Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଖୋର୍ଦ୍ଧା ବିଜେବି ହାଇସ୍କୁଲ ୨୦୦୫ ବ୍ୟାଚ ବନ୍ଧୁମିଳନ।

ଖୋର୍ଦ୍ଧା: ୨୭/୧/୨୦୨୬ : ଖୋର୍ଦ୍ଧା ବରୁଣେଇପୀଠ ରେ ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ବିଦ୍ୟାଳୟ ୨୦୦୫ ମସିହା ବ୍ୟାଚ ର ୧୦୦ ରୁ ଉର୍ଦ୍ଧ ଛାତ୍ର ଙ୍କୁ ନେଇ ତା ୨୫/୧/୨୬ ରିଖ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହା ବନ୍ଧୁ ମିଳନ ର ଦ୍ଵିତୀୟ ବର୍ଷ। ବିଭିନ୍ନ ବିଭାଗ ରେ କାର୍ଯ୍ୟରତ ବହୁ ଛାତ୍ର ବିଗତ ଦିନରେ ଛାତ୍ରବସ୍ଥା ରେ ଘଟିଯାଇଥିବା ଘଟଣା ର ସ୍ମୃତି ଚାରଣ କରିଥିଲେ। ଏଠାରେ ଏକ ସଭା ହୋଇଥିଲ ଏ ସଭାରେ ସମସ୍ତେ ମିଶି କିଭଳି ଏ ପରିବେଶ କୁ ପ୍ଲାଷ୍ଟିକ ମୁକ୍ତ କରିବେ ସେ ବିଷୟ ରେ ଚର୍ଚ୍ଚା କରିବା ସହ ଆଗାମୀ ଦିନରେ ଗରିବ ଛାତ୍ର ଛାତ୍ରୀ ମାନଙ୍କୁ ଉଚ୍ଚ ଶିକ୍ଷା ପାଇଁ ପ୍ରୋତ୍ସାହିତ କରାଯିବ ବୋଲି ନିଷ୍ପତି ସର୍ବ ସଂମତି କ୍ରମେ ଗ୍ରହଣ କରାଗଲା। ଆୟୋଜକ ରେ ଧରଣୀଧର ବେହେରା, ରାକେଶ ସ୍ୱାଇଁ, ସତ୍ୟପ୍ରକାଶ ସାହୁ, ବିଶ୍ୱରଂଜନ ବେହେରା, ବିପ୍ରକେତନ ନନ୍ଦ, ସାଇଫୁଦିନ ଖାନ, ସଚିକାନ୍ତ ପାହାଡ଼ସିଂ, ଦୀପକ ନାଥ, ସୁବାଶିଷ ପରିଡା,ସୁଶାନ୍ତ ବେହେରା, ସୌମ୍ୟ ରଞ୍ଜନ ପ୍ରଧାନ, ଆଶିଷ ମହାପାତ୍ର, ସମସୁଲ ଆରିଫିନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Leave A Reply

Your email address will not be published.

eighteen − fifteen =