Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଖୋର୍ଦ୍ଧା ବ୍ଲକ ବିଜେଡି ସଭାପତି ଭାବରେ ରୁଦ୍ରଭାନୁ ନରେନ୍ଦ୍ର ସିଂ ନିର୍ବାଚିତ ।

ଖୋର୍ଦ୍ଧା (LR NEWS ଦିଲ୍ଲୀପ କୁମାର ପ୍ରଧାନ)ଖୋର୍ଦ୍ଧା ବ୍ଲକ ବିଜେଡି ସଭାପତି ଭାବରେ ରୁଦ୍ରଭାନୁ ନରେନ୍ଦ୍ର ସିଂ (ଚଟିଆ )ନିର୍ବାଚିତ ହୋଇଥିବାରୁ , ରାଜ୍ୟ ବିଜେଡି ସଭାପତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ ଏବଂ ଜଟଣୀ ର ପୂର୍ବତନ ବିଧାୟକ ତଥା ଖୋର୍ଦ୍ଧା
Read More...

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ରାମେଶ୍ୱର ଗ୍ରାମ ପଞ୍ଚାୟତ ର ବିଜୁ ଜନତା ଦଳ ପଞ୍ଚାୟତ ସଭାପତି ସାଜ୍ଜୁ…

ଖୋର୍ଦ୍ଧା(LR NEWS ଦିଲ୍ଲୀପ କୁମାର ପ୍ରଧାନ) ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ରାମେଶ୍ୱର ଗ୍ରାମ ପଞ୍ଚାୟତ ର ବିଜୁ ଜନତା ଦଳ ପଞ୍ଚାୟତ ସଭାପତି ସାଜ୍ଜୁ ଉଦିନ ଖାଁ ମନୋନୀତ ହୋଇଛନ୍ତି ଏଥିପାଇଁ ସେ ଜିଲ୍ଲା ସଭାପତି ବିଭୁତି ଭୂଷଣ ବଳବନ୍ତରାୟ ଙ୍କୁ କୃତଜ୍ଞତା ଜଣାଇଛନ୍ତି
Read More...

ଆଜି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପକୁ ଗଞ୍ଜାମ ଜିଲ୍ଲା…

ଗଞ୍ଜାମ,( LR News, ୦୩.୦୩.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପକୁ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି ।ଏଥିରେ
Read More...

ଲୋକଙ୍କ ପାଖରେ ବିଧାୟକ ଓ ପ୍ରଶାସକ

ଗଞ୍ଜାମ (LR News) ୦୧/୦୩ ଆଜି ରବିବାର ,ସରକାରୀ ଛୁଟୀ,ତଥାପି ବିଧାୟକଙ୍କ ସହ ବ୍ଲକ ପ୍ରଶାସକ ବୁଗୁଡା ବ୍ଲକର ବିଭିନ୍ନ ଗ୍ରାମକୁ ଯାଇ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଲୋକଙ୍କ ଅଭାବ ଅସୁବିଧା ବୁଝି ଥିବାର ଜଣାପଡ଼ିଛି। ଆଜି ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ
Read More...

ଖୋର୍ଦ୍ଧା, ଓଡିଶା ଆଦର୍ଶ ବିଦ୍ୟାଳୟରେ ୨ ଟି ଶ୍ରେଣୀ ପାଇଁ ୫୦୨ ପରୀକ୍ଷାର୍ଥୀ ।

ଖୋର୍ଦ୍ଧା (LR News, 1/3/20) - : ଆସନ୍ତା ୨୦୨୦ - ୨୧ ଶିକ୍ଷାବର୍ଷ ପାଇଁ ଖୋର୍ଦ୍ଧା ବ୍ଲକ୍ ସିଆଳିଆ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ପାଠ ପଢିବା ପାଇଁ ଆଜି ଅନୁଷ୍ଠିତ ପ୍ରବେଶିକା ପରିକ୍ଷାରେ ମୋଟ ୨ ଟି ଶ୍ରେଣୀ ପାଇଁ ୫୦୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି l ମୋଟ ୫୦୮ ଜଣ ପିଲା
Read More...

ରାଗପୁର (ରାଜପୁର) ଓଡିଶା ଆଦର୍ଶ ବିଦ୍ୟାଳୟରେ ୪ ଟି ଶ୍ରେଣୀ ପାଇଁ ୪୦୭ ପରୀକ୍ଷାର୍ଥୀ ।

( ଗଞ୍ଜାମ, (LR News, ) - : ଆସନ୍ତା ୨୦୨୦ - ୨୧ ଶିକ୍ଷାବର୍ଷ ପାଇଁ ବେଗୁନିଆପଡା ବ୍ଲକ୍ ରାଗପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ପାଠ ପଢିବା ପାଇଁ ଆଜି ଅନୁଷ୍ଠିତ ପ୍ରବେଶିକା ପରିକ୍ଷାରେ ମୋଟ ୪ ଟି ଶ୍ରେଣୀ ପାଇଁ ୪୦୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି l ମୋଟ ୪୧୧ ଜଣ ପିଲା
Read More...

ରାଜ୍ୟସଭା ରେସ : ଅନ୍ଦର ମହଲରୁ ସୂଚନା ନଳିନୀଙ୍କ ନାଁ ସର୍ବାଗ୍ରେ ।

ଅନୁଗୋଳ(LR NEWS:01/03/2020):କିଏ ଯିବ ରାଜ୍ୟସଭା । ଏପ୍ରିଲରେ ଖାଲି ହେଉଥିବା ୪ଟି ରାଜ୍ୟସଭା ଆସନ ପାଇଁ ବିଜେଡି ତାର ପ୍ରାର୍ଥୀ ଫାଇନାଲ କରିଥିବା ସୂଚନା ମିଳିଛି କେବଳ ଘୋଷଣା ବାକି ରହିଛି I ବିଜେଡି ଅନ୍ଦର ମହଲରୁ ମିଳିଥିବା ଖବର ଅନୁସାରେ ନବୀନଙ୍କ ଅତି ଅାପାଣାର ତଥା
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ତାଳଚେରରେ ଜାତୀୟ ବିଜ୍ଞାନ ଦିବସ ପାଳିତ ।

ଅନୁଗୋଳ(LR NEWS:0୧/0୩/୨0୨0):ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ତାଳଚେରରେ ଗତ ଫେବୃଆରୀ ୨୮ ତାରିଖ ଶୁକ୍ରବାର ଦିନ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇ ଯାଇଛି। ଏଥିରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ହେମନ୍ତ କୁମାର ପ୍ରଧାନ ଅଧକ୍ଷତା କରିଥିଲେ। ମୁଖ୍ୟ ଅତିଥି ରୂପେ ଭାରୀଜଳ
Read More...

ଆଜି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି।

ଖୋର୍ଦ୍ଧା ( LR NEWS ୧/୩/୨୦):- ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜଟଣୀ ଠାରେ ନୂତନ ଆଦର୍ଶ ବିଦ୍ୟାଳୟର ନିର୍ମାଣ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି ଜଟଣୀ ବିଧାୟକ ମାନ୍ୟବର ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ ଙ୍କ ଦ୍ଵାରା ଶୁଭ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶିଷ୍ଟ ସମାଜ
Read More...

ଗଞ୍ଜାମ ଜିଲ୍ଲା ବୁଗୁଡା ପଞ୍ଚାୟତ ସମିତି ର ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ବୁଗୁଡା ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି…

ଗଞ୍ଜାମ, (LR News , ୦୧.୦୩.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା ବୁଗୁଡା ପଞ୍ଚାୟତ ସମିତି ର ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ବୁଗୁଡା ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୮୫୯ ଜଣ ବୃଦ୍ଧ ବୃଦ୍ଧା ଓ ବିଧବା ମହିଳା ଏବଂ
Read More...