୨୪ ରିଖ ଆଜି ପୂର୍ବାହ୍ନ୧୦.୦୦ ଘଟିକା ରେ ଡେପୁଟି ଡିରେକ୍ଟର (କେନ୍ଦ୍ରାଞ୍ଚଳ) ହେମନ୍ତ କୁମାର ନାୟକ, କଟକଙ୍କ ଜିଲ୍ଲା ସୂଚନାଓ ଲୋକ ସମ୍ପର୍କ କାର୍ଯ୍ୟାଳୟ, ଖୋର୍ଦ୍ଧାରେ ସମୀକ୍ଷା କରିଛନ୍ତି ।ତାଙ୍କର ଆଗମନରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ,
Read More...

ଗିରିଙ୍ଗାପୁଟରେ ଛାତ୍ରୀମାନଙ୍କଦ୍ୱାରା କୃଷି ପ୍ରଶିକ୍ଷଣ କାର୍ଯ୍ୟକ୍ରମ।

ମେଣ୍ଢାଶାଳ LR NEWS - ଭୂବନେଶ୍ଵର ର ଗିରିଙ୍ଗାପୁଟ ଗ୍ରାମରେ ଶିକ୍ଷା ଓ ଅନୁସନ୍ଧାନ କୃଷି ମହାବିଦ୍ୟାଳୟ(ସୋଆ) ତରଫରୁ ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମ ଦ୍ୱାରା ଏକ କୃଷି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି | ଚତୁର୍ଥବର୍ଷ ଛାତ୍ରୀ ଗୋଷ୍ଠୀ(ଜି-୯) ଏହି ପ୍ରଶିକ୍ଷଣକୁ ପରିଚାଳନା
Read More...

ଜ଼ିଲ୍ଲା ପ୍ରେସ କ୍ଲବ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କ ରେ ମୁଖ୍ୟମନ୍ତ୍ରୀ ଙ୍କୁ…

LR NEWS- ଖୋର୍ଦ୍ଧା ଜ଼ିଲ୍ଲା ପ୍ରେସ କ୍ଲବ ପକ୍ଷରୁ କର୍ତ୍ତବ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସମସ୍ୟା ଗୁଡିକ ସମ୍ପର୍କ ରେ ତା ୨୪/୭/୨୪ ରିଖ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି l ଆଜି ଖୋର୍ଦ୍ଧା ଜ଼ିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଙ୍କ
Read More...

ନନ୍ଦପୁରରେ “ମା ପାଇଁ ଗଛଟିଏ” କାର୍ଯ୍ଯକ୍ରମ ଏବଂ ଚାରା ବଣ୍ଟନ ।

LR NEWS ଖୋର୍ଦ୍ଧା ବ୍ଳକ ନନ୍ଦପୁରଠାରେ ବିଶିଷ୍ଟ ଶିକ୍ଷାବିତ୍ ସ୍ବର୍ଗତଃ ପୂର୍ଣ୍ଣଚନ୍ଦ୍ର ମଙ୍ଗରାଜଙ୍କ ସହଧର୍ମିଣୀ ସ୍ବର୍ଗୀୟା କମଳିନୀ ମଙ୍ଗରାଜଙ୍କ ୯ମ ପୂଣ୍ଯତିଥି ଅବସରରେ, ତା ୨୨/୭/୨୪ ରିଖ। ପି.ସି.ମଙ୍ଗରାଜ ଫାଉଣ୍ତେସନ୍ ଆନୁକୂଲ୍ୟରେ ଏକ ବୃକ୍ଷରୋପଣ କାର୍ଯ୍ଯକ୍ରମ "ମା ପାଇଁ ଗଛଟିଏ"
Read More...

ସୁଶିଳାଦେବୀ ପ୍ରଗତି ସରକାରୀ ଉଚ୍ଚବିଦ୍ୟାଳୟ ଲାଗିଲା ୧୧୭ ଚାରା ଚାରାରୋପଣ ପରିବେଶ ସନ୍ତୁଳନ ଆଣିବ।

ଜଟଣୀ, : ବ୍ୟାଙ୍କ ଅଫ ବରୋଦା(ବିଓବି) ଜଟଣୀ ଶାଖା ପକ୍ଷରୁ ବିଓବି ୧୧୭ବର୍ଷ ଅବସରରେ ଜଟଣୀ ବ୍ଲକ୍ ସୁଶିଳାଦେବୀ ପ୍ରଗତି ସରକାରୀ ଉଚ୍ଚବିଦ୍ୟାଳୟ ଉଚ୍ଚ ବିଦ୍ୟାଳୟ, ବାଛରା ପରିସରରେ ବ୍ୟାଙ୍କ କତୃପକ୍ଷ, ହାଇସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରୀଛାତ୍ର, ପରିବେଶ ପ୍ରେମୀଙ୍କ
Read More...

ହଳଦିପଦା ସ୍କୁଲରେ ଲାଗିଲା ୧୧୭ ଚାରା ଚାରାରୋପଣ ପରିବେଶ ସନ୍ତୁଳନ ଆଣିବ।

ଖୋର୍ଦ୍ଧା, : ବ୍ୟାଙ୍କ ଅଫ ବରୋଦା(ବିଓବି) ଖୋର୍ଦ୍ଧା ଶାଖା ପକ୍ଷରୁ ବିଓବି ୧୧୭ବର୍ଷ ଅବସରରେ ଖୋର୍ଦ୍ଧା ବ୍ଳକ ଅନ୍ତର୍ଗତ ନାଲିପଡାଅର୍ଜୁନପୁର ଫଚାୟତ ଅନ୍ତର୍ଗତ ହଳଦିପଦା ଉଚ୍ଚ ବିଦ୍ୟାଳୟ ପରିସରରେ ତା ୨୨/୭/୨୪ରିଖ ରେ ବ୍ୟାଙ୍କ କତୃପକ୍ଷ, ହାଇସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ,
Read More...

ଖୋର୍ଦ୍ଧା କପ୍ ଉଦଯାପିତ

ଖୋର୍ଦ୍ଧା LR MEWS :୨୦/୦୫/୨୪ ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ସ୍ଥାନୀୟ ବି ଜେ ବି ହାଇସ୍କୁଲ ପଡ଼ିଆରେ ଖୋର୍ଦ୍ଧା କ୍ରିକେଟ ଆନୁକୁଲ୍ୟରେ ଖୋର୍ଦ୍ଧା କପ୍ ୨୦୨୪ ଟେନିସ ବଲ୍ ହଂଗାମା ସଫଳତା ର ସହିତ ଶେଷ ହୋଇଛି।ଏଥିରେ ପୌର ପରିଷଦ ର ୨୪ ଟି ଦଳ ଭାଗ ନେଇଥିଲେ।ତିନୋଟି ଗ୍ରୁପ୍ ରେ ଖେଳ
Read More...