ବେଗୁନିଆ ବ୍ଲକ ଅନ୍ତର୍ଗତ ଗଡଗୁଡୁମ୍ ଗ୍ରାମରେ ଶ୍ରୀ ଶ୍ରୀ ବକ୍ରଦେବଙ୍କ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି।
ଖୋର୍ଦ୍ଧା (LR News ପ୍ରଦୀପ ମହାନ୍ତି )। ବେଗୁନିଆ ବ୍ଲକ ଅନ୍ତର୍ଗତ ଗଡଗୁଡୁମ୍ ଗ୍ରାମରେ ଶ୍ରୀ ଶ୍ରୀ ବକ୍ରଦେବଙ୍କ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏହି ଯଜ୍ଞ ୪ଦିନ ଧରି ଚାଲିଥିଲା। ପ୍ରଥମେ ଗ୍ରାମ ପୋଖରୀ ରୁ ୧୦୮କଳସ ରେ ଜଳ ଆଣି ଘଟ ସ୍ଥାପନ କରାଯାଇଥିଲା।ଏଠାରେ ୪ଦିନ ଧରି!-->…
Read More...
Read More...