Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

Monthly Archives

February 2026

ବୋଲଗଡ଼ ବିଡ଼ିଓଙ୍କ ତୁରନ୍ତ ବଦଳି ନହେଲେ ଆଇନି କୁ ହାତକୁ ନିବେ ଜନ ପ୍ରତିନିଧି।

ବୋଲଗଡ଼, ତା ୧୬।୨ (LR NEWS )ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବୋଲଗଡ଼ ବ୍ଲକର ମହିଳା ବିଡ଼ିଓ ସୁଶ୍ରୀ ସୁମନ ସୁଧା କୁଣ୍ଡୁ ଏଠାରେ ଯୋଗ ଦେବାର ଛଅ ମାସ ମନମୁଖୀ କାର୍ଯ୍ୟ କରିବାରୁ ସଧାରଣ ଜନତାଙ୍କ ସମେତ ଅଧିକାଂଶ ପଞ୍ଚାୟତର ଜନ ପ୍ରତିନିଧି ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ ଓ ଜିଲ୍ଲା ପରିଷଦ
Read More...

ଓଡ଼ିଶା ଅମଲା ସଂଘର କାର୍ଯ୍ୟକାରିଣୀ ବୈଠକ ।

ଭୁବନେଶ୍ୱର ( LR NEWS )ରେଡକ୍ରସ ଭବନ, ଭୁବନେଶ୍ଵର ଠାରେ ମାନ୍ୟବର ବି.ଜେ.ପି ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନ ମୋହନ ସାମଲ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ, ଆଜି ତା ୧୪-୦୨-୨୬ ରିଖ, ଓଡ଼ିଶା ଅମଲା ସଂଘର ରାଜ୍ୟ ସଭାପତି ଜ୍ଞାନ ରଞ୍ଜନ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ
Read More...

ଅରାଙ୍ଗ ବାଲୁଙ୍କେଶ୍ୱର କ୍ରିକେଟ ଟୁର୍ଣାମେଣ୍ଟ ଉଦଘାଟିତ। ପଳାଶପୁର୍ ଓ ଗୁରୁଜଙ୍ଗ ବିଜୟୀ।ସେମିରେ ଗୁରୁଜଙ୍ଗ।

ଖୋର୍ଦ୍ଧା : LR NEWS ୧୫/୦୨/୨୬:ଖୋର୍ଦ୍ଧା ଉପକଣ୍ଠ ଅରାଙ୍ଗ ଖେଳପଡିଆ ଠାରେ ଅରାଙ୍ଗ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଆୟୋଜିତ ୪ ତମ ବାଲୁଙ୍କେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି।ଆଜିର ଉଦଘାଟନୀ ଦିବସ ରେ ଗ୍ରାମର ସମାଜସେବୀ ଶ୍ରୀ ସୁଶାନ୍ତ କୁମାର ନାଟୁଆ ମୁଖ୍ୟ ଅତିଥି ରୂପେ
Read More...

କଳାଙ୍ଗ ପ୍ରିମିୟର ଲିଗ ଉଦଘାଟିତ I

ବୋଲଗଡ ତା -୧୫/୨LR NEWS ବୋଲଗଡ ବ୍ଲକ କଳାଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଳାଙ୍ଗ ଗ୍ରାମର କଳାଙ୍ଗ ସନସାଇନ କ୍ରିକେଟ କ୍ଳବ ଆନୁକୂଲ୍ୟରେ କଳାଙ୍ଗ ସ୍ଥିତ ଗୋଛାବାରୀ ପଡ଼ିଆରେ ୨୧ ତମ ଆନ୍ତଃଜିଲ୍ଲା କ୍ରିକେଟ ଟୁର୍ନାମେଣ୍ଟ ରବିବାର ଦିନ ଉଦଘାଟିତ ହୋଇଯାଇଛି I ନକଆଉଟ ଭିତ୍ତିରେ ଖେଳାଯିବାକୁ
Read More...