Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ସୁନାପୁର ବେଳାଭୂମି ମହୋତ୍ସବ

ଗଞ୍ଜାମ, (LRNews, ଟୁକୁନା ପ୍ରଧାନ, ୦୮.୦୨.୨୦୨୦) - : ଚିକିଟି ନିର୍ବାଚନ ମଣ୍ଡଳୀର ସୁନାପୁର ଠାରେ ସୁନାପୁର ବେଳାଭୂମି ମହୋତ୍ସବ ୨ୟ ଦିନରେ ଓଡ଼ିଶାର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ
Read More...

ପଥର କୋରଡ ରୁ ବାହାରୁଛି ଡ଼ିଜେଲ

ଗଞ୍ଜାମ , LRNews (ଟୁକୁନା ପ୍ରଧାନ, ୦୮.୦୨.୨୦୨୦) - : ପଥର ତଳୁ ବାହାରୁଛି ଡିଜେଲ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ତିନି ଛକରୁ ପରପଙ୍ଗା ରାସ୍ତାରେ ଥିବା ବିଲ ମଝିରେ ପଥର ତଳୁ ଡିଜେଲ ବାହାରୁଥିବା ଦେଖିବାକୁ ମିଳିଛି । ଏ ସମ୍ପର୍କରେ ଜଣା ପଡିବା ପରେ ସେଠାରୁ ଡିଜେଲ ସଂଗ୍ରହ
Read More...

ବେପରୁଆ କାର୍ଯ୍ୟାବେଦେଶ ପାଇଁ ସର୍ବସାଧାରଣ ହନ୍ତସନ୍ତ

ବୋଲଗଡ ତା.୦୮.୦୨(ଆ.ପ୍ର) ଧଳାପଥର ଠାରୁ ବ୍ରହ୍ମପୁରା ଦେଇ ବାଙ୍କୀ ଯାଇଥିବା ଗ୍ରାମ୍ୟ ସଡକ ମରାମତି କରିବା ପାଇଁ ଖାଲ ଗୁଡିକରେ ଏକାଧିକ ଥର ଚିପ୍ସ ପକାଯାଇଥିଲେ ମଧ୍ୟ ପିଚୁ ନଦେଇଥିବା କାରଣରୁ ଚିପ୍ସ ଉଠିଯାଇ ଯାତାୟତ କରୁଥିବା ଯାନବାହାନକୁ ବିପଦ ପହଂଚାଉଛି । ଖବର ନେବାରେ ଜଣାପଡିଲା କିଛି
Read More...

ପିପୁଲସ୍ ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୦୮.୦୨.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା ବୁଗୁଡା ପିପୁଲସ ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଛନ୍ତି। ଉପସ୍ଥିତ
Read More...

ବୁଗୁଡା ପିପୁଲସ୍ ଉଚ୍ଚ ବିଦ୍ୟାଳୟ ର ୭୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି

ଗଞ୍ଜାମ, (LRNews, ଟୁକୁନା ପ୍ରଧାନ, ୦୮.୦୨.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା ବୁଗୁଡା ପିପୁଲସ୍ ଉଚ୍ଚ ବିଦ୍ୟାଳୟ ର ୭୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତି ଛାତ୍ରମାନଙ୍କୁ ପୁରସ୍କୃତ କରିଛନ୍ତି।ବୁଗୁଡା
Read More...

୬୩ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ସରକାରୀ ଉଚ୍ଚବିଦ୍ୟାଳୟ ଦଧିମାଛଗାଡ଼ିଆରେ ଅନୁଷ୍ଠିତ ହୋଇଯାଇଛି

ଖୋର୍ଧା-ଆଜି ଖୋର୍ଧା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚବିଦ୍ୟାଳୟ ଦଧିମାଛଗାଡ଼ିଆରେ ୬୩ତମ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି. ମୁଖ୍ୟ ଅତିଥିଭାବେ ଶ୍ରୀଯୁକ୍ତ ବୈଦ୍ୟନାଥ ସାହୁ ଗୋଷ୍ଠୀ ଶିକ୍ଷାଅଧିକାରୀ ଖୋର୍ଧା,ମୁଖ୍ୟ ବକ୍ତା ଭାବେ ଡ଼ ବିଜୟ କୁମାର ପଟ୍ଟନାୟକ ଯୋଗଦେଇ କୃତି
Read More...

ମା ତାରାତାରିଣୀ ପୀଠରେ ଚୈତ୍ର ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଗଞ୍ଜାମ, (LRNews, ଟୁକୁନା ପ୍ରଧାନ, ୦୮.୦୨.୨୦୨୦) - : ଗଞ୍ଜାମ ଜିଲାର ଆରାଧ୍ୟା ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଗତକାଲି ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ
Read More...