Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

Monthly Archives

April 2026

ଉତ୍କଳ ସାମ୍ବାଦିକ ସଂଘ ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ସାମ୍ବାଦିକ ସୁରକ୍ଷା ପାଇଁ ଦାବିପତ୍ର ପ୍ରଦାନ।

ଖୋର୍ଦ୍ଧା, ୨୯/୦୪/୨୬:- ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ପେନସନ ପ୍ରଦାନ,ସ୍ୱାସ୍ଥ୍ୟ ବୀମା ଯୋଜନା ରେ ସମ୍ପ୍ରସାରଣ, ବ୍ୟାପକ ଅଧି ସ୍ୱୀକୃତି ପ୍ରଦାନ,ଓଡ଼ିଶାପ୍ରେସ ଏକାଡେମୀ ଗଠନ ଓ ମୃତ୍ୟୁ ଅନୁକମ୍ପା ରାଶି ଦଶ ଲକ୍ଷ ଟଙ୍କା ବୃଦ୍ଧି ଦାବିରେ ଆଜି ଉତ୍କଳ ସାମ୍ବାଦିକ ସଂଘ, ଓଡିଶା ର…
Read More...

ଓ ସି ଏ ଆନ୍ତଃ ଜିଲ୍ଲା ମହିଳା କ୍ରିକେଟ ସୁନ୍ଦରଗଡ ଜିଲ୍ଲା ମହିଳା ଦଳ ବିଜୟୀ।

ଖୋର୍ଦ୍ଧା:LR NEWS ୨୮/୦୪/୨୫: ଓଡ଼ିଶା କ୍ରିକେଟ ଆସୋସିଏସନ୍ ଆନୁକୂଲ୍ୟରେ ଚାଲିଥିବା ଆନ୍ତଃ ଜିଲ୍ଲା ସିନିୟର୍ ମହିଳା ଟି -୨୦ କ୍ରିକେଟ ପ୍ରତିଯୋଗିତା ର ଖୋର୍ଦ୍ଧା ଜୋନ୍ ମ୍ୟାଚ୍ ଆଜି ସ୍ଥାନୀୟ ବିଜେବି ହାଇସ୍କୁଲ ମିନି ଷ୍ଟାଡିୟମ ଠାରେ ଆଜିର ମ୍ୟାଚ୍ ରେ ସୁନ୍ଦରଗଡ ଜିଲ୍ଲା ମହିଳା ଦଳ…
Read More...

ଓ ସି ଏ ଆନ୍ତଃ ଜିଲ୍ଲା ମହିଳା କ୍ରିକେଟ କିଟ୍ ଏକାଦଶ ମହିଳା ଦଳ ବିଜୟୀ।

ଖୋର୍ଦ୍ଧା:LR NEWS -୨୭/୦୪/୨୫: ଓଡ଼ିଶା କ୍ରିକେଟ ଆସୋସିଏସନ୍ ଆନୁକୂଲ୍ୟରେ ଚାଲିଥିବା ଆନ୍ତଃ ଜିଲ୍ଲା ସିନିୟର୍ ମହିଳା ଟି -୨୦ କ୍ରିକେଟ ପ୍ରତିଯୋଗିତା ର ଖୋର୍ଦ୍ଧା ଜୋନ୍ ମ୍ୟାଚ୍ ଆଜି ସ୍ଥାନୀୟ ବିଜେବି ହାଇସ୍କୁଲ ମିନି ଷ୍ଟାଡିୟମ ଠାରେ ଆଜିର ମ୍ୟାଚ୍ ରେ କିଟ୍ ଏକାଦଶ, ଭୁବନେଶ୍ୱର ମହିଳା…
Read More...

ଆରଏସଏସ ର “ବିଶିଷ୍ଟ ନାଗରିକ ସଂଗୋଷ୍ଠୀ।

ଖୋର୍ଦ୍ଧା LR NEWS,୨୭/୪: ରାଷ୍ଟ୍ରୀୟ ସୟଂସେବକ ସଂଘ,(ଆରଏସଏସ) ଶତାବ୍ଦୀ ବର୍ଷ ପାଳନ ଅବସରରେ ଆରଏସଏସ ଖୋର୍ଦ୍ଧା ଜିଲା ପକ୍ଷରୁ ସ୍ଥାନୀୟ ଜୟୀରାଜଗୁରୁ ଭବନ ପରିସରରେ ସଂଘର ଶତାବ୍ଦୀ ବର୍ଷରେ “ବିଶିଷ୍ଟ ନାଗରିକ ସଂଗୋଷ୍ଠୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଜିଲା ସଂଘଚାଳକ ଶିକ୍ଷାବିତ…
Read More...

ଖୋର୍ଦ୍ଧା ଜିଲାରେ ସ୍କୁଲ ଛୁଟି ଘୋଷଣା କଲେ ଜିଲାପାଳ।

ଖୋର୍ଦ୍ଧା LR NEWS (୧୯/୦୪/୨୬) ଜିଲାରେ ଜାରି ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଛାତ୍ରୀଛାତ୍ରଙ୍କ ସୁରକ୍ଷା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଥିବା ଜିଲାପାଳ କହିଛନ୍ତି। ଖୋର୍ଦ୍ଧା ଜିଲାରେ  ସମସ୍ତ ସ୍କୁଲ ଓ…
Read More...

ବାଟୋଇଙ୍କୁ ଟାଣୁଛି ସଦର ଥାନାର ଜଳ ଛତ୍ର।

ଖୋର୍ଦ୍ଧା LR NEWS (୧୮/୦୪/୨୬)-ତାତିର ପ୍ରକୋପ ବଢ଼ିବାରେ ଲାଗିଛି । ଡହ ଡହ ଖରା ସାଙ୍ଗକୁ ଝାଞ୍ଜି ପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଉଛି । ଘରୁ ବାହାରିବା ଏକ ପ୍ରକାର କଷ୍ଟ ହୋଇ ପଡ଼ିଛି । ଏଭଳି ସ୍ଥିତିରେ ଥଣ୍ଡା ପାନୀୟର ଆବଶ୍ୟକତା କେବଳ ଖରାରେ ଯାଉଥିବା ବାଟୋଇ ହିଁ ବୁଝିପାରିବ…
Read More...

ବରିଷ୍ଠ ନାଗରିକ ମଂଚରେ ଜନ୍ମଦିନ ପାଳିତ।

ଖୋର୍ଦ୍ଧା LR NEWS ତା.୧୭/୦୪/୨୦୨୬ (ଶୁକ୍ରବାର)- ବରିଷ୍ଠ ନାଗରିକ ମଂଚ, ଖୋରଧାରେ ଆଜି ଜଣେ ବିଶିଷ୍ଟ ସାହିତି୍ୟକ, କବି, ସଂସ୍କୃତି ପ୍ରେମୀ, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଗୟାଧର ମିଶ୍ରଙ୍କର ଜନ୍ମ ଦିବସ ପାଳିତ ହୋଇଯାଇଛି । ମଂଚ ତରଫରୁ ମହାଶୟଙ୍କୁ ଉତରୀୟ ପିନ୍ଧାଇ ସମ୍ବର୍ଦ୍ଧିତ…
Read More...

ଖୋର୍ଦ୍ଧାରେ ବିଷୁବ ମିଳନ ଓ ଓଡ଼ିଆ ନବବର୍ଷ ସମାରୋହ।

LR NEWS ଖୋର୍ଦ୍ଧା-୧୬/୪-ସମାଜରେ ସୁସ୍ଥ ପରମ୍ପରା ବଜାୟ ରଖିବା ପାଇଁ ଭାଷା ସାହିତ୍ୟ ଓ ସଂସ୍କାର ମୂଳକ କାର୍ଯ୍ୟର ଯଥେଷ୍ଟ ଗୁରୁତ୍ୱ ରହିଛି । ସମସ୍ତେ ମାଆ, ମାଟି ଓ ମାତୃଭାଷାକୁ ପ୍ରାଣ ଭରି ଭଲ ପାଇବା ଆବଶ୍ୟକ । ଏଥି ପ୍ରତି ସମସ୍ତଙ୍କର ଗୁରୁ ଦାୟିତ୍ୱ ରହିଛି । ସ୍ଥାନୀୟ ଗୀତା ଭବନ…
Read More...

୧୬ ଏପ୍ରିଲ୍, ୨୦୨୬: ହାତୀ ରକ୍ଷା ଦିବସ।

ଭୁବନେଶ୍ୱରLR NEWS -ପ୍ରାଣୀ ଜଗତରେ ହାତୀମାନେ ସବୁଠାରୁ ଭଦ୍ର, ବିଶାଳକାୟ ସ୍ଥଳଚର ପ୍ରାଣୀ ଭାବରେ ଜଣାଶୁଣା। ହାତୀ ମାନେ ଭାବପ୍ରବଣ, ବୁଦ୍ଧିମାନ ଏବଂ ଜଙ୍ଗଲର ଶୋଭା ବର୍ଦ୍ଧନ କରନ୍ତି; ହାତୀ ସୁରକ୍ଷା ଦିବସ' ୧୬ ଏପ୍ରିଲ୍ ରେ ପାଳନ କରାଯାଏ, ଯେତେବେଳେ 'ବିଶ୍ୱ ହାତୀ ଦିବସ' ପ୍ରତିବର୍ଷ…
Read More...

୧୬ ଏପ୍ରିଲ୍, ୨୦୨୬: ହାତୀ ରକ୍ଷା ଦିବସ।

ଭୁବନେଶ୍ୱର LR NEWS (୧୬/୦୪/୨୬)- ପ୍ରାଣୀ ଜଗତରେ ହାତୀମାନେ ସବୁଠାରୁ ଭଦ୍ର, ବିଶାଳକାୟ ସ୍ଥଳଚର ପ୍ରାଣୀ ଭାବରେ ଜଣାଶୁଣା। ହାତୀ ମାନେ ଭାବପ୍ରବଣ, ବୁଦ୍ଧିମାନ ଏବଂ ଜଙ୍ଗଲର ଶୋଭା ବର୍ଦ୍ଧନ କରନ୍ତି; କିନ୍ତୁ ଦୁଃଖର ବିଷୟ ଯେ ବିଭିନ୍ନ ବିପଦ ଯୋଗୁଁ ହାତୀଙ୍କ ସଂଖ୍ୟା ଦ୍ରୁତ ଗତିରେ…
Read More...