ଗୋଡା ଲୋକନାଥ ଙ୍କ ଠାରେ ଖୋର୍ଦ୍ଧା ଜିଲ୍ଲା ସୂଚନା ଲୋକ ସଂପର୍କ ବିଭାଗ ପକ୍ଷରୁ ଏକ ସୂଚନା କେନ୍ଦ୍ର ଓ ଫଟୋ ଚିତ୍ର ପର୍ଦର୍ଶନୀ ଷ୍ଟଲ୍ କରାଯାଇଛି। Read more
ପୋଲସରା ଓଁ ଶାନ୍ତି ଆଶ୍ରମ ପକ୍ଷରୁ ପବିତ୍ର ମହା ଶିବରାତ୍ରୀ ଉପଲକ୍ଷେ ୮୪ତମ ତ୍ରିମୂର୍ତ୍ତି ଶିବ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । Read more
ବିଜୁ ଯୁବ ବାହିନୀଙ୍କ ଦ୍ଵାରା ଆଜି ଅର୍ଥାତ ପବିତ୍ର ମହାଶିବରାତ୍ରି ଉପଲକ୍ଷେ ଛତ୍ରପୁର ଠାରେ ଅବସ୍ଥିତ ଥିବା “ସମର୍ଥ ” ଶିକ୍ଷା ଅନୁଷ୍ଠାନରେ ଦୁଗ୍ଧ ବଣ୍ଟନ କରାଯାଇଛି । Read more
ବାଣପୁର ର ବାବା ରଙ୍କନାଥଦେବ ଙ୍କ ଶହେଆଠ ହନୁମାନ ଚାଳିଶା ରେ ଚିଲିକା ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଳା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବ ଯୋଗ ଦେଇଥିଲେ l Read more
ଆଜି ଓଡିଶା କିନ୍ନର ଆଖଡା ର ସଭାପତି ମୀରା ପରିଡା ଙ୍କ ନେତୃତ୍ବରେ କେଦାର ଗୌରୀ ପରିସର ରେ ସଫେଇ କାର୍ଯ୍ୟ କରିଛନ୍ତି । Read more