Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ସାମ୍ବାଦିକ ଗଣେଷ ଡାକୁଆ ଦୁର୍ଘଟଣାରେ ଗୁରୁତର ଆହତ।

ଗଞ୍ଜାମ, (LR News, , ୧୩.୦୩.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ ଗାଙ୍ଗପୁର ଠାରେ ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ ଙ୍କ ଗାଡ଼ି ଏବଂ ଗୁରୁତର ଆହାତ ଅର୍ଗସ ନ୍ୟୁଜ ପ୍ରତିନିଧି ଗଣେଷ ଡାକୁଆଙ୍କ ମୋଟର ସାଇକେଲ ଧକ୍କା ହେବା ଫଳରେ ସାମ୍ବାଦିକ ଗଣେଶ ଗୁରୁତର ଭାବେ ଆହତ
Read More...

ମାର୍ଚ୍ଚ ୩୧ ଯାଏ ରାଜ୍ୟର ସବୁ ସ୍କୁଲ ବନ୍ଦ ପାଇଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଭୁବନେଶ୍ୱର (LR NEWS ୧୩/୩/୨୦) ମାର୍ଚ୍ଚ ୩୧ ଯାଏ ରାଜ୍ୟର ସବୁ ସ୍କୁଲ ବନ୍ଦ ପାଇଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିବା ସହ ସ୍କୁଲ ବନ୍ଦ ନେଇ ଘୋଷଣା କରିଛନ୍ତି। ଏହାସହ ସିନେମା ହଲ୍ ଓ ସୁଇମିଂ ପୁଲ୍ ମଧ୍ୟ ବନ୍ଦ
Read More...

ଗଂଜାମଜିଲ୍ଲାପାଳ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ଓ ଅବକାରୀ ଅଧିକ୍ଷକ ଗଂଜାମ ଶ୍ରୀ ରାଜେନ୍ଦ୍ର କୁମାର ଭୋତ୍ରା ଙ୍କ…

ଅବକାରୀ ଚଢ଼ାଉ, ଚାରି ଗିରଫ ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୧୩.୦୩ ୨୦୨୦) - : ଗଂଜାମଜିଲ୍ଲାପାଳ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ଓ ଅବକାରୀ ଅଧିକ୍ଷକ ଗଂଜାମ ଶ୍ରୀ ରାଜେନ୍ଦ୍ର କୁମାର ଭୋତ୍ରା ଙ୍କ ନିର୍ଦେଶ କ୍ରମେ ଜିଲ୍ଲା ରେ ଅବକାରୀ ଚଢ଼ାଉ ଜୋରଦାର କରାଯାଇଛି । ଗତକାଲି ଖଲ୍ଲିକୋଟ
Read More...

ନୟାଗଡ଼ ଜିଲ୍ଲାରେ ଏବେ କରୋନା ଭାଇରସ କୁ ନେଇ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି।

ନୟାଗଡ଼ ଜିଲ୍ଲା (ଏଲ୍.ଆର୍ ନ୍ୟୁଜ୍ ) ନୟାଗଡ଼ ତା-୧୩.୩.୨୦  :- ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଦୀର୍ଘଦିନ ହେବ ତାମିଲନାଡୁରେ ରହୁଥିବା ଫତେଗଡ଼ ଥାନା ଅନ୍ତର୍ଗତ ବଳଦିଆନୂଆଗାଁରେ ବିରଞ୍ଚି ରାଉତଙ୍କ ପୁଅ ମନୋଜ କୁମାର ରାଉତଙ୍କୁ କରୋନା ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି । ସେ
Read More...

ବିଜୁ ମହିଳା ସମିତି ପକ୍ଷରୁ ଏନ୍ ଏ ସି ମହିଳା ବିଜେଡ଼ି ସଭାନେତ୍ରୀ ସୁଜତାରାଣୀ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ମହିଳା…

ଗଞ୍ଜାମ,( LR News, ଟୁକୁନା ପ୍ରଧାନ, ୧୨.୦୩.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା କୋଦଳା ଏନ୍ ଏ ସି ସ୍ଥିତ ଡ଼ାକ ବଙ୍ଗଳା ପରିସରରେ ବିଜୁ ମହିଳା ସମିତି ପକ୍ଷରୁ ଏନ୍ ଏ ସି ମହିଳା ବିଜେଡ଼ି ସଭାନେତ୍ରୀ ସୁଜତାରାଣୀ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ମହିଳା ସମାବେଶ ଓ ଓଡିଶା ର ଜନନାୟକ ତଥା ପ୍ରବାଦ
Read More...

ଗଞ୍ଜାମ ଜିଲ୍ଲା ଛତ୍ରପୁର ଠାରେ ଚଳିତବର୍ଷ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବ। ଏଥି ନିମନ୍ତେ ଭିତ୍ତିଭୂମି ସମ୍ପର୍କିତ ଏକ…

ଗଞ୍ଜାମ, (LR News, ୧୨.୦୩.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା ଛତ୍ରପୁର ଠାରେ ଚଳିତବର୍ଷ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବ। ଏଥି ନିମନ୍ତେ ଭିତ୍ତିଭୂମି ସମ୍ପର୍କିତ ଏକ ବୈଠକ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅନସ୍ଲୋ ହାଇସ୍କୁଲର ଏକ କୋଠାରେ
Read More...

ବର ବେଶରେ ହତ୍ୟା ଅଭିଯୁକ୍ତକୁ ଅଧା ବାଟରୁ ଉଠାଇ ନେଲା ପୋଲିସ।

ଆଠଗଡ:(LR News) ବହାହେବାକୁ ଯାଇ ହଟହଟା ।ବରକୁ ଅଧା ବାଟରୁ ଉଠାଇ ଆଣିଲା ପୋଲିସ।ଢେଙ୍କାନାଳ ଜିଲ୍ଲା ତାଳବରକୋଟ ଗ୍ରାମର ରମେଶ ସ୍ବାଇଁଙ୍କ ପୁଅ ପ୍ରକାଶ ସ୍ବାଇଁ ଆଜି ବିବାହ କରିବା ପାଇଁ ଆଠଗଡ ଥାନା ଅନ୍ତର୍ଗତ ସମସରପୁର ଗ୍ରାମର ପ୍ରଫୁଲ୍ଲ ସ୍ବାଇଁଙ୍କ ଝିଅକୁ ଆସୁଥିବା ବେଳେ ୭ ଜଣ
Read More...

ଖଲ୍ଲିକୋଟ ବିଜୁ ଜନତା ଦଳ ତରଫ ରୁ ମିନିଷ୍ଟାଡିୟମ ପରିସରରେ ଏକ ବିଶାଳ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି।

ଗଞ୍ଜାମ, (LR NEWS, , ୧୧.୦୩.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବିଜୁ ଜନତା ଦଳ ତରଫ ରୁ ମିନିଷ୍ଟାଡିୟମ ପରିସରରେ ଏକ ବିଶାଳ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଖଲ୍ଲିକୋଟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟ ମଣି ବୈଦ୍ୟ ଙ୍କ ଅଧକ୍ଷତା ରେ ଆୟୋଜିତ ସମାବେଶ ରେ ମୁଖ୍ୟ
Read More...

ରଣପୁର ବଜାରରେ କୁକୁଡ଼ା ହରେକ୍ ମାଲ୍।

ନୟାଗଡ଼ ଜିଲ୍ଲା , ରଣପୁର (LR News ) ରଣପୁର ବଜାରରେ 11.3.2020 :- ରଣପୁର ବଜାରରେ ଆଜି ଏହି କୁକୁଡା ବିକ୍ରି ହରେକ ମାଲ ଦରରେ ଦେଖିବାକୁ ମିଳିଛି । ଖବର ଅନୁଯାୟୀ ପ୍ରଥମେ କୁକୁଡ଼ା ଗୋଟାକୁ ୩୦ ଟଙ୍କା ଓ ଶହେ ଟଙ୍କାରେ ୩ଟା ବିକ୍ରି ପାଇଁ ମାଇକ୍ରେ ପ୍ରଚାର କରାଗଲା । କିନ୍ତୁ ଲୋକେ
Read More...

ବିଜେଡିର ୪ ରାଜ୍ୟସଭା ପ୍ରାର୍ଥୀ ଆଜି ବିଧାନସଭାରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ଭୁବନେଶ୍ୱର ବିଧାନସଭା (LR News ) ବିଧାନସଭା ତା-୧୧.୩.୨0୨0 :- ଆଜି ବି.ଜେ.ଡ଼ିର ଚାରି ରାଜ୍ୟସଭା ପ୍ରାର୍ଥୀ ବିଧାନସଭା ରେ ରିଟର୍ଇଂଙ୍ଗ ଅଫିସର ଙ୍କ ନିକଟ ରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ନାମାଙ୍କନ ପତ୍ର ର ଶେଷ ଦିନରେ ଆଜି ମୁଖ୍ୟମନ୍ତ୍ରୀ ନବୀନ
Read More...