Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

Browsing Category

ରାଜ୍ୟ

୧୪ ଏପ୍ରିଲ୍, ୨୦୨୬: ଜାତୀୟ ଡଲଫିନ୍ ଦିବସ।ଅମ୍ଳାନ ନାୟକ (ଡି ଏଫ ଓ) ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ।

ଚିଲିକା LR NEWS (୧୪/୦୪/୨୬) ଜାତୀୟ ଡଲଫିନ୍ ଦିବସ" ପ୍ରତିବର୍ଷ ୧୪ ଏପ୍ରିଲ୍ ରେ ଆମେରିକାରେ ପାଳନ କରାଯାଏ, ଯେତେବେଳେ ଭାରତରେ ଏହା ୫ ଅକ୍ଟୋବରରେ ପାଳନ କରାଯାଏ। ଏହି ଦିନଟି ସାମୁଦ୍ରିକ ସ୍ତନ୍ୟପାୟୀ ଡଲଫିନ୍ ଏବଂ ସମୁଦ୍ର ପରିସଂସ୍ଥା ସୁରକ୍ଷାରେ ଏହାର ଗୁରୁତ୍ୱ ପାଇଁ
Read More...

ଓଡିଆ ପକ୍ଷ -୨୦୨୬ ଅବସରରେ ଖୋରଧା ଜିଲ୍ଲାସ୍ତରୀୟ “ବନ୍ଦନୀୟ ବରପୁତ୍ର” କାର୍ଯ୍ୟକ୍ରମ ଅନୁଷ୍ଠିତ।

ଖୋରଧା LR NEWS/୧୨/୦୪/୨୦୨୬--ଜିଲ୍ଲା ସଂସ୍କୃତି ବିଭାଗ ଓ ଖୋରଧା ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ଏବଂ ଓଡିଶା ସାହିତ୍ୟ ଏକାଡ଼େମୀ ସହଯୋଗରେ ଓଡ଼ିଆ ପକ୍ଷ ଅବସରରେ "ବନ୍ଦନୀୟ ବରପୁତ୍ର" କାର୍ଯ୍ୟକ୍ରମ ଜିଲ୍ଳାପାଳ ଙ୍କ କାର୍ଯ୍ୟାଳୟ ର ଜୟୀରାଜଗୁରୁ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ
Read More...

ଖୋର୍ଦ୍ଧା ପୁରୀ ଜାତୀୟ ରାଜପଥ ନିର୍ମାଣ ପ୍ରସଙ୍ଗ :- ସାଂସଦଙ୍କ ପାଖରେ ଦାବୀ ଦୋହରାଇଲା ଖୋର୍ଦ୍ଧା ବିକାଶ ମଂଚ।

ଖୋର୍ଦ୍ଧା- LR NEWS ତା.୧୧/୦୪- ଖୋର୍ଦ୍ଧା ଠାରୁ ପୁରୀ ପର୍ଯ୍ୟନ୍ତ ଏକ ଜାତୀୟ ରାଜପଥ ନିର୍ମାଣ କରାଯିବା ପାଇଁ ଖୋର୍ଦ୍ଧା ବିକାଶ ମଂଚ ତରଫରୁ ସଭାପତି ନରେନ୍ଦ୍ର ପୃଷ୍ଟିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସ୍ଥାନୀୟ ସାଂସଦ ଶ୍ରୀମତୀ ଅପରାଜିତା ଷଢଙ୍ଗୀଙ୍କ ନିକଟରେ ଏହି ଦାବୀକୁ
Read More...

ଗ୍ଲୋବାଲ ହୋଲିଷ୍ଟିକ୍ ଓ୍ଵେଲଥ୍ ଡେ ରେ ଡ଼ ପ୍ରଫୁଲ୍ଲ ସାମନ୍ତରାୟଙ୍କ ବାର୍ତ୍ତା।

ଖୋର୍ଦ୍ଧା LR NEWS - ସମଗ୍ର ବିଶ୍ୱରେ ସାମଗ୍ରିକ ଧନ ବା ସମ୍ପତି ନୀତି ଏବଂ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ "ଗ୍ଲୋବାଲ୍ ହୋଲିଷ୍ଟିକ୍ ଓ୍ଵେଲଥ୍ ଡେ" ବା "ବିଶ୍ଵ ସାମଗ୍ରିକ ସମ୍ପତି ଦିବସ" ପ୍ରତିବର୍ଷ ଏପ୍ରିଲ୍ ୯ ରେ ପାଳନ କରାଯାଏ ।ପ୍ରକୃତ ସମ୍ପତି ଏବଂ ସମୃଦ୍ଧତା ହାସଲ କରିବା
Read More...

ଆନ୍ତର୍ଜାତୀୟ ବନ ଦିବସରେ ସାତପଡ଼ା ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ରଞ୍ଜନ କୁମାର ବେହେରାଙ୍କ ବାର୍ତ୍ତା

ପୁରୀ LR NEWS ( ୨୧/୦୩/୨୬) - ପ୍ରତିବର୍ଷ ମାର୍ଚ୍ଚ ୨୧ ରେ ପାଳନ କରାଯାଏ "ବିଶ୍ୱ ବନ ଦିବସ/ ବିଶ୍ଵ ଅରଣ୍ୟ ଦିବସ/ ଆନ୍ତର୍ଜାତୀୟ ବନ ଦିବସ"। ଆମ ଗ୍ରହ କୁ ସବୁଜ ସୁନ୍ଦର ରଖିବାରେ ଅରଣ୍ୟର ଭୂମିକାକୁ ସ୍ମରଣ କରିବା ହେଉଛି ଏହି ଦିବସ ପାଳନର ତାତ୍ପର୍ଯ୍ୟ।ବାୟୁ କୁ ଶୁଦ୍ଧ କରିବା ଠାରୁ
Read More...

ବିବେକାନନ୍ଦ ଶର୍ମା, IPS, ଏସ୍‌ପି, ଖୋର୍ଧାଙ୍କୁ ଆଜି ଓଡ଼ିଶା ପୋଲିସର (DGP) ଦ୍ୱାରା ସମ୍ମାନିତ କରାଯାଇଛି।

ଖୋର୍ଦ୍ଧା LR NEWS ଆଜି (ତା ୨୦/୦୩/୨୬ ରିଖ ) ଶ୍ରୀ ବିବେକାନନ୍ଦ ଶର୍ମା, IPS, ଏସ୍‌ପି, ଖୋର୍ଧାଙ୍କୁ ଆଜି ଭୁବନେଶ୍ୱର ସ୍ଥିତ ପୋଲିସ ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ସମ୍ମାନ ସମାରୋହରେ ଓଡ଼ିଶା ପୋଲିସର ଡିରେକ୍ଟର ଜେନେରାଲ ଅଫ ପୋଲିସ (DGP) ଦ୍ୱାରା ସମ୍ମାନିତ
Read More...

୨୦ ମାର୍ଚ୍ଚ, ୨୦୨୬: ବିଶ୍ୱ ଘର ଚଟିଆ ଦିବସରେ ଚିଲିକା ବନ୍ୟପ୍ରାଣୀ ସହକାରୀ ବନ ସରକ୍ଷଙ୍କ ସୌମ୍ୟରଞ୍ଜନ ସାହୁଙ୍କ…

ପୁରୀ( ସାତପଡ଼ା ) LR NEWS ପ୍ରତିବର୍ଷ, "ବିଶ୍ୱ ଚଢ଼େଇ ଦିବସ" ୨୦ ମାର୍ଚ୍ଚରେ ପାଳନ କରାଯାଏ।ପ୍ରଥମ ବିଶ୍ୱ ଚଢ଼େଇ ଦିବସ ୨୦ ମାର୍ଚ୍ଚ, ୨୦୧୦ରେ ପାଳିତ ହୋଇଥିଲା। ଭାରତରେ, 'ଦି ନେଚର ଫରଏଭର ସୋସାଇଟି' ଘର ଚଢ଼େଇ ଏବଂ ଅନ୍ୟାନ୍ୟ ସାଧାରଣ ପକ୍ଷୀମାନଙ୍କୁ ରକ୍ଷା କରିବାର ଗୁରୁତ୍ୱ ଉପରେ
Read More...

ପଦ୍ମଜ ଓଡ଼ିଆ ସାହିତ୍ୟର ଦିଗବାରେଣୀ ଖୁଣ୍ଟି ଖୋର୍ଦ୍ଧାରେ ପଦ୍ମଜ ସାହିତ୍ୟ ଉତ୍ସବ ୨୦୨୬ ପାଳିତ।

ଖୋର୍ଦ୍ଧାLR NEWS : ତା ୧୬,୩,୨୦୨୬ ଚର୍ଯ୍ୟାୟୁଧ ଫାଉଣ୍ଡେସନ ପକ୍ଷରୁ ଖୋର୍ଦ୍ଧା ଜୟୀରାଜଗୁରୁ ଟାଉନହଲରେ ଓଡିଶାର ପ୍ରଖ୍ୟାତ ଔପନ୍ୟାସିକ ଡକ୍ଟର ପଦ୍ମଜ ପାଳଙ୍କ ଅଶୀତମ ଜନ୍ମଦିବସ ଅବସରରେ ଆୟୋଜିତ ପଦ୍ମଜ ଉତ୍ସବରେ ବିଶିଷ୍ଟ ଅତିଥିମାନେ ଯୋଗଦେଇ ପଦ୍ମଜ ପାଳଙ୍କ ସାହିତ୍ୟକୃତି ସମ୍ପର୍କରେ
Read More...

ଅକିକ୍ ୱେଲଫ୍ୟାର ଫାଉଣ୍ଡେସନ ତରଫରୁ ଅଭିନଵ ଉପାୟରେ ଇଫ୍ତାର ପାଟି।

ଖୋର୍ଦ୍ଧା LR NEWS :୧୫,୩,ରମଜାନ ମାସ ସରି ସରି ଆସୁଥିବା ବେଳେ ଖୋର୍ଦ୍ଧା ଅଞ୍ଚଳର ସରଧାପୁର ଗ୍ରାମ ସ୍ଥିତ ଅକିକ୍ ୱେଲଫ୍ୟାର୍ ଫାଉଣ୍ଡେସନର ପବିତ୍ର ରମଜାନ ମାସ ଅବସରରେ ଅସହାୟ ବ୍ୟକ୍ତି ହିନ୍ଦୁ ଏବଂ ମୁସଲିମ ଭାଇ ଭଉଣୀ ମାନଙ୍କୁ ଶୁଖିଲା ଖାଦ୍ୟ ଏବଂ ବସ୍ତ୍ର ବଣ୍ଟନ କରାଯାଇଛି। ଏହି ରମଜାନ
Read More...

ସ୍ଵେଚ୍ଛାସେବୀ ସଂଘଟନ କେ ଏସ ସି ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ।

ଖୋର୍ଦ୍ଧା: LR NEWS ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ଠାରେ ସେନ୍ କୋ ଗୋଲ୍ଡ ପରିସରରେ ସ୍ଵେଚ୍ଛାସେବୀ ସଂଗଠନ କଳିଙ୍ଗ ସ୍ପୋଟିଙ୍ଗ କ୍ଳବ୍ ପକ୍ଷରୁ ମାର୍ଚ୍ଚ ୯ ତାରିଖରେ ଆନ୍ତର୍ଜାତିକ ମହିଳା ଦିବସ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ
Read More...